ଖୋଲିବ ମଦ ଦୋକାନ , ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ରାଜ୍ୟ By SPNEWS On Jun 30, 2020 0 Share ଭୁବନେଶ୍ୱର : ଆଜିଠାରୁ ଠିପି ବନ୍ଦ ମଦ ଦୋକାନ ଖୋଲିବ । ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଗ୍ରାହକ ସିଧା ସଳଖ ଦୋକାନରୁ ପାଇବେ ମଦ । ଅବକାରୀ ବିଭାଗ ନେଲା ନିଷ୍ପତ୍ତି । ଅନଲାଇନ ମଦ ବିକ୍ରି ବି ଜାରି ରହିବ । ଦେଶୀ ମଦ ଉପରୁ 3 ମାସର ଓ ଦେଶୀ ମଦ ଉପରୁ 2 ମାସର ଟିକସ ଛାଡ଼ ହେବ । 0 Share FacebookTwitterGoogle+ReddItWhatsAppPinterestEmail