Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : ଆସନ୍ତାକାଲି ମେ’ 11, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ବୈଠକରେ ଯୋଗଦାନ କରିବେ । ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, “ଆସନ୍ତାକାଲି ଅପରାହ୍ନ 3ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ…
ମହାରାଷ୍ଟ୍ରରୁ ଆସି ଲାଗିଲା ଟ୍ରେନ : ପହଁଚିଲେ ୧୨୦୦ ପ୍ରବାସୀ ଶ୍ରମିକ।
ଟିଟିଲାଗଡରେ ସକାଳ ୯ ଟା ରୁ ରାତ୍ରି ୧୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ
ଅଂଟା ଭିଡି ଲାଗିଛି ବଲାଙ୍ଗୀର ଜିଲ୍ଲା ଓ ପୋଲିସ ପ୍ରଶାସନ
ଟିଟିଲାଗଡ (ଗୌରବ ଦର୍ଜୀ) Covid-19 ସମଗ୍ର ଦେଶରେ ଲକ୍ ଡାଉନ୍ ହୋଇଛି | ଶ୍ରମିକମାନେ ଅନେକ ସ୍ଥାନରେ ଅଟକି ରହିଛନ୍ତି | ଶ୍ରମିକମାନେ ଖାଇବା ଏବଂ ବଞ୍ଚିବାରେ…
ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ – ଧର୍ମେନ୍ଦ୍ର ପ୍ରଧାନ
ଆମେରିକାରେ ଥିବା ଓଡିଆମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ
• ହ୍ୟୁଷ୍ଟୋନ, ସାନ୍ ଫ୍ରାନସିସ୍କୋ, କାଲିଫୋର୍ଣ୍ଣିଆ, ୱାସିଂଟନ, ଫ୍ଲୋରିଡା, ମିନିସୋଟା, ଆଲାବାମା ତଥା ନ୍ୟୁୟର୍କରେ ରହୁଥିବା 18ରୁ ଊର୍ଦ୍ଧ୍ଵ ପ୍ରମୁଖ ଓଡିଆ ସାମିଲ
• ଓଡିଶାକୁ ନୂଆ ଶିଖରରେ ପହଞ୍ଚାଇବା…
ପଂଚାୟତସ୍ତରରେ କ୍ୱାରେଂଟାଇନ ବ୍ୟବସ୍ଥା ସୁବ୍ୟବସ୍ଥିତ ହୋଇପାରିଲେ କରୋନା ଯୁଦ୍ଧରେ ଆମେ ବଡ ସଫଳତା ପାଇବା : ସମୀର…
ସମୟର ଆହ୍ୱାନକୁ ସ୍ୱୀକାର କରି ଓଡିଶା ପ୍ରତ୍ୟାବର୍ତନ କରୁଥିବା ଭାଇଭଉଣୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଯତ୍ନ ନେବା
ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟୀତ୍ୱ…
ସୁବାଷ ଚୌହାନଙ୍କ ବିୟୋଗ ହିନ୍ଦୁସମାଜ ପାଇଁ ଅପୂରଣୀୟ କ୍ଷତି – ଭିଏଚପି
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ବଜରଙ୍ଗ ଦଳର ପୂର୍ବତ୍ତନ ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ଅକାଳ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର…
ପୁଣି 10 ପଜିଟିଭ
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪ଜଣ ହୋଇଥିବା ବେଳେ ଓ ଭଦ୍ରକ ଜିଲ୍ଲାରୁ ୬ଜଣ । ଯାଜପୁର ଜିଲ୍ଲାରେ ଏ ଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ସୁସ୍ଥ ହେବାପରେ ସକ୍ରୁୟ ଅଛନ୍ତି ୫୭ଜଣ । ସେହିପରି…
ମା ପାଇଁ ଦି ପଦ : ସୋଆ ପକ୍ଷରୁ ମଦର୍ସ ଡେ ପ୍ରତିଯୋଗିତା
ଭୁବନେଶ୍ୱର : ମାତୃତ୍ୱ ଦିବସରେ ମାତୃଶକ୍ତି କୁ ସମ୍ମାନ ଓ ପ୍ରଣାମ | ମା'ର ମମତା, ତ୍ୟାଗ, ତିତିକ୍ଷା, ବଳିଦାନ ଅସୀମ ଆଉ ଅତୁଳନୀୟ | ସେଇ ମା ପାଇଁ ଲେଖି ବସିଲେ ତ ପୋଥି ହୋଇଯିବ | ହେଲେ ସଂସାରର ସର୍ବଶେଷ୍ଠ ସୃଷ୍ଟି "ମା" ର ମହନୀୟତାକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇ ଶିକ୍ଷା ଓ ଅନୁସନ୍ଧାନ…
ସୁବାଷଙ୍କୁ ହରାଇ ଲୁହରେ ଭିଜିଛି ଆମ୍ବବାହାଲ
ପଦ୍ମପୁର(ଶାସକ ପ୍ରଶାସକ) -ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ଖବର ପ୍ରସ୍ତରିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ଆମ୍ବବାହାଲରେ ଶୋକର ଛାୟା ଖେଳି ଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଖା ପଞ୍ଚାୟତ ଆମ୍ବବାହାଲ ଗ୍ରାମରେ…
ମନରେଗା ଗରିବଙ୍କ ପାଇଁ ବରଦାନ ସଦୃଶ୍ୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ କରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣାର କଡାକଡି ପାଳନ କରାଯାଉଛି ।
ଏଭଳି ଦୁର୍ଦ୍ଦିନ ସମୟରେ ଗରିବ ଓ କୁଲି ଖଟିଖିଆଙ୍କ କାମଧନ୍ଦା ସବୁ ଠପ୍ ହୋଇ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ…
ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
"ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ପାଇଁ ଏକ ବଡ କ୍ଷତି"
ଭୁବନେଶ୍ୱର(ଶାସକ ପ୍ରଶାସକ) ଅକାଳରେ ପରଲୋକ ଗମନ କରିଥିବା ପ୍ରବୀଣ ଜନନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ସୁବାସ ଚୌହାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ପ୍ରେଟ୍ରୋଲିଅମ…