ଡାକ୍ତରଖାନାରେ ଅଚାନକ ବିଜୟ ରଞ୍ଜନ 

ସ୍ୱାସ୍ଥ୍ୟସେବାର ତଦାରଖ କଲେ, ରୋଗୀଙ୍କୁ ଭଲମନ୍ଦ ପଚାରି ବୁଝିଲେ  ପଦ୍ମପୁର(ଶାସକପ୍ରଶାସକ)- କେହି ଜାଣିନଥିଲେ | ପ୍ରସ୍ତୁତ ବି ନଥିଲେ | ଅଚାନକ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା | ଶ୍ରୀ ବରିହା ଆସିଥିବା…

ସଂଜୟଙ୍କୁ ଯୋଜନା ବୋର୍ଡ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା , ପୂର୍ବତନ ମନ୍ତ୍ରୀ ତଥା ଦକ୍ଷ ସଂଗଠକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଦାସବର୍ମାଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି । ତାଙ୍କୁ କ୍ୟାବିନେଟ…

ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ “ଜାତୀୟ ବିଜ୍ଞାନ ଦିବସ” ପାଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମ ସ୍ଥିତ ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ “ଜାତୀୟ ବିଜ୍ଞାନ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶୁକ୍ରବାର ଦିନ "ଜାତୀୟ ବିଜ୍ଞାନ ଦିବସ" ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର…

ଦର୍ଶକଙ୍କ ମନ ମୋହିଲା ବର୍ଷା ସିଂ ଙ୍କ ବାଲୁକା କଳା ।

ପଦ୍ମପୁର ଲୋକ ମହୋତ୍ସବ - ୨୦୨୦   ଦ୍ବିତୀୟ ଦିବସ ପଦ୍ମପୁର-(ଶାସକପ୍ରଶାସକ)ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ର ଦ୍ବିତୀୟ ଦିବସ ଆରମ୍ଭ ହୋଇଥିଲା " ଲୁପ୍ତ ପ୍ରାୟ ଓ ଲୁକ୍ କାୟିତ ଲୋକକଳା " ଉପରେ ଆୟୋଜିତ ଆଲୋଚନା ଚକ୍ରରୁ । ଡଃ ପ୍ରମୋଦ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ସଂଯୋଜନା…

ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ  ଶୀର୍ଷକ ଆଲୋଚନା ଚକ୍ର 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ଶନିବାର ଦିନ ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ ଶୀର୍ଷକ ଆଲୋଚବନା ଚକ୍ର ଅଵୁସ୍ଥିତ  ହୋଇଯାଇଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଅଶୋକ କୁମାର ତରାଇ ଉକ୍ତ…

ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ଦାବୀରେ ମାର୍ଚ୍ଚ ୬ ତାରିଖରେ  ଜିଲ୍ଲା ବନ୍ଦ ଡାକରା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାର ଏକମାତ୍ର ଚିନି ଶିଳ୍ପ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ନୟାଗଡ଼ କ୍ରିୟାନୁଷ୍ଠାନ  କମିଟି ତରଫରୁ ଆସନ୍ତା ମାର୍ଚ ୬ ତାରିଖରେ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । କମିଟିର ଆବାହକ ବିଶ୍ୱନାଥ ମାହାପାତ୍ରଙ୍କ ଅଧ୍ୟକ୍ଷତାରେ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ସ୍ଵାକ୍ଷର 

 ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଅତ୍ୟାଧୁନିକ ଚିକିତ୍ସାର ନିର୍ଭର ପ୍ରତିଶ୍ରୁତି ସହ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ମମ୍ ଲୋକାର୍ପିତ ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି ।…

ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ଉପଜିଲ୍ଲାପାଳ

ବରଗଡ(ଶାସକ ପ୍ରଶାସକ) :-  ପ୍ରତ୍ୟେକ ମଣିଷର ସ୍ୱପ୍ନ ଖଣ୍ଡେ ଜମି ଓ ଗୋଟେ ଘର । ଯେଉଁ ଘରେ ସେ ତାର ପରିବାର ସହିତ ହସଖୁସିରେ ରହି ପାରିବ । କିନ୍ତୁ ପ୍ରତ୍ୟେକ ଙ୍କର ଭାଗ୍ୟରେ ଜମି କିମ୍ବା ଘର ନଥାଏ । ରାଜ୍ୟ ସରକାର ଙ୍କର ବସୁନ୍ଧରା ଯୋଜନା ପ୍ରତ୍ୟେକ ଭୂମିହୀନ ଗରିବ ଲୋକଙ୍କୁ ତାଙ୍କର ନିଜ…

ସରିଲା ଅବଧି,  କାଲିଠାରୁ କଡାକଡି

ଡକ୍ୟୁମେଣ୍ଟ ଚେକିଂ ବେଳେ ଲୋକ ଯେପରି ଅଧିକ ହଇରାଣ ହରକତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ   ଭୁବନେଶ୍ୱର : ସରିଲା ଅବଧି,  କାଲିଠାରୁ କଡାକଡି | ହେଲେ ମଦୁଆ ଚାଳକ,  ଦ୍ରୁତଗତିରେ ଯାଉଥିବା ଚାଳକ, ରେଡ ଲାଇଟ ନମାନି ଯାଉଥିବା ଚାଳକ, ଟ୍ରାଫିକ ଯାଉଥିବା ଦିଗର ବିପରୀତ…