ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ୍ ମନ୍ତ୍ରଣାଳୟ ଓ ଜାପାନ ସହଭାଗୀତାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀଙ୍କ ଅଂଶଗ୍ରହଣ  ଭାରତରେ ଶିଳ୍ପ ପ୍ରତିଷ୍ଠା  କରିବାକୁ ଜାପାନର ଉଦ୍ୟୋଗୀଙ୍କୁ ନିମନ୍ତ୍ରଣ  ମୋଦି ସରକାରଙ୍କ ନୀତିଗତ ସଂସ୍କାର ଦେଶର ଇସ୍ପାତ୍ ଚାହିଦାକୁ ବୃଦ୍ଧି କରୁଛି  ମୋଦି ସରକାରରେ ରେଳ ଏବଂ…

୩୦ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ତମ ଶ୍ରାଦ୍ଧ ଦିବସ ପାଳିତ ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ଥାନୀୟ ମୁଖ୍ୟ ଡାକ ବଙ୍ଗଳା ସମ୍ମୁଖରେ ଉପସ୍ଥିତ ଥିବା ଚିରବନ୍ଦନୀୟ, ସ୍ମରଣୀୟ ଆଦର୍ଶ ମହାନ ସ୍ୱାଧୀନତା ସଂଗ୍ରାମୀ, କବି ତଥା ବହୁମୁଖୀ ପ୍ରତିଭାଦୀପ୍ତ ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ…

ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ 

ପଦ୍ମପୁର(ଶାସକ ପ୍ରଶାସକ): ୧୪ତମ ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଟାଉନ କ୍କବ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟାଉନ କ୍କବ ସଭାପତି ଶିରିଶ ବହିଦାର,ସମ୍ମାନିତ ଅତିଥି ଭାବେ ଟାଉନ କ୍କବ ସଂପାଦକ ପ୍ରଦାପ ମିଶ୍ର, ଗୋବିନ୍ଦ…

ନୂଆ କମ୍ପାନୀରେ ପୁରୁଣା ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି

ଏଆଇଟିୟୁସି ପକ୍ଷରୁ ରାଲି ଓ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ ବଡ଼ବିଲ (ଶାସକ ପ୍ରଶାସକ): ବର୍ତ୍ତମାନ ଖଣିରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ନୂଆ ଖଣି ଲିଜଧାରୀଙ୍କ ଅଧିନରେ ନିଯୁକ୍ତି ଦେବାକୁ ଦାବି ଯୋର ଧରିଛି । ଏନେଇ ଆଜି ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଯୋଡ଼ାରେ…

ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଝାରପଡ଼ାସ୍ଥିତ ନିଳାଦ୍ରୀ ନଗର ମଙ୍ଗରାଜ ଛକଠାରେ ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା  ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ଦିନ ଅପରାହ୍ନ ୪.୩୦ ମିନିଟ୍ ସମୟରେ ଆଜ୍ଞାମାଳ ଓ ଅଖଣ୍ଡଜ୍ୟୋତି ମଣ୍ଡପ ପ୍ରବେଶ କରିବା ସହିତ ଅଙ୍କୁରା ରୋପଣ,…

ବିଦ୍ୟୁତ ସଂଯୋଗ ହେବ ତ ଏମିତି 

ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ l ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଶିଳ୍ପ ସମୃଦ୍ଧ ସମ୍ବଲପୁର ଜ଼ିଲ୍ଲାର  ରେଙ୍ଗାଲି ବ୍ଲକ ବମାଲୋଇ ପଞ୍ଚାୟତ ଢର୍ରୋପାଣି ଗ୍ରାମରୁ ଘିଚାମୁରା ପଂଚାୟତ ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ ହୋଇଛି l ଆପଣ…

ବିଜୁ ପଟ୍ଟନାୟକ ମେମୋରିଆଲ  କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦ୍ଘାଟିତ 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ): ଆଜି ପ୍ରଥମ ବିଜୁ ପଟ୍ଟନାୟକ ମେମୋରିଆଲ  କ୍ରିକେଟ ଟୁର୍ଣ୍ଣlମେଣ୍ଟର  (Trophy)ର ଶୁଭ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ମା ସମଲେଇ ମନ୍ଦିର ପରିସରରେ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବରେ ହରଜେନ୍ଦ୍ର ସିଂ, ବୈକୁଣ୍ଠ ନାଏକ, ପଞ୍ଚା ବlର୍ଲା , କୁନୁ…

ଖାଉଥେଲେ, ଖାପକିନି ମାଡି ବସିଲା ଭିଜିଲାନ୍ସ 

http://www.youtube.com/watch?v=wyxAQW7SIVs ସମ୍ବଲପୁର ମହାନଗର ନିଗମର ବରିଷ୍ଠ ଅମିନ  ଦୁର୍ନୀତି ନିବାରଣ ବିଭାଗର ଦ୍ବାରା ଗିରଫ । ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ମହାନଗର ନିଗମର ବରିଷ୍ଠ ଅମିନ ପ୍ରସନ୍ନ କୁମାର ପରିଡା  ଘର ନକ୍ସା ମଞ୍ଜୁରୀ ପାଇଁ ନଗଦ ପନ୍ଦର ହଜାର ଟଙ୍କା  ଲାଞ୍ଚ…

 ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାରମୂଳକ କାର୍ଯ୍ୟକ୍ରମ

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ:  କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସାହୁ କଲୋନୀର ସାଇ ସ୍ଵଂୟ ସହାୟକ ଗୋଷ୍ଠୀ ପକ୍ଷରୁ "ସୃତି ଉପବନ " ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l              ଏହି…

ଛି ଛି , ଏ କି ମାନସିକତା : ଝିଅଛୁଆ ଜନ୍ମ କରି ଫିଙ୍ଗିଦେଲେ

ସିନାପାଲି/ନିରାକାର ମେହେର : ସରକାର ବେଟି ବଚାଓ ବେଟି ପଢ଼ାଓ ର ନାରା ଲଗାଉ ଓ ବିଭିନ୍ନ ସରକାରୀ ବେସରକାରୀ ହସ ପିଟଳ କୁ କନ୍ୟାଭୃଣ ହତ୍ୟା ପାଇଁ ରୋକ ଲଗଉଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି କା ପସି ଗାଁ ରେ !ଲୋକ ସୂଚନା କ୍ରମେ ଆଜି ସକାଳୁ ଏକ…