ସଂଖ୍ୟାଲଘୁ ଧର୍ମୀୟ ଅନୁଷ୍ଠାନଙ୍କ ବିକାଶ ପାଇଁ ୧୬ କୋଟି 

ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡରୁ ମଂଜୁର କଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର (ଶାସକ ପ୍ରଶାସକ)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କେତେକ ସଂଖ୍ୟାଲଘୁ ଧର୍ମୀୟ ଅନୁଷ୍ଠାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ କୋଟି ଟଙ୍କା ମଂଜୁର କରିଛନ୍ତି | ସ୍ପେସିଆଲ ପ୍ରୋବ୍ଲେମ ଫଣ୍ଡ ବା …

ନାକେଦମ ପୋଲିସ, ନାକ ରଗଡି ପଛଘୁଞ୍ଚା ଦେଲା ପ୍ରଶାସନ 

http://www.youtube.com/watch?v=O2ErbSbxedI ଭଦ୍ରକ ମୁଖ୍ୟ ଡାକ୍ତରଖାନା  ପାଖରେ ଜବରଦଖଲ ସମୟରେ ଉତ୍ତେଜନା !  ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ସହରସ୍ଥିତ ମୁଖ୍ୟ ଡାକ୍ତରଖାନା ଗେଟ ମୁହଁରେ ଥିବା ମୁନସିପାଲଟି ଦୋକାନ ଘର ଉଚ୍ଛେଦ ସମୟରେ ବିବାଦ ! ବହୁ ବର୍ଷ ଧରି ଦୋକାନୀ…

ଚାଷୀଙ୍କ ଚେତାବନୀ : ଚାଷୀଙ୍କ ସହ ଖେଳିବା ବନ୍ଦ କରୁ ପ୍ରଶାସନ 

 ୫୦୦୦ ବସ୍ତା ଧାନ ରଖି ରାସ୍ତା ଆମରଣ ଅନଶନ ଓ ରାସ୍ତାରୋକୋ  ପଦ୍ମପୁର,(ଶାସକ ପ୍ରଶାସକ):  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ଡ଼ଭା ଝାରବନ୍ଧ  ରାସ୍ତା ର ଡ଼ଭା ବଜାର ଠାରେ ୫୦୦୦ ବସ୍ତା ଧାନ ରଖି ଚାଷୀ କରିଛନ୍ତି ରାସ୍ତାରୋକ । ୧୯୧ ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକାନ |…

ନବୀନଙ୍କୁ ଭେଟିଲେ ପ୍ରତାପ 

ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି   ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକ ସେବା ଭବନ ଠାରେ ସାକ୍ଷାତ କରିଛନ୍ତି କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ୨୦୦ କୋଟି ଟଙ୍କା ବ୍ୟ…

ଜଙ୍ଗଲ ଜମିରୁ ବେଆଇନ ପଥର ଚାଲାଣ, ଡ଼ିଏଫଓଙ୍କ ହାତରେ ଧରାପଡ଼ିଲେ ଚୋରାଚାଲାଣକାରି

ନୟାଗଡ଼,(ଶାସକ ପ୍ରଶାସକ) :ବେଆଇନ ଭାବେ ଜଂଗଲଜମିରୁ ପଥର ଚୋରା ଚାଲାଣ କରୁଥିବା ବେଳେ ଡ଼ିଏଫଓଙ୍କ ହାତରେ ଧରାପଡ଼ିଛନ୍ତି ଚୋରାଚାଲାଣକାରି | ନୟାଗଡ଼ ବ୍ଲକ ଶରଧାପୁରୁ ପଂଚାୟତର ଶରଧାପୁର ଗ୍ରାମ୍ୟ ଜଙ୍ଗଲ ଜମିରୁ ବେଆଇନଭାବେ ପଥର ଚାଲାଣ ହେଉଥିବା ଖବର ବିଶେଷ ସୁତ୍ରରୁ ପାଇ ନୟାଗଡ଼ ବନଖଣ୍ଡ…

କୋମଣ୍ଡ ସରପଂଚଙ୍କ ଠାରୁ ଆସ୍ଥା ତୁଟିଲା : ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କୁ ଜଣାଇଲେ ୧୮ ରୁ ୧୬ ୱାର୍ଡ ସଭ୍ୟ…

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମ ପଂଚାୟତ ସରପଂଚଙ୍କ ଉପରୁ ଆସ୍ଥା ହରାଇ ମୋଟ ୧୮ ଜଣ ୱାର୍ଡ  ସଭ୍ୟଙ୍କ ମଧ୍ୟରୁ ୧୬ ଜଣ ସଭ୍ୟ ତାଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଆଣିବାକୁ ସୁପାରିସ ପାଇଁ ନୟାଗଡ଼ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।…

ବିରମହାରାଜପୁର : ୬ ବର୍ଷ ଚାକିରି କଲାପରେ ଛଟେଇ, ଆମରଣ ଅନଶନରେ ଅଙ୍ଗନୱାଡି  କର୍ମୀ

ବୀରମହାରାଜପୁର/ବିନୋଦ ପାଣ୍ଡେ -   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଙ୍ଗନୱାଡି  କର୍ମୀଙ୍କ ଧାରଣା । ସୂଚନା ଅନୁଯାୟୀ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର -୩ ର କର୍ମୀ ରଞ୍ଜିତା ଭୋଇନା…

ହେ ପ୍ରଭୁ… କଣ ହେଇଥାନ୍ତା ଏ ପିଲାଙ୍କର, ସତରେ ରଖେ ହରି ମାରେ କିଏ  !!!!!

http://www.youtube.com/watch?v=jjCyBDzqmag କେଡେ ବେପରୁଆ ସେ ଅଟୋ ଡ୍ରାଇଭର, ପିଲାଙ୍କ ଜୀବନକୁ ନେଇ ବାଜି   ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ 14 ସ୍କୁଲ ପିଲା ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ଗୋଟେ ଅଟୋରେ ୧୪ ପିଲା ବସାଇବା ଭଳି ଦାୟିତ୍ୱହୀନତା | ତାପରେ ଛୋଟ ପିଲାଙ୍କୁ…

କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’

ଭୁବନେଶ୍ୱର(ଶାସକ ପ୍ରଶାସକ) : କ୍ୟୁବାର ସନ୍ତାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଖଲିକୋଟର କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ଗତ ୩୦ ତାରିଖରେ ଏକ କ୍ରେନ୍ ଦୁର୍ଘଟଣାରେ ୩ ମହଲା ତଳକୁ ଖସି ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ…

ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ପ୍ରଦାନ ଦାବୀ: ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ଆଶା ସାଥୀ ସଂଘ

ନୂଆପଡ଼ା(ଅମିତ ପୁରୋହିତ):ନୂଆପଡ଼ା ଜିଲ୍ଲାର ଆଶା ସାଥୀଙ୍କ ବର୍ଦ୍ଧିତ ପାଉଣା ଦାବୀରେ ଜିଲ୍ଲାର ଆଶା ସାଥୀ ସଂଘ ଜିଲ୍ଲା ପ୍ରଶାସନ  ଦ୍ୱାରସ୍ଥ ହୋଇଥିଲେ ।  ମଧ୍ୟାହ୍ନରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କୁ ଭେଟି ୫…