ବାରାମୂଳା ନୌଗାମ ସେକ୍ଟରରେ ଉତ୍ତେଜନା On Jun 30, 2020 9 Share ନୂଆଦିଲ୍ଲୀ(ଏଜେନ୍ସି) ପାକିସ୍ଥାନ ଉଲ୍ଲଙ୍ଘନ କରିଛି ଯୁଦ୍ଧବିରତି | ଆଜି ଭୋର ସମୟରେ ବାରାମୁଳା ନୌଗାମ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ହୋଇଛି ଏହି ଉଲ୍ଲଂଘନ | ପାକଁ ସେନା ପକ୍ଷରଯୁ ଗୋଳା ବର୍ଷଣ, ଭାରତୀୟ ସେନାର ପାଲଟା ଉତ୍ତର | 9 Share FacebookTwitterGoogle+ReddItWhatsAppPinterestEmail