Sign in
Sign in
Recover your password.
A password will be e-mailed to you.
କରୋନା ଯୁଦ୍ଧ : ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା
ହାଟଡିହି(ମକରଧ୍ବଜ ଜେନା): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତି ଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି | ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | କରୋନା ମୁକାବିଲା…
କରୋନା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଓ ତତ୍ପରତାରେ ଜିଲ୍ଲାବାସୀ ଆଶ୍ୱସ୍ତ
ହାଟଡିହି(ମକରଧ୍ବଜ ଜେନା): ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଜଣାପଡିବା ପରେ ସାବାସ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେଙ୍କ ତତ୍ପରତା ତଥା କାର୍ଯ୍ୟଦକ୍ଷତାକୁ ନେଇ ସମଗ୍ର ଜିଲ୍ଲା ଖୁସି ବ୍ୟକ୍ତ କରୁଛନ୍ତି | ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ…
୧୪୭ରେ ପହଂଚିଲା କରୋନା ପଜିଟିଭ : ଯାଜପୁରରୁ ଆଉ ଦୁଇ
ଭୁବନେଶ୍ୱର (ଶାସକ ପ୍ରଶାସକ)ଯାଜପୁରରୁ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ଦୁଇଜଣ ଯାଜପୁରର କଣ୍ଟନମେଣ୍ଟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ବିରାଜପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୫ ବର୍ଷ | ସେହିପରି କଟିକଟା ଅଂଚଳରୁ ହ୍ୱିହ୍ନଟ ହୋଇଥିବା ମହିଳାଙ୍କ ବୟସ ୭୫ ବର୍ଷ | …
ଏବେ ତାମିଲନାଡୁ ଫେରନ୍ତାଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ : ବଲାଙ୍ଗୀରରେ ପଶିଲା କରୋନା
ଭୁବନେଶ୍ୱର( ଶାସକ ପ୍ରଶାସକ)ନୂଆ ଜିଲ୍ଲାରେ ପଶିଛି କରୋନା | ଆଜି ବଲାଙ୍ଗୀର ଜିଲ୍ଲାରେ କରୋନା ତା ଉପସ୍ଥିତି ଜାହିର କରିଛି | ଦୁଇଜଣ ବାହାରିଛନ୍ତି କରୋନା ପଜିଟିଭ ବାହାରିଛନ୍ତି ଆଜିର ଦ୍ଵିତୀୟ ଦଫାରେ | ପ୍ରଥମ ଦଫାରେ ବାଲେଶ୍ୱରର ଜଣେ କଲିକତା ଫେରନ୍ତା ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ …
ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ଦାବି କଲେ ବାରିକ ସଂଘ
ସିନାପାଲି/ନିରାକାର ମେହେର -କରୋନା ଭୁତାଣୁ ର ଆତଙ୍କ ରେ ସାରା ଭାରତ ଆଜ କୁ ପ୍ରାୟ 1 ମାସ ରୁ ଉର୍ଧ ସମସ୍ତ ଦୋକାନ, ବଜାର, ସେଲୁନ, ବିୟୁଟି ପାର୍ଲର ବନ୍ଦ ରହିଥିବାରୁ ଦିନ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସିନାପାଲି ବାରିକ ସଂଘ ବିଡ଼ିଓଙ୍କ ଜରିଆରେ…
ରେଢ଼ାଖୋଲ ରେ ଓହ୍ଲାଇଥିଲେ ଦେବଗଡ଼ କରୋନା ରୋଗୀ : ତନାଘନା କରୁଛି ପ୍ରଶାସନ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତ 29 ତାରିଖରେ ଦେବଗଡ ଜିଲ୍ଲାରେ ଜଣେ କରୋନା ପାଜିଟିଭି ବାହାରିବା ପରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୟଭୀତ ସୃଷ୍ଟି ହୋଇଛି । ଆଜି ଉକ୍ତ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରୀ ସୂତ୍ରରୁ ରୁ ପ୍ରକାଶ ପାଇବା…
କରୋନାର ପ୍ରାବଲ୍ୟ ସତ୍ତ୍ୱେ ମହାରାଷ୍ଟ୍ରରେ ହେବ ନିର୍ଵାଚନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତର ନିର୍ବାଚନ କମିଶନଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆଶଙ୍କିତ ସାମ୍ବିଧାନିକ ଅନିଶ୍ଚିତତା ଏଡ଼ାଇବା ପାଇଁ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ | ରାଜ୍ୟରେ କରୋନାର ପ୍ରାବଲ୍ୟ ସତ୍ତ୍ୱେ ଏହି ନିର୍ବାଚନ କରାଇବା ପାଇଁ ମେ…
ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର
http://www.youtube.com/watch?v=7gEqK5n11yo
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତ ଦାନ ଶିବିର କଚେରୀ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ଶିବିର ରେ ମୋଟ ୩୫ ୟୁନିଟ ରକ୍ତ…
ଯୁବ ବିଜେଡି ନେତା ମାନସ ସାହୁଙ୍କ ଅକାଳ ବିୟୋଗରେ ଯୁବ ବିଜେଡି ରାଜ୍ୟ ସଭାପତିଙ୍କ ଶୋକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବଜନତା ଦଳର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ତଥା ବ୍ରଜରାଜନଗର ପୌରସଂସ୍ଥାର ତିନି ତିନି ଥର କାଉନସିଲର ରହିଥିବା ଟାଣୁଆ ଯୁବନେତା ମାନସ ସାହୁଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି…
ରୁଷିଆ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ
ମସ୍କୋ : କରୋନା ରୋଗରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କ ଦେହରେ କରୋନା ପଜିଟିଭ ଥିବା ନିଜେ ସୂଚନା…