ସ୍ୱତନ୍ତ୍ର ଟ୍ରେନ ଚାଲିବ : ଯାତ୍ରୀମାନଙ୍କୁ ରେଳବାଇ ଦେଲା ପରାମର୍ଶ

ଭୁବନେଶ୍ୱର : ୧୨ ମଇ ୨୦୨୦ ଠାରୁ ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ଦୈନିକ ଭାବେ ଏକ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ୧୩ ମଇ ୨୦୨୦ (ବୁଧବାର) ସକାଳ ୧୦ ଘଟିକା ଠାରୁ ଚଳାଚଳ ଆରମ୍ଭ କରିବ । ଏହି ସ୍ୱତନ୍ତ୍ର ଟ୍ରେନ୍ ସଂପୂର୍ଣ୍ଣ ଭାବେ ଶିତତାପ…

କିସିଣ୍ଡା ଦେଦେରା ଜଳପ୍ରପାତରେ ବୁଡି ଯୁବକ ମୃତ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ  ଉପଖଣ୍ଡ କିସିଣ୍ଡା ଥାନା ପାଖରେ ଥିବା ଏକ ଜଳ ପ୍ରପାତରେ ଗାଧୋଉଥିବା ସମୟରେ କଞ୍ଚନପୁର ଗ୍ରାମର ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ, କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିରଞ୍ଚି ଭୋଇଙ୍କ…

ପୁଣି ୩ ଆକ୍ରାନ୍ତ ଚିହ୍ନଟ 

ଭୁବନେଶ୍ୱର : ପୁଣି ୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ରାଜ୍ୟରୁ | ଏମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର, ମୟୁରଭଞ୍ଜ ଓ କଟକରୁ ଜଣେ | ଏହି ତିନିଜଣଙ୍କୁ ମିଶାଇ ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩୯୪ରେ | ଏଯାବତ ୩୦୬ ଜଣ ଆକ୍ଟିଭ ଅଛନ୍ତି ଓ ସୁସ୍ଥ ହେଲେଣି ୮୫ ଜଣ | ପ୍ରାଣ ହରାଇଛନ୍ତି ଏଯାବତ…

ଲକ୍ ଡାଉନକୁ ଚାପ ନୁହେଁ, ସୁଯୋଗ ଭାବେ ଗ୍ରହଣ କରି ଘରେ ରହି ପାଠ ପଢ଼ନ୍ତୁ ଛାତ୍ରଛାତ୍ରୀ : ଡ଼ ଅରୁଣ 

କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନୋବଳ ବଢା଼ଇବ ହେଲ୍ପ ଲାଇନ "ଭରସା'  "ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ" ଭୁବନେଶ୍ୱର (ଶାସକ ପ୍ରଶାସକ) କୋଭିଡ୍-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ…

ଖୁସି ଖବର , ସୁସ୍ଥ ହେଲେ ଆଉ ୧୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୁସି ଖବର , ସୁସ୍ଥ ହେଲେ ଏକାଥରକେ  ଆଉ ୧୭ ଜଣ କରୋନା ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ, ଖୋର୍ଧାର ୫ ଜଣ, ଭଦ୍ରକର ୩ଜଣ ଓ ବାଲେଶ୍ୱରର ୨ଜଣ ସାମିଲ | ଏ ଯାବତ ସୁସ୍ଥ  ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ରେ ପହଁଚିଲା |  

କୋଉଟା ସତ : ସିଡିଏମଓ କହୁଛନ୍ତି ଆମ୍ବୁଲାନ୍ସ, ହେଲେ ବାହାନ ଆପ କହୁଛି ସେଟା ବାଇକ 

 ସମ୍ କୋଭିଡ ହସ୍ପିଟାଲକୁ ବାଇକରେ ଗଲେ ନା ଆମ୍ବୁଲାନସରେ ଗଲେ କରୋନା ଆକ୍ରାନ୍ତ ! ଭୁବନେଶ୍ୱର / ବୌଦ୍ଧ (ଶାସକ ପ୍ରଶାସକ):- ଗତକାଲି ବୌଦ୍ଧଜିଲ୍ଲାରେ ୩ଜଣଙ୍କ କରୋନା ପୋଜିଟିଭ ରିପୋର୍ଟ ବାହାରିଥିଲା । ଆକ୍ରାନ୍ତମାନେ ଥିବା ଜଗତି କ୍ୱାରେଣ୍ଟାଇନ ସେଣ୍ଟରର ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ…

ପୋଲିସ୍ ପ୍ରଶାସନ ତରଫରୁ କରୋନା ସମ୍ପର୍କତ ସଚେତନତା ଓ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାତୃ ଦିବସ ଅବସରରେ ଗଜପତି ପୋଲିସ୍ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରର ଲକ୍ଷ୍ମୀନଗର ଅଞ୍ଚଳରେ କରୋନା ଓ ଲକ୍ ଡାଉନ୍ ଉପରେ ସଚେତନ କରାଯିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।   ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା…

 ଶାନ୍ତିଲତାଙ୍କ ପଦକ୍ଷେପକୁ ପ୍ରଶଂସା କଲେ ନବୀନ 

ବୁଗୁଡ଼ା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା ) :  କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନେଇଥିବା…

ଗଂଜାମରେ ଆଉ ୪ଟି କୋବିଦ କେୟାର ସେଣ୍ଟର | 

 ବ୍ରହ୍ମପୁର(ଶାସକ ପ୍ରଶାସକ) : ଗଂଜାମରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟାକୁ ପରିପ୍ରେକ୍ଷୀରେ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଭବିଷ୍ୟତ ପରିସ୍ଥିତିର ସମାନ କରିବା ପାଇଁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ   ଆଉ ୪ଟି କୋବିଦ କେୟାର କେୟାର ସେଣ୍ଟର(ସିସିସି) ପ୍ରସ୍ତୁତ…

ନୂଆ 14 ପଜିଟିଭ ସହ 391ରେ କରୋନା

Bhubabeswar(shasak prashasak) :  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ  ରାଜ୍ୟରେ ଆଉ ନୂଆ ୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ସାମିଲ |  ଏହି ୧୪  ଜଣକୁ ମିଶାଇ  ରାଜ୍ୟରେ ମୋଟ ୩୯୧ ରେ…