Sign in
Sign in
Recover your password.
A password will be e-mailed to you.
ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଆରଏମଏନଏସଆଇ
ରାଜଧାନୀର ବସ୍ତି ଅଂଚଳରେ ବାଣ୍ଟିଲା ଅତ୍ୟାବଶ୍ୟକ ସାମଗ୍ରୀ କିଟ
ଭୁବନେଶ୍ୱର (ଶାସକ ପ୍ରଶାସକ) :ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଭାରତରେ ମଧ୍ୟ ଦୀର୍ଘ ୪୦ ଦିନ ହେବ କୋବିଦ ୧୯ ମହାମାରୀ ତାର କାୟା ବିସ୍ତାର କରିଛି | କୋବିଦ-୧୯ ମୁକାବିଲା କରିବା ପାଇଁ ତଥା ଏହାର…
ସଜ ହେଇ ଆସିଥିଲେ ଦୋକାନ ଖୋଲିଲେ ଟାଙ୍କିବେ ବୋଲି : ହେଲେ ଦୋକାନ ଆଗରୁ ନିରାଶ ହୋଇଗଲେ
ପାଟଣାଗଡ/ ବିମଳ କୁମାର ବାଗ : କେତେ ଆଶା କରିଥିଲେ ତଂଟି ଟିକେ ଓଦା ହେବ ବୋଲି | ଆଶା କରି ଆସିଥିଲେ ଦୋକାନକୁ | ହେଲେ ଚୁନରେ ଗୋଲେଇ ଚିହ୍ନ ଗୁଡାକ ଗ୍ରାହକ ମାନଙ୍କ ପାଇଁ ଅପେକ୍ଷା କରିଥଲେ ମଧ୍ୟ ଦୋକାନ ଖୋଲି ନଥିଲା |ନିରାଶ ହୋଇ ଫେରିଥିଲେ ଦୋକାନ ପାଖରୁ |
ଏଇ ଫଟୋଟି ହେଉଛି ବଲାଙ୍ଗୀର…
ତାଲାବନ୍ଦ ବଢାଇଲା ଶ୍ରମିକଙ୍କ ଦୁଃଖ
ପାଟଣାଗଡ/ବିମଳ କୁମାର ବାଗ : କରୋନା ମୁକାବିଲା କରିବା ପାଇଁ ତୃତୀୟ ପର୍ଯ୍ୟାୟରେ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ…
ରେଢାଖୋଲ ଓ ନାକ୍ଟିଦେଉଳ ବ୍ଲକକୁ ଫେରିଲେ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ
ରେଢାଖୋଲ(ଯଶୋବନ୍ତ ନାରାୟଣ ସାହୁ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ କୁ ସୁରତରେ ଫସିଥିବା ୨୧ ଜଣ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଆସିଥିବା ଖବର ଜଣାପଡିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ , ବ୍ଲକର ୨୧ ଜଣ ଶ୍ରମିକ ଗୁଜୁରାଟର ସୁରତରେ ଶ୍ରମିକ ଭାବରେ କାମ କରୁଥିଲେ ।…
କୋଭିଡ ପର୍ଯ୍ୟବେକ୍ଷକ ଲୋହାନୀଙ୍କ ପାଟଣାଗଡ ଗ୍ରସ୍ତ
ପାଟଣାଗଡ/ବିମଳ କୁମାର ବାଗ: କୋଭିଡ-୧୯ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ ପାଟଣାଗଡ ଗ୍ରସ୍ତ କରିଥିଲେ। ପାଟଣାଗଡ ବ୍ଳକ ଅନ୍ତର୍ଗତ ସୁନାମୁଦି ପଞ୍ଚାୟତ,ଉଲବା ପଞ୍ଚାୟତରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କରିଥିବା ସହ ବିଭିନ୍ନ ସରକାରୀ ଯୋଜନା…
ସେଲୁନ ବନ୍ଦ, ଖାଇବୁ କଣ?
ପଦ୍ମପୁର/ ଶାସକ ପ୍ରଶାସକ : କରୋନା ଭୂତାଣୁ କୁ ଦମନ ପାଇଁ ତାଲାବନ୍ଦ ହଁ ଏକମାତ୍ର ଉପାୟ। ହେଲେ ତାଲା ବନ୍ଦ ବଢ଼ାଇ ଦେଇଛି ଲୋକଙ୍କ ଯନ୍ତ୍ରଣା | ତାଲାବନ୍ଦ ଯୋଗୁଁ କେବଳ ଦିନମଜୁରିଆ କିମ୍ବା ଖଟିଖିଆ ପ୍ରଭାବିତ ହୋଇନାହାଁନ୍ତି । ସେଲୁନ ଦୋକାନୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଦୀର୍ଘ…
3 ଗାଁ କଣ୍ଟେନମେଣ୍ଟ ଓ 11 ଗାଁ ବଫର ଜୋନ ଘୋଷଣା କଲେ ଜିଲାପାଳ
ହାଟଡିହି(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ | ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର,ମୁଗୁପୁର,ସର୍ବେଶ୍ୱରପୁର ଗ୍ରାମ କୁ ରବିବାର ସନ୍ଧ୍ୟା 6 ଟା ରୁ…
ଗର୍ଭବତୀ ମହିଳା ଙ୍କ ସହ 4 ଜଣ ପ୍ରବାସୀ ଓଡ଼ିଆ ଫେରିଲେ
ହାଟଡିହି,/ ମକରଧ୍ୱଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଗେଡ଼ମା ପଞ୍ଚାୟତ ର 5 ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି.ଏମାନେ ସୁରଟ ରୁ ଭଦ୍ରକ ଆସୁଥିବା ବସ ରେ ଗତ ଶନିବାର ଆସିଥିଲେ. ରବିବାର ବ୍ଲକ ପ୍ରଶାସନ ଏମାନଙ୍କୁ ଭଦ୍ରକ ରୁ ହାଟଡିହି ଆଣିଥିଲେ. ପରେ ସମସ୍ତ ଙ୍କୁ ପଞ୍ଚାୟତ…
ଲକ୍ ଡାଉନ୍ ସମୟରେ ଏମଜିନରେଗା ଅନ୍ତର୍ଗତ ଅଧିକା ଲୋକଙ୍କୁ ନିଯୁକ୍ତି ପାଇଁ ବ୍ୟାପକ ଯୋଜନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ…
ଏମ୍ସିଏଲର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ବବନ ସିଂଙ୍କ ଯୋଗଦାନ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ (ଏମ୍ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ ସେ ଧାନବାଦ…