Sign in
Sign in
Recover your password.
A password will be e-mailed to you.
ନାଆଁ ସିନା ସୁକୁମାରୀ, ହେଲେ ଦୁଃଖର ବୋଝ ଭାରି
ସରକାର ସୁଦୟା କଲେ ସଂସାର ଦରିଆ ହୋଇ ପାରନ୍ତେ ପାରି
ପଦ୍ମପୁର (ପଦ୍ମପୁର) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିମାଲ ଗ୍ରାମର ଜଣେ ବିଧବା ମହିଳା ବାରଦ୍ବାର ହୋଇ ଜିବିକା ନିର୍ବାହ କରୁଛି । ସୁକୁମାରୀ କୁମ୍ଭାରଙ୍କ ସ୍ବାମୀ ସହଦେବ କୁମ୍ଭାର ଆଜିକୁ ୮ମାସ…
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ : ୯ ଟି ପ୍ରସ୍ତାବକୁ ମଞ୍ଜୁରୀ
ସଫ୍ଟୱେର ଟେକ୍ନୋଲଜି ପାର୍କ ପାଇଁ ୩ ଏକର ଯାଏଁ ପ୍ରିମିୟମ୍ ମାଗଣା
ଅନୁକମ୍ପାମୂଳକ ନିଯୁକ୍ତି : ଆର୍ଥିକ ସ୍ଥିତି ଆଧାରରେ ପରିବାରର ଜଣକୁ ନିଯୁକ୍ତି
୩୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ର ୩ଟି ବ୍ଲକ୍ରେ ସବୁ ଗାଁକୁ ପାଣି ଯୋଗାଣ
Bhubaneswar(shasak Prashasak) : ରାଜ୍ୟ…
ଏକ ଦିନିଆ ଗଜପତି ଗସ୍ତରେ ବିଧାନସଭାରେ ଷ୍ଟାଣ୍ଡିଙ୍ଗ କମିଟି :ଉନ୍ନତ ମାନର ଶିକ୍ଷା ଉପରେ ଗୁରୁତ୍ୱାରୋପ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଗଜପତି ଜିଲ୍ଲା ଗ୍ରସ୍ତ କରି ଫେରିଛନ୍ତି । କମିଟିର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଏବଂ ବିଧାୟକ ଶଙ୍କର ଓରାମ୍ ୨ଜଣଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଜିଲ୍ଲାର…
୪ଜଣ ଜିଲ୍ଲାପାଳ କହିଥିଲେ ଅସୁରକ୍ଷିତ, ଏବେ କିନ୍ତୁ ସୁରକ୍ଷିତ : କଣ ଗୋଟେ ହେଇଥିବ !!1
ବିବାଦୀୟ ଦ୍ ଲିଲାଜ୍ ମୁଭିଜ୍ ଟକିଜ୍ ଉଦ୍ଘାଟିତ, ମନୋରଂଜନ ସହ ଲୋକେ ନିଯୁକ୍ତି ପାଇବେ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ ସହରର ବିବାଦୀୟ ଦ୍ ଲିଲାଜ୍ ମୁଭିଜ୍ ସିନେମା ଟକିଜ୍ ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ…
ନୁଆଁଗୁଡ଼ା ଗାଁକୁ ମିଳିଲା ପ୍ରଥମ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର
ଆଦିବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ
ନୂଆପଡ଼ା,(ଅମିତ ପୁରୋହିତ): ଆଜି ଆଦିବାସୀଙ୍କ ଆନ୍ଦୋଳନ ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଛି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କାର୍ଯ୍ୟକାରି କରିବା ପାଇଁ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ ତରଫରୁ ୧୧ ଦିନ ଧରି…
ଓଡିଶା ସରକାରଙ୍କ “୫-ଟି ଓ ମୋ ସରକାର” କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ ଡିଫେନ୍ସ କଲେଜ ପ୍ରତିନିଧି ଦଳ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନ୍ୟାସନାଲ ଡିଫେନ୍ସ କଲେଜ ପ୍ରତିନିଧି ଦଳ | ଓଡ଼ିଶାର ସାମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର…
ମହାମନ୍ତ୍ରରେ ଝଙ୍କୃତ ହେଲା ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବିହାର
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜ଼ିଲ୍ଲା ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବିହାର ଠାରେ ଅନୁଷ୍ଠିତ ହୋଇଥିବା ଚବିଶ ପ୍ରହରୀ ନାମଯଜ୍ଞ ଗୁରୁବାର ସମାପନ ହୋଇଛି l ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାଜସେବୀ ଶତ୍ରୁଘନ ଲାଲ୍ ସାହା ଏଥିରେ କର୍ତ୍ତା ଭାବେ ଦାୟିତ୍ୱ…
ଥାନାଠୁ ମାତ୍ର ଶହେ ମିଟର : ନିର୍ଭୟରେ ଲୁଟୁଛନ୍ତି ଚୋର
ଭଦ୍ରକ ;(ସତ୍ୟଭୂଷଣ ସ୍ବାମୀ ) ; ଭଦ୍ରକ, ନୂଆବଜାରରେ ଥିବା kids world ମୋବାଇଲ ଦୋକାନର ପଛପଟ କାନ୍ଥ କାଟି ଦୁର୍ବୁତ୍ତ ଲକ୍ଷାଧିକ ଟଙ୍କାର Mobile ନେଇ ଯାଇଥିବା ଜଣାପଡ଼ିଛି। ଦୋକାନ ଭିତରେ ଲାଗିଥିବା CC Cemera ରେ ଜଣେ ଯୁବକର ଫଟୋ ଉତ୍ତୋଳନ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ନୟାଗଡ଼ ଦ୍ୱାରା ଆୟୋଜିତ କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡିଓ ସ୍ୱାତୀଲେଖା ଦାସ, ସମନ୍ୱୀତ ଶିଶୁ…
କିଶୋର କୁମାର ସିନାପାଲି ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ
ସିନାପାଲି/ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ଆଜି କୁ ପ୍ରାୟ 6 ମାସ ହେବ ଉପାଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ତାହା ଗତକାଲି ପୂରଣ ହେଇଛି | ସିନାପାଲି ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ ଓ ବୋଡେ଼ନ…