ସବୁଜ ଅଂଚଳରେ  ଥିଲେ ବି ଶୃଙ୍ଖଳିତ ରହିବା : ଜିଲ୍ଲାପାଳ କଲେ ଅନୁରୋଧ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ଜିଲ୍ଲା ଗ୍ରୀକ୍ ଜୋନରେ ଥିଲେ ମଧ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ଚଲିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳ  ସୁଭମ ସାକ୍ସେନାଙ୍କ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି | ଶୁଣନ୍ତୁ କଣ କହିଛନ୍ତି ଜିଲ୍ଲାପାଳ…

କୁଆଡେ ଗଲା ରନ୍ଧା ଖାଦ୍ୟ , ମୁଠାଏ ବି ମିଳିଲାନି ଭୋକ ଲଢେଇରେ ଧନ୍ଦି ହେଉଥିବା ଧୂଁଦିଙ୍କୁ !!!

ଅନାହାର ମୃତ୍ୟୁ ଅଭିଯୋଗ ଆଣିଲେ ବିସିପୁର ପଞ୍ଚାୟତ ସମିତି ସଦସ୍ୟା  ପ୍ରଶାସନ ନିକଟରେ ଖବର ନାହିଁ, ବିଧାୟକ କହିଲେ ନେବେ ଆବଶ୍ୟକ ପଦକ୍ଷେପ  କୁଆଡେ ଗଲେ ବିଡ଼ିଓ, ପଂଚାୟତ ଲୋକପ୍ରତିନିଧି ଓ କାର୍ଯ୍ୟନିର୍ବାହୀ- କୁଆଡେ ଗଲା ମାନବିକତା ! ଅଭିଯୋଗର ନିରପେକ୍ଷ ତଦନ୍ତ କରି…

ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲା ସମ୍ବଲପୁର ବିଜେପି ।

ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କର ଅନୁମତି ପ୍ରସଙ୍ଗ  ସମ୍ବଲପୁର  (ରମାକାନ୍ତ ବିଶ୍ବାଳ ) : ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଓ କୋଟିକୋଟି ସନାତନ ଧର୍ମାବଲମ୍ବୀଙ୍କ ବିଶ୍ୱାସ ର ଆଧାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପ୍ରସଙ୍ଗରେ ଚାଲିଥିବା ବାଦ ବିବାଦ ଓ ଦ୍ଵନ୍ଦ କିଛି…

ପୁଣି ଗଞ୍ଜାମରୁ ୫ କରୋନା ପଜିଟିଭ

ପୁଣି ଆଜି ଷଷ୍ଠ ଦଫାରେ ଚିହ୍ନଟ ହୋଇଛନ୍ତି ୫ କରୋନା ପଜିଟିଭ | ସେମାନେ ସମସ୍ତେ ଗଞ୍ଜାମରୁ | ସେମାନଙ୍କ ବୟସ ଯଥାକ୍ରମେ ୩୯, ୪୯, ୧୬, ୪୮ ଓ ୪୫ ବର୍ଷ | ସମସ୍ତେ ସୁରାଟ ଫେରନ୍ତା | ଆଜି ସକାଳେ ପ୍ରଥମ ଦଫାରେ ୧୨ ଜଣ ଗଞ୍ଜାମରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କ ୪ର୍ଥ…

ସଚେତନତା ସହ ଚାଲିଛି ଶ୍ରୀଜିଉ ରଥ ତିଆରି 

ପୁରୀ(ଶାସକ ପ୍ରଶାସକ) ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି  ସଚେତନତା କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଇଛି ତାଲିମ । ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ନିୟୋଜିତ…

ରେଲୱେ ଟ୍ରାକ୍ ଉପରେ କିମ୍ବା ପାଖରେ ନ ଚାଲିବାକୁ ସମସ୍ତଙ୍କୁ ଅନୁରୋଧ କଲା ପୂର୍ବ ତଟ ରେଳପଥ

ଅବୈଧଭାବେ ରେଳ ଟ୍ରାକ୍ ଉପରେ ଚଳପ୍ରଚଳ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ସଂପୃକ୍ତ ସମସ୍ତଙ୍କୁ ସତର୍କ କରାଇଦେବାକୁ ରେଳ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ରେଳ ଟ୍ରାକ୍ କିମ୍ବା ଏହାର ନିକଟରେ ଅବୈଧ ଭାବେ କୌଣସି ବ୍ୟକ୍ତି ଯାତାୟତ କରୁଥିବାର ଦେଖିଲେ ରେଳ ସୁରକ୍ଷାବଳ…

ବେପରୁଆ ପ୍ରଶାସନ : ଭୁଲ କାହାର, ସଜା ଭୋଗୁଛି କିଏ !!!

କରୋନା ସହାୟତାରୁ ବଞ୍ଚିତ ତିନି ପ୍ରାଣୀ କୁଟୁମ୍ବ : ରାସନ କାର୍ଡ଼ ନାହିଁ, ଆବାସ ବି ମିଳୁନି କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): କରୋନା ଦିନ ମଜୁରିଆ ଓ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଜୀବିକା ଛଡ଼ାଇ ନେଇଛି l ଗରିବ ମାନେ  କାମଧନ୍ଦା ହରାଇ…

ନୟାଗଡରେ ହେଲା ସୁରଟ ବଇନି : ଜଣେ କରୋନା ପଜିଟିଭ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନା ମ୍ୟାପରେ ସାମିଲ ହେଲା ନୟାଗଡ | ଗଂଜାମ ପରି ଜିଲ୍ଲାର ଅନେକ ସୁରଟରେ କାମ କରୁଥିବା କାରଣରୁ ସୁରଟ ଫେରନ୍ତାଙ୍କ ପ୍ରବେଶ ପରେ ଜିଲ୍ଲାରେ କରୋନା ପଜିଟିଭ ବାହାରି ପାରେ ବୋଲି କରାଯାଇଥିବା ଆଶଙ୍କା ସତ୍ୟ ହୋଇଛି | ଜଣେ ୪୦ ବର୍ଷ ବୟସ୍କ ସୁରଟ…

ପାଟଦର୍ହାରେ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ପୁଲିସକୁ ଏକ ବଡ ସପଳତା ମିଳିଛି । ସୁନାବେଡା ଅଭୟାରଣ୍ୟର ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଳରେ ଏସଓଜି ଜବାନ ମାନେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ । ସେଠାରେ ଜବାନ ମାନେ ବହୁ ପରିମାଣର ମାଓ ସାମଗ୍ରୀକୁ ଜବତ କରିଥିବା ସ୍ଥାନୀୟ ସିଲଦା…

ସୁସ୍ଥ ହେଲେ ଆଉ 5 କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁସ୍ଥ ହେଲେ ଆଉ 5 କରୋନା ଆକ୍ରାନ୍ତ | ଆଜି ସୁସ୍ଥ ହୋଇଥିବା ୫ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ 4ଜଣ ଓ  ଯାଜପୁରରୁ ଜଣେ ଅନ୍ତର୍ଭୁକ୍ତ  । ଏ ଯାବତ ସୁସ୍ଥ ହୋଇଥିବା ଲୋକଙ୍କ ସଖ୍ୟା ପହଁଚିଲା 68 ରେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆହୁରି ୨୧୯ ରୋଗୀ ସକ୍ରିୟ…