ଅଫିସରଙ୍କୁ ଅରୁଣଙ୍କ ତାଗିଦ : କୌଣସି ଫାଇଲକୁ ଅଯଥା ଅଟକାଇ ରଖନି 

"ମୋ ସରକାର'ର କାର୍ଯ୍ୟକାରିତା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ "ମୋ ସରକାର'ଏକ ବଳିଷ୍ଠ ପଦକ୍ଷେପ : ଅରୁଣ  ମାଛ, ମାଂସ, ଅଣ୍ଡା ଓ ଦୁଧ ଉତ୍ପାଦନ ବଢିଛି, ଚାହିଦା ଅନୁଯାୟୀ  ଆତ୍ମନିର୍ଭରଶୀଳ କରିବା ଦିଗରେ "ମୋ…

ପିଲାଙ୍କୁ ପାଠ ପଢ଼ାଇଲେ ଉପଜିଲ୍ଲାପାଳ ଓ ତହସିଲଦାର 

 ସ୍କୁଲରେ ଅଚାନକ ପହଁଚିଲେ ଉପଜିଲ୍ଲାପାଳ : ପରିମଳ ଓ ପରିଚ୍ଛନ୍ନତାକୁ ନେଇ ବ୍ୟକ୍ତ କଲେ ଅସନ୍ତୋଷ  ବରଗଡ(ଶାସକ ପ୍ରଶାସକ) :- ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଝାରବନ୍ଧ ବ୍ଲକର ଡଭା ସ୍କୁଲକୁ ପହଂଚିଥିଲେ । ସେହି ସମୟରେ ସ୍କୁଲରେ ମାତ୍ର ଜଣେ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।…

ଦଲାଲଙ୍କ ଭିତରେ ଛନକା : ରକ୍ତ ଦଲାଲି ଅଭିଯୋଗରେ ୮ ଗିରଫ 

 ଧର୍ମଗଡ଼ /ଶୁସାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ଆଜି ଧର୍ମଗଡ଼ ପୋଲିସ ଦୁଇଜଣ ଟେକନିସିଏନ,ଚାରି ଜଣ ଦଲାଲ୍  ଓ ଟଙ୍କା ନେଇ ରକ୍ତ ଦାନ କରୁଥିବା ଅଭ୍ୟାସ ଗତ ଦୁଇଜଣ ରକ୍ତଦାତାଙ୍କୁ…

ନବୀନଙ୍କ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି : ଅନୁପଙ୍କ ହାତ ଛାଡିଲେ, ପଣ୍ୟଗାର ନିଗମ ଅଧ୍ୟକ୍ଷ ପଦରୁ କଲେ…

ଭୁବନେଶ୍ବର  : ପୁର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କ ହାତ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ହତ୍ୟାମମାଲାରେ ତାଙ୍କ ନାଁ ଛନ୍ଦି ହୋଇ ସେ ଛତିଶଗଡ ପୋଲିସ ଦ୍ୱାରା ଅଟକ ରହିବା ପରେ ଅପରାଧ ଓ ଅପରାଧୀ ପ୍ରତି ଜିରୋ ଟଲରାନ୍ସ ନୀତି ପୋଷଣ…

  “ଲାଜର କଥା, ଦୟାକରି ଅଧିକ ପରିଶ୍ରାଗାର ନିର୍ମାର କରନ୍ତୁ”

ନରସିଂହଙ୍କୁ ଭେଟି ଦାବି ଜଣାଇଲେ ମହିଳା ମଂଚ  ବଲାଙ୍ଗୀର/ନିରୋଜ ମିଶ୍ର :  ବଲାଙ୍ଗୀରରେ ପରିଶ୍ରାଗାରର ଉତ୍କଟ ସମସ୍ୟା ଏବଂ ଏଥିଯୋଗୁଁ  ଜନସାଧାରଣ ହେଉଥିବା ଲଜ୍ଜାକର ହଇରାଣ ବିଶେଷକରି ମହିଳାମାନଙ୍କ ଦୁର୍ଦଶା ବିଷୟରେ ଆଜି "ସଚେତନ ମହିଳା ମଞ୍ଚ" ର ସଦସ୍ୟା ମାନେ ବିଧାୟକ ଶ୍ରୀ ନରସିଂହ…

ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଧବାର ସହଯୋଗ ନଗର ସ୍ଥିତ ଶ୍ରୀ ରାଧାକ୍ରୁଷ୍ଣ ମନ୍ଦିର ସମ୍ମିଳନୀ କକ୍ଷ ଠାରେ "ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରଣାଳୀ ସଚେତନତା ସଭା" ଅନୁଷ୍ଠିତ ହୋଇଯାଇଛି ।  ମେଘୁ ମୁଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ…

ଶିକ୍ଷାର ବିକାଶ କେମିତି ଚାଲିଛି, ପଦାରେ ପକାଇଲା ମନ୍ତ୍ରୀଙ୍କ ଗସ୍ତ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ପଦାରେ ପଡିଲା ଦୀର୍ଘ ୨୦ ବର୍ଷ ଧରି ଶିକ୍ଷା,ସ୍ବାସ୍ଥ୍ୟର,ଗମନାଗମନର ବିକାଶ କଥା କହୁଥିବା ରାଜ୍ୟ ସରକାରଙ୍କର ଅସଲି ଚିତ୍ର । ଶିକ୍ଷାର ବିକାଶ କେମିତି ଚାଲିଛି ତାହା ଦର୍ଶାଉଛି ମନ୍ତ୍ରୀଙ୍କ ଗସ୍ତରୁ ।  ନିଜ ବିଦ୍ୟାଳୟ ନାଁ କହି ପାରୁନାହାଁନ୍ତି…

୪୪ତମ ଜିଲ୍ଲା ପରିଷଦ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୪ ତମ ଗଜପତି ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ  ବ୍ରହ୍ମପୁର…

ଧାନ ବସ୍ତା ରାସ୍ତାରେ ଛିଡା, ଆମରଣ ଅନଶନରେ ଚାଷୀ ବାପୁଡ଼ା

ଦ୍ଵିତୀୟ ଦିନରେ ଚାଷୀଙ୍କ ଅନଶନ, ବୈରୀ ସାଜିଛି ସରକାରଙ୍କ "ଟୋକନ" ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 2 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା…

ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚେଷ୍ଟା ଓ ସମ୍ପାଦକଙ୍କର ଅନନ୍ୟ ଉତକର୍ଷତା ପାଇଁ ଅନୁଷ୍ଠାନଟି ସ୍ଥାନୀୟ ଅଂଚଳରେ ସମସ୍ତଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରିଛି ବୋଲି ନନ୍ଦିଘୋର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗ ଦେଇ…