ଜିଲ୍ଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ଉଦ୍ୟୋଗୀ ସପ୍ତାହ ପାଳନ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୀରବ ରୁହ । ପାଠ ପଢ । ନପଢିଲେ ସମୟ ସରିଯିବା  । ମସ୍ତିସ୍କ ଖାଲି ହୋଇଯିବ । ପରିବର୍ତ୍ତନ  ଆସିବ ନାହିଁ । ପରିବର୍ତନ ନହେଲେ ଆଗକୁ ଯାଇପାରିବା ନାହିଁ । ଉତ୍ସ ଉପରେ ବିଶ୍ୱାସ ରଖ । ଲକ୍ଷ୍ୟ ସ୍ଥିରକର । ଶୃଙ୍ଖଳା ରହିଲେ ସମୟ ରହିବ । ଉତର ଦାୟିତ୍ୱ ରହିଲେ…

ନୟାଗଡ଼ ସନରାଇଜରର୍ସ ଓ ଓଡ଼ଗାଁ ଆର.ଏ.ଏ ଫାଇନାଲକୁ ପ୍ରବେଶ  

  ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ :୩ୟ ଦିନ ମ୍ୟାଚ୍  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ତୃତୀୟ ଦିନ ଅପରାହ୍ନରେ ୨ଟି ମ୍ୟାଚ୍ ଅନୁଷ୍ଠିତ  ହୋଇଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ  ନୟାଗଡ଼…

ସୋଆ ପଗଡ଼ିରେ ଆଉ ଏକ ମୋତି :  ପ୍ରଫେସର  ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର(ଶାସକ ପ୍ରଶାସକ ) ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିଦେ୍ର୍ଧଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ…

ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦିଗରେ ଐତିହାସିକ ପଦକ୍ଷେପ 

 ଏକା ଦିନରେ ନିଯୁକ୍ତ ହେଲେ ୧୦୩୮ ଡାକ୍ତର : ସରକାର ସୃଷ୍ଟି କଲେ ମାଇଲଖୁଣ୍ଟ  ଭୁବନେଶ୍ୱର (ଶାସକ ପ୍ରଶାସକ)) ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର ।  ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି…

ଡାକବିଭାଗର ନୂତନ ନିର୍ମିତ ଡାକପାର୍ସଲ ହବ କୋଠା “ହୀରଖଣ୍ଡ ଭବନ” ଉଦଘାଟିତ

http://www.youtube.com/watch?v=R2YvYoDLOMU ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଡାକବିଭାଗର ନୂତନ ନିର୍ମିତ ଡାକପାର୍ସଲ ହବ କୋଠା "ହୀରଖଣ୍ଡ ଭବନ" ମୁଖ୍ୟ ଡାକଘର ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ର ମୁଖ୍ୟ ଅତିଥି…

ଆନ୍ତର୍ଜାତିକ ମହିଳା ଦିବସରେ ତୈଳ ଓ ଇସ୍ପାତ୍ ମନ୍ତ୍ରଣାଳୟର ମହିଳା କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ…

ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ  ପେଟ୍ରୋଲିୟମ ଏବଂ ଇସ୍ପାତ୍ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା  ଆଗାମୀ ଦିନରେ ଦେଶରେ ହେବାକୁ ଥିବା ଅଭିବୃଦ୍ଧି ମହିଳାଙ୍କ ଦ୍ୱାରା ସମ୍ଭବ  ପ୍ରଧାନମନ୍ତ୍ରୀଙ୍କ ସି ଇନସ୍ପେୟାର ଅସ୍…

ନାମକୁ ମାତ୍ର ସେବା ସପ୍ତାହ ପାଳନକୁ ପ୍ରତିବାଦ

http://www.youtube.com/watch?v=V3h6-6QJUNs  ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦାବିରେ କଳା ଫିତା ପରିଧାନ । ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଆଜି ସମ୍ବଲପୁର ଜିଲ୍ଲା ସ୍ତରୀୟ ସେବା ସପ୍ତାହ ପାଳନ କରାଯାଉଥିବା ବେଳେ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ  ସମିତି…

ଅସୁରକ୍ଷିତ ହୋଇପଡିଛି ଶ୍ରୀଜଗନ୍ନାଥଙ୍କ ଅର୍ଥ,  ମୁଖ୍ୟମନ୍ତ୍ରୀ ଦିଅନ୍ତୁ ସ୍ପଷ୍ଟୀକରଣ: ନରସିଂହ

ଭୁବନେଶ୍ୱର (ଶାସକ ପ୍ରଶାସକ) :ସାରା ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି।ସରକାରୀ ହେଉ କି ବେସରକାରୀ ବର୍ତମାନ ବ୍ୟାଙ୍କ ଲୁଟା ଯାଉଛି। ୟସ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରରେ ପହଂଚିଛି।  ପୁରୀ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ‘ୟସ’ ବ୍ୟାଙ୍କରେ ରଖାଯିବା ଘଟଣାକୁ ନେଇ କଂଗ୍ରେସ…

ବରିଷ୍ଠ  ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଓଡିଶା ସାମାଜିକ ଜୀବନରେ ବିରାଟ ବଡ କ୍ଷତି - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର,(ଶାସକ ପ୍ରଶାସକ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା  ବରିଷ୍ଠ ଆଇନଜୀବୀ ବିପିନବିହାରୀ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ…

ସ୍ୱଚ୍ଛତା, ଗୁଣାତ୍ମକତା ଆଉ ସାମଗ୍ରିକ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କୁଳପତି ବୈଠକରେ ଦେଲେ ଗୁରୁତ୍ୱ 

ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖନ୍ତୁ NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଶ୍ୱବିଦ୍ୟାଳୟ ଗୁକଡ଼ିକ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ | ବିଶ୍ୱବିଦ୍ୟାଳୟ…