Sign in
Sign in
Recover your password.
A password will be e-mailed to you.
ଦୁତୀକେଶ୍ୱର ମହାଦେବଙ୍କ ପୀଠରୁ ଚୋରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁପାଟଣା ଗ୍ରାମରେ ବିରାଜିତ ଶ୍ରୀଶ୍ରୀ ଦୁତୀକେଶ୍ୱହର ମହାଦେବଙ୍କ ପୀଠରେ ବିରାଜିତ ଶ୍ରୀଜଗନ୍ନଥ ମହାପ୍ରଭୁଙ୍କ ମନ୍ଦିର ପରିଶରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଶ୍ରୀଶ୍ରୀ ଦୁତୀକେଶ୍ୱର ମହାଦେବଙ୍କ ପୀଠରେ ନିକଟରେ…
ସୁବାଷ ଚୌହାନଙ୍କ ବିୟୋଗରେ ଶିକ୍ଷକ ସଂଘର ଶୋକ
ପଦ୍ମପୁର(ଶାସକ ପ୍ରଶାସକ): ପଶ୍ଚିମ ଓଡିଶା ବିକାଶ ପରିଷଦର ସଭାପତି ତଥା ଏ ଅଞ୍ଚଳର ଆଦର୍ଶ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗ ରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ତାଙ୍କ ମହାପ୍ରୟାଣ ରେ ତାଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ସଂଘର ଏକ ଜରୁରୀ…
ମାଣିତରା ଗ୍ରାମ ପଞ୍ଚାୟତରେ ରାଜ୍ୟ ଏସଆରସି ଟିମ
ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଗତ ମଇ ୮ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ ଡାଉନ ଘୋଷଣା କରିଥିବା ପ୍ରରିପେକ୍ଷିରେ ଓଡିଶା ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇ ଜଣିଆ ଏସ.ଆର.ସି. ଟିମରେ ସୌମ୍ୟ…
ସରଳ ଗରିବ ଯୁବକ ଫସିଗଲେ ବିଦ୍ୟୁତ କର୍ମଚାରୀଙ୍କ ଛଳନାରେ : ଚାଲିଗଲା ଜୀବନ
ସୁନ୍ଦରଗଡ଼/ହୋରାଚାନ୍ଦ ଦେହୁରୀଆ :-ଆଜି ଅପରାହ୍ନ ସାଢ଼େ ତିନିଟା ସମୟ ପାଖାପାଖି କିଞ୍ଜିରକେଲା ଥାନା ଅନ୍ତର୍ଗତ ଟିନିକିବନ୍ଧ ଫଟିକପଡ଼ା ରାସ୍ତା ମଝିରେ ଜଣେ ଯୁବକ ଇଲେକ୍ଟ୍ରି ସଂଯୋଗ କରିବା ପାଇଁ ଖମ୍ବରେ ଚଢିବା କ୍ଷଣି ହିଁ ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ଜଳିଯାଇଥିଲେ |
ପ୍ରାପ୍ତ…
ସାଇକେଲରେ ରେଢାଖୋଲରୁ ଯାଉଛନ୍ତି ପଶ୍ଚିମବଙ୍ଗ , ପ୍ରବାସୀ ବାହାରିଲେ ନିଜ ରାଜ୍ୟକୁ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସାରା ଦେଶରେ ମହାମାରୀ କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରେଢାଖୋଲରେ କାମ କରିବାକୁ ଆସିଥିବା କିଛି ବଙ୍ଗାଳୀ ଲୋକ ଆଜି ସାଇକେଲରେ ପଶ୍ଚିମବଙ୍ଗ ଯାଉଛନ୍ତି।
ସୂଚନା ଯୋଗ୍ୟ ଯେ, ବହୁମାସ ହେଲା ସେମାନେ ରେଢାଖୋଲରେ ଏକ ବ୍ରିଜ୍…
ବୋୖଦ୍ଧ ରୁ 3 ପଜେଟିଭ୍ : 3 ଆକ୍ରାନ୍ତ ଙ୍କୁ ସମ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର
ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : କରୋନା ପୋଜିଟିଭ ଜିଲ୍ଲା ଭାବରେ ଯୋଡି ହେଲା ବୌଦ୍ଧ ଜିଲ୍ଲା । ଆଜି ଜିଲ୍ଲାରେ ୩ ଟି କରୋନା ପୋଜିଟିଭ ବାହାରିଥିବା ଜଣା ପଡିଛି । ସମସ୍ତ ପୋଜିଟିଭ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ଏହି ପୋଜିଟିଭ ବ୍ୟକ୍ତିମାନେ…
ସୁବାଷ ଚୌହାନଙ୍କ ଅମର ଆତ୍ମା ପ୍ରତି ବିଜେଡି ଓ ବିଜେପିର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ
http://www.youtube.com/watch?v=swJ7u268TjQ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ଆଜି ପରଲୋକ ହୋଇଛି । ଲିଭର କ୍ୟାନସରରେ ପୀଡିତ ଶ୍ରୀ ଚୌହ୍ୱାନ ଗତ ୫ ଦିନ ତଳେ ଅସୁସ୍ଥ ହୋଇ…
ତିଲୋତ୍ତମା ଏବଂ ଅଯୋଧ୍ୟା ପୁରୋହିତଙ୍କ ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ସଭା
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ବିଜେପି ତଥା ଅଞ୍ଚଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବରିଷ୍ଠ ତଥା ସକ୍ରିୟ ସଦସ୍ୟା ତିଲୋତ୍ତମା ପୁରୋହିତ ଙ୍କର ଗତ ୭ ତାରିଖ ରେ ହୃତଘାତ ରେ ଆକସ୍ମିକ ମୃତ୍ୟୁ ଘଟିଥିଲା । ତାଙ୍କର ଅନ୍ତେଷ୍ଟିର ଜୁଇ ନ…
ବୌଦ ଛୁଇଁଲା କରୋନା, ପୁଣି ୨୫ ପଜିଟିଭ
ଭୁବନେଶ୍ୱର(ଶାସକ ପ୍ରଶାସକ) ଦ୍ଵିତୀୟ ଅପଡେଟରେ ପୁଣି ଆଉ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ | ସେମାନଙ୍କ ଭିତରୁ ୭ ଜଣ ଗଂଜାମ, ୫ ଜଣ ଯାଜପୁର, ୨ଜଣ ପୁରୀ , ୨ ଜଣ ଅନୁଗୋଳ, ୩ ଜଣ ଭଦ୍ରକ ଓ ୬ ଜଣ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି | ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା…
ପଞ୍ଚଭୂତରେ ବିଲୀନ ହୋଇଗଲେ ସଭିଙ୍କ ପ୍ରିୟ ସୁବାସ ଭାଇ
ବରଗଡ :- ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ ଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୋର 3ଟା 05 ମିନିଟରେ ଦେହାନ୍ତ ହୋଇଯିବା ପରେ ତାଙ୍କର ମର ଶରୀର ସନ୍ଧ୍ୟା ପ୍ରାୟ 5ଟା ସମୟରେ ତାଙ୍କର ଗ୍ରାମ ଆମ୍ବବାହାଲ ଠାରେ ପହଞ୍ଚିଥିଲା । ଏହା ପୂର୍ବରୁ ବରଗଡ଼…