ବିଶ୍ଵ ଯୋଗ ଦିବସ ପାଳିତ 

0 2

ହରଭଙ୍ଗା/ପ୍ରତାପ ମେହେର :-ବୌଦ୍ଧ ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର  ତରଫରୁ ଆଜି ବିଶ୍ୱ ଯୋଗ ଦିବସ  ପାଳିତ ହୋଇଛି। ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ଵେଚ୍ଛାସେବୀ  ଦେବାର୍ଚ୍ଚନ୍ ମେହେର  ବାପୁଜୀ ନଗର ଠାରେ  ସାମାଜିକ ଦୂରତା ବ୍ୟବଧାନ ରେ  ବାପୁଜୀ କ୍ଲବ ର  ଯୁବକ ଓ ଯୁବତୀ ଙ୍କୁ ନେଇ ବିଶ୍ଵ ଯୋଗ ଦିବସ ପାଳିତ ହୋଇଚି।

 

Leave A Reply

Your email address will not be published.