Sign in
Sign in
Recover your password.
A password will be e-mailed to you.
ଜାରି ରହିଛି କରୋନା ଆତଙ୍କ ରାଜ : ସବୁଜ ଥିବା ଅନୁଗୋଳ ଆସିଲା କରୋନା ଖାପଚକୁ
ସକାଳୁ ସକାଳୁ ଛାତି ଥରେଇଲା ଭଳି ଖବର : ମୁଣ୍ଡ ଗଡ଼ିଲା, ନୂଆ ୫୮ ସହ ୩୫୨ରେ କରୋନା
ଭୁବନେଶ୍ୱର : ସକାଳସକାଳୁ ମୁଣ୍ଡକୁ ଖରାପ କରିଦେଲା ଭଳି ଖବର | ପ୍ରଥମ ଥର ପାଇଁ ଅର୍ଧ ଶତକ ଅର୍ଥାତ ନୂଆ ୫୮ କରୋନା ପଜିଟିଭ ବାହାରିବା ସହ କରନାରେ ଜଣକର ମୃତ୍ୟୁ ଘଟିଛି | ମୃତ୍ୟ ସଂଖ୍ୟା ସରକାରୀ…
ଆଖି ବୁଜିଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ
ଭୁବନେଶ୍ୱର : ଜଣାଶୁଣା ସଂଗଠକ, ପ୍ରତିବଦ୍ଧ ରାଜନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପ୍ରାଣହାନୀ ଘଟଛି | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହାସ୍ପାତାଳରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି | ତାଙ୍କୁ ୫୪ ବର୍ଷ ହୋଇଥିଲା | ଆଜି ପ୍ରାତଃ…
ବାପା ଛେଉଣ୍ଡ ପିଲାଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ଯୁବ ଯାଦବ ମହାସଭା
ଧର୍ମଗଡ /ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା କରୋନା ଯୋଦ୍ଧା ସାଜି ନିରୀହ ଅସହାୟ ବାପା ଛେଉଣ୍ଡ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛି | କଲମପୁର ବ୍ଲକ ଗଞ୍ଜେଇ ଗୁଡା ଗ୍ରାମକୁ ଯାଇ, ସ୍ୱର୍ଗତ ଯୁବରାଜ ଲହଜଲ ପତ୍ନୀ କୈକେଇ ଲହଜଲ ଝିଅ ସରିତା ଲହଜଲ 12 ବର୍ଷ ଓ ପୁଅ…
ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ଗଜପତି ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଖାଇବାକୁ ନମିଳିଲା ବୋଲି , ୮ଜଣ ଶ୍ରମିକ ତାଳଚେରରୁ ଚାଲିଚାଲି ଯାଉଛନ୍ତି ଛତିଶଗଡ଼
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଖୋବନ୍ତ ନାରାୟଣ ସାହୁ : ତାଳଚେରରୁ ଚାଲି ଚାଲି ୮ଜଣ ଶ୍ରମିକ ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି । ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ଆସିବା ପରେ ଆଜି ରେଢ଼ାଖୋଲ ଠାରେ ପହଁଞ୍ଚି ଛନ୍ତି ଏ ଶ୍ରମିକ ମାନେ।ନିଜ ଗାଁକୁ ଯିବାକୁ…
କିଏ ସ୍ବେଛାରେ ଲଢ଼ୁଛି ଲଢେଇ, କିଏ ଭୁଲି ଯାଉଛି ନିଜର ଦାୟିତ୍ୱ
ବରଗଡ :- ଶ୍ରମିକ ମାନଙ୍କର ଘର ବାହୁଡ଼ା କୁ ନେଇ ବର୍ତ୍ତମାନ ପ୍ରଶାସନ ତଥା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ବିନା କୋଣସି ପୂର୍ବ ସୂଚନାରେ ଶ୍ରମିକ ଶ୍ରେଣୀର ଲୋକ ମାନେ ଚାଲିଆସୁଛନ୍ତି । ଶନିବାର ସନ୍ଧ୍ୟାରେ ଏହିଭଲି ପ୍ରାୟ 60 ଜଣ ଶ୍ରମିକ ଏକ ବସ ଯୋଗେ ପାଇକମାଲକୁ ପହଂଛିଥିଲେ ।…
ଦିବ୍ୟାଙ୍ଗ ମହିଳାକୁ ଦୁଷ୍କର୍ମ ଅଭିଯୋଗ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଜାମୁଜୋରି ପଞ୍ଚାୟତର କୁଡାନାଳି ଗ୍ରାମରେ । ଜନୈକା ଦିବ୍ୟାଙ୍ଗ ମହିଳା ଗତ ୮ ତାରିଖ ଶୁକ୍ରବାର ସକାଳ ୯ ଘଟିକା ସମୟରେ ତାଙ୍କ କାକା ଘରକୁ ବୁଲିବାକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ…
ବାଇକ ସହ ଦେଶୀ ମଦ ଜବତ :୨ ଗିରଫ
ଝାରବନ୍ଧ-ମନୋହର ଦାଶ : ଲକଡାଉନ ପରଠାରୁ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ମଦ ଦୋକାନ ସିନା ବନ୍ଦ ରହିଛି ହେଲେ ମଦ ର ଚାହିଦା ବିଲକୁଲ କମି ନାହିଁ । ଇତି ମଧ୍ୟରେ ଅନେକ ଗ୍ରାମର ବିଭିନ୍ନ ସ୍ଥାନରେ ତିଆରି ଚାଲିଛି ଦେଶୀ ରନ୍ଧା ମଦ । ଉପଖଣ୍ଡ ର ପୋଲିସ ଓ ଅବକାରୀ ବିଭାଗ ର…
ମାନସିକ ଚାପ : ଆତ୍ମହତ୍ୟା କଲେ ଯୁବକ
ବରଗଡ଼ :- ଶନିବାର ସାନ୍ଧ୍ୟ ସମୟରେ ପାଇକମାଲ ଥାନାକୁ ଏକ ଦୁଃଖଦ ଖବର ଆସିଲା ଯେ ଛୀଂଦେଇକେଲା ଗ୍ରାମର ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଙ୍କ ବିଲରେ ଜଣେ ଯୁବକର ମୁତଦେହ ଏକ ଗଛରେ ଝୁଲୁଛି । ଘଟଣାର ଖବର ପାଇବା ପରେ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ…
ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ ।
http://www.youtube.com/watch?v=ag44JvLS9xY
ସୋହେଲା(ଶାସକପ୍ରଶାସକ)-କିଛି ଦିନ ତଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଶ୍ରମିକ ମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ସୋନପୁରକୁ ରାତିରେ ନେଇ ଛାଡିଥିଲେ । ଆଜି ସନ୍ଧ୍ୟାରେ ପୁଣି ଥରେ ସେ ପିକଅପ ଭ୍ୟାନ ଚଳାଇ…