ଟିକସ ଆଦାୟ ବରାବର, ଲୋକେ ହେଉଛନ୍ତି ହରବର : ହେଲେ ସୁଧୁରୁନି ପଦ୍ମପୁର ହାଟର ଅବସ୍ଥା 

ପଦ୍ମପୁର/ ଶାସକ ପ୍ରଶାସକ -କାହିଁ କେତେ ବର୍ଷ ହେବ ଏ ହାଟ ଅଛି ପଦ୍ମପୁର ସହରର ଛାତି ଉପରେ, ଆଉ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଯାଇଛି ପଦ୍ମପୁରିଆଙ୍କ ପାଇଁ  | ଶନିବାର ଆଉ ମଙ୍ଗଳ ବାର ଏଠି ବସେ ବିରାଟ ହାଟ |  ପଦ୍ମପୁର ଆଖପାଖ ଅଂଚଳରୁ ପ୍ରାୟ ଦୁଇଶହ ହାଟୁଆ/ ବେପାରୀ/ ଚାଷୀ ଆସି…

ଉଦଯାପିତ ହେଲା ଉଦନ୍ତି ମହୋତ୍ସବ

http://www.youtube.com/watch?v=FlIS4ld4FYE  ସିନାପାଲି/ ନିରାକାର ମେହେର :  ନୂଆପଡା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆରେ ଗତ ତିନି ଦିନ ଧରି ଚାଲିଥିବା କଲା, ସାହିତ୍ୟ, ଓ ସଂସ୍କୃତି ର ପର୍ବ ଉଦନ୍ତି ମହୋତ୍ସବ 2020 ଉଦଯାପିତ ହୋଇଛି | ଏହି ଅବସର ରେ ପାଳନ କମିଟି ର ତତ୍ତ୍ୱବଧାନ…

ବିଧାନସଭା ଦଶମ ଷ୍ଟାଣ୍ଡିଙ୍ଗ କମିଟିର ସମ୍ବଲପୁର ଗସ୍ତ l

http://www.youtube.com/watch?v=VwYzhQkVttk ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି  ଶୁକ୍ରବାର  ସମ୍ବଲପୁର ଗସ୍ତ ହୋଇଛି l ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ୱରେ ରାଜ୍ୟ ବିଧାନସଭା ଦଶମ ଷ୍ଟାଣ୍ଡିଙ୍ଗ କମିଟି ସମ୍ବଲପୁରରେ ପହଂଚି ରାଜସ୍ବ, ଶକ୍ତି ଓ…

ହାତୀ ଉଜାଡୁଛି ଘର, ଏଠି ଲୋକେ ଭୟାତୁର 

http://www.youtube.com/watch?v=d3Hyedzlv0s ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ଦୀର୍ଘ ୩  ମାସ ଧରି  ହାତୀପଲ ଉପଦ୍ରବ ଲାଗି ରହିଛି। ଏବେ ଗାଁ ଓ ସହର ଅଭିମୁଖେ ହୋଇଛନ୍ତି ହାତୀପଲ । ଗତ ବର୍ଷର  ନରହନ୍ତା ଦନ୍ତା ହାତୀ ଏହି ହାତୀ ପଲରେ…

 ଓଡ଼ିଶା ସ୍କିଲସ୍ ୨୦୨୦ କାର୍ଯ୍ୟକ୍ରମ ଉଦ୍ଘାଟିତ , ଏଥର  ଟାର୍ଗେଟ ୨:୪:୬ 

୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ୧୫ ହଜାର ଛାତ୍ରଛାତ୍ରୀ  ଏହି ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତି ଭୁବନେଶ୍ୱର(ଶାସକ ପ୍ରଶାସକ ) : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲସ୍ ୨୦୨୦ର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ…

“କୁଷ୍ଠ ରୋଗୀଙ୍କ ପ୍ରତି ସାମାଜିକ ଭେଦଭାବ ଦୂରକରି ସମାଜର ମୁଖ୍ୟ  ସ୍ରୋତରେ ସାମିଲ କରିବା”

http://www.youtube.com/watch?v=wUJIqf4CuDE ଜିଲ୍ଲା ସ୍ତରୀୟ ବିଶ୍ୱ କୁଷ୍ଠ ନିରାକରଣ ଦିବସ --୨୦୨୦  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବାଲାଜୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ସାର ପିଲାଙ୍କୁ ଶାସନ କରନ୍ତୁ, ତା ବୋଲି କଣ ଏମିତି ମାରିବେ !!!

କଳାହାଣ୍ଡି ଧର୍ମଗଡ଼ :  ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ଧର୍ମଗଡ଼ରୁ  ଶୁସାନ୍ତ ରାଉତ : ଦଣ୍ଡମୁକ୍ତ ସ୍କୁଲ ପରିସର । ସ୍କୁଲ ପରିସରରେ ପିଲାଙ୍କୁ ମାଡ଼ ମାରିବାକୁ ନିଷେଧ କରାଯାଇଛି | ଠିକ ଅଛି, ପିଲାଙ୍କୁ ଶାସନ ପାଇଁ ସାର ଆକଟ କରନ୍ତୁ | ହେଲେ ଏମିତି କଣ ଅମଣିଷ ଭଳି ଗୋରୁ ଗାଈଙ୍କୁ…

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: କଂସବଧ ସହ ଉଦଯାପିତ

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଦୀର୍ଘ ସାତ ଦିନ ଧରି ଚାଲିଥିବା ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । କୃଷ୍ଣ ବଳରାମ ଙ୍କୁ ଅକୃର ମଧୁରାକୁ ଧନୁଯାତ୍ରା…

ବଲାଙ୍ଗିରର ସଂଜୀବ ପାଣିଗ୍ରାହୀ ହେଲେ ହାଇକୋର୍ଟ ବିଚାରପତି

ବଲାଂଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ସଂଜୀବ ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ଆସନ୍ତା ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ୪ ମାସ ତଳେ କଲେଜିଅମ ଓଡିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କ ନାମ…

ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର(ଶାସକ ପ୍ରଶାସକ ) ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲରେ ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ସଭାପତିତ୍ଵରେ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ଚନ୍ଦ୍ରଭାନୁ ପଧାନ ଅତିଥି ଭାବେ ଯୋଗ ଦେଇଥିଲେ…