ସାବାସ, ୟାକୁ ହିଁ କହନ୍ତି ସଶକ୍ତିକରଣ :  କିଏ କିଛି ଭାବିବା ଆଗରୁ କାମ କରି ଦେଖାଇଲେ ମହିଳା 

ମହିଳା ଦିବସରେ ଶବକୁ କାନ୍ଧ ଦେଇ ଉଦାହରଣ ସାଜିଲେ ମହିଳା ସ୍ବେଚ୍ଛାସେବୀ  ବରଗଡ :- ମହିଳା ଦିବସ ଅବସରରେ ଅସହାୟ ଯୁବକଙ୍କ ଶବ କାନ୍ଧେଇବା ସହିତ ଅନ୍ତିମ ସତ୍କାର କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ବିଶ୍ୱର କୋଣ ଅନୁକୋଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ…

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ  ଜିଲ୍ଲାପାଳ

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ନୃସିଂହନାଥ ମନ୍ଦିରରେ ବୈଠକ ସାରି  ମୁଖ୍ୟାଳୟକୁ ଫେରିବା ବାଟରେ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇଥିଲେ । ସେଠାରେ ପହଂଚି ଜିଲ୍ଲାପାଳ ଅନ୍ତେବାସୀ ମାନଙ୍କର ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ । ଆବଶ୍ୟକତା ମୁତାବକ…

ନୃସିଂହନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସିଲା ଅନେକ ପ୍ରସ୍ତାବ  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ସଚେତନ ନାଗରିକ ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ଗୌରାଙ୍ଗ ଚରଣ ଦାସ:-  ଗତ ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପବିତ୍ର…

 ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧତାରେ ଆଉ ପାଦେ ଆଗକୁ ବଢିଲେ ସରକାର

ରାଜ୍ୟରେ ଏସଏଚଜିମାନଙ୍କ ପାଇଁ ଖୋଲିବ ନୂଆ ବିଭାଗ  "ମିଶନ ଶକ୍ତି ବିଭାଗ"  ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଆମର ପ୍ରାଥମିକତା : ନବୀନ ଭୁବନେଶ୍ୱର( ଶାସକ ପ୍ରଶାସକ) :  ଆମ ସରକାରରେ ମହିଳା ମାନଙ୍କ ସାମଗ୍ରିକ ବିକାଶ ସର୍ବୋପରି ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସ କରି…

 ଏପ୍ରିଲ ୭ରେ ମାଣିତରାରେ ପଞ୍ଚୁଦଣ୍ଡ

ବୁଗୁଡା(ଡ଼ଃ କୁମଦ ଚନ୍ଦ୍ର ବେହେରା)- ବୁଗୁଡା ବ୍ଲକର ମାଣିତରାରେ ଆସନ୍ତା ଏପ୍ରିଲ ୭ ତାରିଖରେ ହେବାକୁ ଯାଉଥିବା ପଞ୍ଚୁଦଣ୍ଡ ପରିଚାଳନ ପାଇଁ ମାଣିତରା ଗ୍ରାମ୍ୟ କମିଟିର ଏକ ବୈଠକ ଗ୍ରାମ ମଣ୍ଡପ ଗୃହରେ ଶୁକ୍ରବାର ରାତ୍ରରେ ଅନୁଷ୍ଠିତ ହୋଇଥିଲା।ଗ୍ରାମ୍ୟ କମିଟି ସଭାପତି ମହେଶ୍ୱର ପୋଲେଇଙ୍କ…

 ବୁଗୁଡ଼ାରେ ” ନୋ ବ୍ୟାଗ ଡେ ” କାର୍ଯ୍ୟକ୍ରମ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ଓ ସହରର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ବିଦ୍ୟାଳୟରେ ଶନିବାର ଦିନ " ନୋ ବ୍ୟାଗ ଡେ " କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସରକାରଙ୍କ ପ୍ରତି ଶନିବାର ଦିନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ…

ଆନ୍ତର୍ଜାତିକ ମହିଳା ଦିବସରେ ନିର୍ବାଚନ ବିଜେଡ଼ି ମଣ୍ଡଳୀସ୍ତରୀୟ ମହିଳା ସମାବେଶ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବୈଦିକ ଯୁଗରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଥିଲା । ବିଶ୍ୱଚାରା, ଲୋପାମୂଦ୍ରା, ମୈତ୍ରେୟୀ, ଗାର୍ଗୀ, ଲୀଳାବତୀ, ସଙ୍ଘମିତ୍ରା ଆଦି ପରମ ବିଗୂଷିଗଣ ପ୍ରସିଦ୍ଧି ଲାଭ କରିଥିଲେ । ସେହିପରି ମଧ୍ୟ ଯୁଗରେ ଦୁର୍ଗାବତୀ, ପଦ୍ମିନୀ, ମୀରାବାଈ,  ଆଦି…

ନବୀନ ଖେଳିଦେଲେ କୁଡ଼ୁମୀ କାର୍ଡ : କୁଡୁମୀ ଖୁସ, ମୟୁରଭଞ୍ଜ ବି  ଖୁସ  

ତୃଣମୂଳରୁ ସଂସଦ ଭବନ : ରାଜ୍ୟସଭା ଯିବେ ନଙ୍ଗଲବେଣ୍ଟାର ମିନି    "ଜିଲ୍ଲାର ସବୁ ସମସ୍ୟା ସହ ଯୋଡି ହୋଇ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବୀ " : ମମତା  ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ନିମନ୍ତେ ମାର୍ଚ୍ଚ ୨୬ରେ  ନିର୍ବାଚନ ହେବ । ଏଥି…

ମହିଳା ଦିବସରେ ଜନ୍ମିତ ପ୍ରଥମ ଶିଶୁକନ୍ୟା ପାଇଁ ଦେଲେ ୨୦୦୦୦ ଟଙ୍କାର ଆର୍ଥିକ ସହାୟତା

 ମହିଳା ଦିବସରେ ନାରୀଜାତି ଓ କନ୍ୟା ଶିଶୁ ପ୍ରତି ନିଆରା ଶ୍ରଦ୍ଧା ପ୍ରକଟ କଲେ ଡ଼ ରାମଚନ୍ଦାନି ସମ୍ବଲପୁର (ରମାକାନ୍ତ ବିଶ୍ୱାଳ ) ଆଜି ବିଶ୍ୱ ମହିଳା ଦିବସ । ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନିଜ ନିଜ ଶୈଳୀରେ ଆଡମ୍ବର ସହିତ ଏହି ଦିବସକୁ ପାଳନ କରୁଥିବା ବେଳେ ଆଜି ସକାଳୁ ବୁର୍ଲା…

“୧୦୦ ବର୍ଷ ୧୩୫ ଥର, ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର : ତଥାପି ନିରାଶ ହୋଇନି ଚାଷୀ ଭାଇ” 

"କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି' : ଅରୁଣ ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛିା ଗଲା ୨୦ ବର୍ଷ ମଧ୍ୟରେ…