୨ୟ ଯୋଡା ମହୋତ୍ସବ ଉଦଘାଟିତ : ଯୋଗଦେଲେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ

ଯୋଡ଼ା (ଶାସକ ପ୍ରଶାସକ) : ୨ୟ ଯୋଡା ମହୋତ୍ସବ  ଝିପିଝିପି ବର୍ଷା ମଧ୍ୟରେ ଖୁବ ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଇଛି। ଶନିବାର ଅପରାହ୍ନ ୪ଟାରେ ବାଜା, ରୋଷଣୀ ସହିତ ଏକ ବିରାଟ ପଟୁଆର ଯୋଡା ପରିକ୍ରମା କରି ମହୋତ୍ସବ ଅନୁଷ୍ଠିତ ହେବାକୁଥିବା କେନ୍ଦ୍ରୀୟ ଖେଳପଡିଆ ଠାରେ ପହଞ୍ଚିଥିଲା। ସେଠାରେ…

ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ

ପଦ୍ମପୁର(ଶାସକ ପ୍ରଶାସକ): ଏକ ଶାନ୍ତ ପରିବେଶ ମଧ୍ୟରେ ବରଗଡ ଜିଲ୍ଲା ପଦ୍ମପୁର ସହର ଠାରୁ ଅନତି ଦୂର ରେ ଥିବା ଲଖମରା ପଞ୍ଚାୟତ ଅନ୍ତର୍ଗତ ପୂଝାରୀପାଲି ଗ୍ରାମ ଠାରେ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଖୁବ ଆଡମ୍ବର ପୁର୍ଣ୍ଣ ସହକାରେ ମହାସମାରୋହ ରେ ଉଦଯାପିତ ହୋଇ ଯାଇଛି। ଏ ଉପଲକ୍ଷେ…

୫- ଟି କି ଛନକା ପୁରେଇଲା, ନୂଆ ନୂଆ କଥା କାନଶୁଣିଲା ଆଖି ବି ଦେଖିଲା  !!!

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଯିଏ ଯାହା କୁହନ୍ତୁ ପଛେ ୫ଟି ତା କମାଲ ଦେଖାଉଛି | ଗୋଟାଏ ଛନକା  ପଶିଯାଇଛି ଦାୟିତ୍ବହୀନ ଆଉ ଦୁର୍ନୀତିଗ୍ରସ୍ତ ପୋଲିସ ବାବୁଙ୍କ ଭିତରେ | ଆଗରୁ କାନ ଯାହା ଶୁଣୁ ନଥିଲା କି ଆଖି ଯାହା ଦେଖିନଥିଲା ସବୁ ଏବେ ଶ୍ରବଣ ବା ଦୃଶ୍ୟମାନ ହେଉଛି |   ସମ୍ବଲପୁର …

ଜିଲ୍ଲାପାଳ ୧୦ ମିନଟ୍ ଯାଏ ହସିଲେ….

ରାୟଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ୪ର୍ଥ ବାର୍ଷିକ ଉତ୍ସବ   ରାୟଗଡ(ସରୋଜ ସାହୁ) ଜିଲ୍ଲା ବରିଷ୍ଠ  ନାଗରିକ ସଂଘର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ବହୁ ଆଡମ୍ବର ସହକାରେ ୪ର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।…

ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ  ପାଳିତ

ରାୟଗଡ (ସରୋଜ ସାହୁ) ରାୟଗଡ ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉସôବ ଅନୁଷ୍ଠିତ  ହୋଇଯାଇଅଛି । ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ତଥା ପଛୁଆ…

ଚା ଦୋକାନରେ ନିଆଁ :  ଜଳିଗଲା ଲକ୍ଷାଧିକ ଟଙ୍କା ଜିନିଷ  

http://www.youtube.com/watch?v=WGfStzMmyxQ ରେଙ୍ଗାଲି/ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଶନିବାର ସଂଧ୍ୟା ପ୍ରାୟ 5.30 ମିନିଟ ସମୟରେ ରେଙ୍ଗାଲି ମହାବୀର ଛକ ନିକଟରେ ଚା ଏବଂ ଓମଫେଡ କ୍ଷୀର ବିକ୍ରୀ କରୁଥିବା ଜଗା ଚା ଦୋକାନରେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ…

 ଭାରସାମ୍ୟ ହରାଇ ଓଲଟିଲା ସ୍କରପିଓ 

ରାୟଗଡ (ସରୋଜ ସାହୁ)  ରାୟଗଡ ସଦର ମହକୁମା ୮ କି.ମି ଦୂର ହାଲୁଆ ଗ୍ରାମ ନିକଟସ୍ଥ ଆଶିର୍ବାଦ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟି ସ୍କରପିଓ ଗାଡିଟି  । ସୂଚନା ମୁତାବକ ଏକ ବାହାଘର ଭୋଜିରେ ଯୋଗ ଦେବା ନିମନ୍ତେ କାଶିପୁର ବ୍ଲକ ଅନ୍ତର୍ଗତ ଡି.କରଳ ଗ୍ରାମର ୭ ଜଣ ରାୟଗଡ ସାଇପ୍ରିୟା ନଗରକୁ…

ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ୧୯ରେ

   ରାୟଗଡ (ସରୋଜ ସାହୁ ) :  ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଦ ପାଇଁ ଆସନ୍ତା ୧୯ ତାରିଖରେ ମତଦାନ ହେବ | ସୂଚନାଯୋଗ୍ୟ ଯେ ପୁରୁଷୋତ୍ତମଙ୍କ ଦେହାନ୍ତ ପରେ  ଜାନୁୟାରୀ ୭ ତାରିଖରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବୀଣାପାଣି ସାହୁକାରଙ୍କୁ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ  ଜାତୀୟ ଭାଷା ସମ୍ବିଳନୀ 

http://www.youtube.com/watch?v=PEod6iM47vI ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆସନ୍ତା 23 ତାରିଖ ରୁ 26 ତାରିଖ ପର୍ଯ୍ୟନ୍ତ ଜାତୀୟ ଭାଷା ସମ୍ବିଳନୀ ଅନୁଷ୍ଠିତ ହେବ l ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ…

ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର 

ଧର୍ମଗଡ଼ ଶୁସାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲଠାରେ ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ ଧର୍ମଗଡ ତରଫରୁ ସଂଗଠନର ସଭାପତି ଗୋପୀନାଥ ମହାନନ୍ଦଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ 50 ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି।…