Sign in
Sign in
Recover your password.
A password will be e-mailed to you.
ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ବାହାର ରାଜ୍ୟରୁ ଫେରି ଆସିବାକୁ ଥିବା ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଯେଉଁ ଶ୍ରମିକ ମାନେ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ ଏବଂ ଲକ୍ ଡାଉନ୍ ଯୋଗୁଁ ନିଜଗ୍ରାମକୁ ଆସିପାରୁ ନାହାନ୍ତି , ସେମାନେ ଲାକ୍ ଡାଉନ୍ ଅବଧି ଶେଷ ହେବା ପ୍ରକାରେ ଫେରି ପାରିବେ , ସେଥିପାଇଁ…
ୟେଦୁରପ୍ପା-ଜଗନଙ୍କ ସହ ଆଲୋଚନା କଲେ ନବୀନ, ଦିଲ୍ଲୀରୁ ଉପସ୍ଥିତ ରହିଲେ ଧର୍ମେନ୍ଦ୍ର
http://www.youtube.com/watch?v=bfwxdAF3D3I
କର୍ଣ୍ଣାଟକ ଓ ଆନ୍ଧ୍ରରେ ଫସିଥିବା ଓଡ଼ିଆମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ ଆଲୋଚନା
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବିଭିନ୍ନ ରାଜ୍ୟର…
ଆଉ ଦୁଇ ଯାଜପୁରରୁ ପଜିଟିଭ : ସଂଖ୍ୟା ପହଁଚିଲା ଜିଲ୍ଲାରେ ୪୭ ରାଜ୍ୟରେ ୧୫୬
ଭୁବନେଶ୍ୱର(ଶାସକ ପ୍ରଶାସକ) : ପୁଣି ଆଉ ଦୁଇ ଜଣ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କରୋନାର ହଟ ବେଡ଼ ସାଜିଥିବା ଯାଜପୁରରୁ | ଦୁଇଜଣ ଯାକ ପୁଋଷ | ବୟସ ୪୮ ଓ ୫୪ ବର୍ଷ | ଉଭୟ ବରୀ ଅଂଚଳର କଲିକତା ଫେରନ୍ତା ବୋଲି ଜଣାପଡିଛି | ଯାଜପୁରରେ ଏବେ ଏହି ସଂଖ୍ୟା ୪୭ରେ ପହଂଚିଛି | ରାଜ୍ୟରେ…
ବଡ଼ବିଲରେ ଅଘଟଣ : ନଦୀରେ ବୁଡି ଯୁବକ ମୃତ
ବଡ଼ବିଲ (ଶାସକ ପ୍ରଶାସକ) ଆଜି ସକାଳେ ଶୌଚ ହେବାକୁ ଯାଇ କାରୋ ନଦୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଯୁବକ ଜଣକ ହେଲେ ସ୍ଥାନୀୟ ଲକ୍ଷ୍ମୀନଗର ଅଞ୍ଚଳର କୁଆଁର ପାଳିଆ (୩୭)। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୁଆଁର ଶୌଚ ହେବା ସମୟରେ ଗୋଡ଼ ଖସି ଯିବାରୁ ଭାରସ୍ୟାମ ହରାଇ ନଦୀରେ ପଡି…
ସାମାଜିକ ଦୂରତ୍ୱ ନମାନିଲେ ଆମେ ଖୋଲେଇ ଦେବୁନି : ମହିଳା ଏସଏଚଜି ଓହ୍ଲାଇଲେ ରାସ୍ତାକୁ
ବ୍ୟବସାୟୀ ମାନଙ୍କର ବେପରୁଆ ମନୋଭାବ , ଆକ୍ସନ ମୋଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
ଦୋକାନ ବଜାର ବୁଲି ସଚେତନତା କରାଇଲେ , ଚେତାବନୀ ମଧ୍ୟ ଦେଲେ
ବରଗଡ଼/ଶାସକ prashasak :- କୋବିଡ଼ 19 ଭୁତାଣୁ ଜନିତ ସଂକ୍ରମଣ ପାଇଁ ବର୍ତ୍ତମାନ ଦେଶରେ ଦ୍ଵିତୀୟ ପର୍ଯାୟର ଲକଡାଉନ । ଅତ୍ୟାବଶ୍ୟକୀୟ…
ଦୀର୍ଘଦିନର ଅନୁପସ୍ଥିତି ପରେ ଆବିର୍ଭାବ ହେଲେ ଚର୍ଚ୍ଚିତ କିମ
ଗୁରୁତର ଥିବା ବା ନିଧନ ହୋଇଥିବା ନେଇ ହେଉଥିଲା କଳ୍ପନା ଜଳ୍ପନା
ପ୍ୟୋଙ୍ଗୟାଙ୍ଗ(ବ୍ୟୁରୋ) : ଉତ୍ତର କୋରିଆର ଚର୍ଚିତ ତଥା ବିବାଦୀୟ ନେତା କିମ ଜଂଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନାନା କଳ୍ପନା ଜଳ୍ପନା କାରି ରହିଥିବା ବେଳେ ଏପରିକି କିମ ମରିଯାଇଥାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି…
ସରକାରଙ୍କ ଯୋଜନା ମାଳ ମାଳ, ହେଲେ ଜୟନ୍ତୀଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଚାଳ
ମାନସିକ ରୋଗୀ ସ୍ୱାମୀ ଓ ଦି ଛୁଆଙ୍କୁ ନେଇ ସମାନ କରୁଛନ୍ତି ଜୀବନ ଜଂଜାଳ
ବଲାଙ୍ଗୀର/ନିରୋଜ ମିଶ୍ର :ସ୍ୱୀମୀ ମାନସିକ ରୋଗୀ, ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ…
ଫେରୁଛନ୍ତି 45 ଜଣ ପ୍ରବାସୀ ଓଡ଼ିଆ
ହାଟଡିହୀ(ମକରଧ୍ବଜ ଜେନା) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ର 45 ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି | ଗତ ଏପ୍ରିଲ 30 ତାରିଖ ଗୁରୁବାର ନିଜସ୍ୱ ଖର୍ଚ୍ଚରେ ଏକ ବସ ଭଡା କରି ଶନିବାର ଦିନ ପହଞ୍ଚିବେ ବୋଲି ଜଣାପଡିଛି | ଏହି ବସରେ ମୋଟ 56 ଜଣ ଅଛନ୍ତି | ସେମାନଙ୍କ ମଧ୍ୟରୁ ହାଟଡିହୀ ବ୍ଲକ…
କରୋନାକୁ ନେଇ ଜିଲ୍ଲା ପ୍ରଶାସନର ପାସିଭ୍ ସର୍ଭେଲାନ୍ସ ବ୍ୟବସ୍ଥା
୭ ଦିନରୁ ଅଧିକ ଥଣ୍ଡା ଆକ୍ରାନ୍ତଙ୍କର ହେବ କୋରାନା ପରୀକ୍ଷା
ପ୍ରତ୍ୟେକ ଦିନ ଦେଢ଼ ଶହ ଥଣ୍ଡା ରୋଗୀଙ୍କୁ ଚିହ୍ନଟ କରାଯାଉଛି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାକୁ ଚାରିପାଶ୍ୱର୍ରେ ଘରି ରହିଛି ଓଡ଼ିଶାର ବାଲେଶ୍ୱର, କେନ୍ଦୁଝର ଜିଲ୍ଲା ସହିତ ପଡେ଼ାଶୀ ପଶ୍ଚିମବଙ୍ଗ ଓ…
କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇବାକୁ ପ୍ରଶାସନର ପଦକ୍ଷେପ
ସ୍ୱତନ୍ତ୍ର ବସରେ ରାଜସ୍ଥାନ କୋଟାରୁ ଫେରିବେ ୩ ମହିଳା ଅଭିଭାବକ ସହିତ ୧୮ ଛାତ୍ରଛାତ୍ରୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ ଡ଼ାଉନରେ ରାଜସ୍ଥାନ ରାଜ୍ୟର କୋଟାରେ ଫଶି ରହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଡ଼ୁକୁରା, ଉଦଳା, ବେତନଟୀ ଓ ବହଳଦା ଅଞ୍ଚଳର ୩ ମହିଳା ଅଭିଭାବକମାନଙ୍କ ସହିତ…