Sign in
Sign in
Recover your password.
A password will be e-mailed to you.
ଭଗବାନପୁରରେ ଅଗ୍ନିକାଣ୍ଡ, ୮ପରିବାରର ଘର ପୋଡି ପାଉଁଶ
ଖବର ପାଇଁ ପହଁଚିଲେ ବିଧାୟକ, ପ୍ରଭାବିତଙ୍କୁ ପ୍ରଦାନ କଲେ ସହାୟତା
ବୁଗୁଡା ( ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ, ଭଗବାନପୁର ଗ୍ରାମରେ ଗତ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ଆଠଟି ପରିବାରର ଘରପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ରାତିରେ କୌଣସି…
ବିଧାୟକଙ୍କ ଦ୍ଵାରା ୩ ଟି ପ୍ରକଳ୍ପ ଉଦଘାଟିତ
ପୋଲସରା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତିନିଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ହୋଇଥିବା ୩ ଟି ପ୍ରକଳ୍ପ ହେଲା, ଦେଉଳ ପେଢ଼ି ସାହି ଝଙ୍କାରିଆ…
ଫିକା ପଡିବ ହୋଲି, ଖେଳିବେନି ବି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଧାଡ଼ିକିଆ ସୂଚନା ଦିଆ ଯାଇଥିବା ବେଳେ ତେବେ କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି କି ଅନ୍ୟ…
ତୁଙ୍ଗ ନିରାଶ : ରାଜ୍ୟସଭା ଯିବେ ମମତା, ସୁଜିତ, ମୁନା ଓ ସୁବାସ
ଶଙ୍ଖପତି କଲେ ଘୋଷଣା, ଦୀର୍ଘ ଦିନ ପଡି ରହିବାର ଫଳ ପାଇଲେ ମୁନ୍ନା
ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେଡି ରାଜ୍ୟସଭା ଗୋଲକ ଧନ୍ଦା ଉପରୁ ପରଦା ଉଠାଇଛି । ଚର୍ଚ୍ଚା ହେଉଥିଲା ଗତଥର…
ସିନାପାଲ୍ଲୀ ବ୍ଲକରେ ପଂଚାୟତ ରାଜ ଦିବସ ପାଳିତ
ସିନାପାଲ୍ଲୀ (ନିରାକାର ମେହେର) : ଆଧୁନିକ ଓଡିଶା ର ନିର୍ମାତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104ତମ ଜନ୍ମ ଦିବସ ଅବସରରେ ନୂଆପଡା ଜିଲ୍ଲା ସିନାପାଲି ପଂଚାୟତ ସମିତି ସଭା ଗୃହରେ ଗୁରୁବାର ପଂଚାୟତରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ…
ଆଇ.ଆଇ.ଟି, ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ଦେଶର ଶ୍ରେଷ୍ଠ ୧୦ଟି ଇଞ୍ଜିନିୟରିଂ କଲେଜ ତାଲିକାରେ ସୋଆ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଇ.ଆଇ.ଟି ଓ ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଓ ରିସର୍ଚ୍ଚ…
ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅଧ୍ୟାପକମାନେ ତତ୍ପର ହୁଅନ୍ତୁ: ଅରୁଣ
ଭୁବନେଶ୍ୱର(ଶାସକ ପ୍ରଶାସକ):ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିଷ୍ଠାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…
ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁଛେଦନ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) ଓଡ଼ଗାଁ ବ୍ଲକ କୋରପିଠା ଗ୍ରାମରେ ବିରାଜିତ ଶ୍ରୀ ଜଗନ୍ନଥ ମହାପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ ଲାଗି ଦାରୁ ଚୟନ ଓ ଛେଦନ କର୍ମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀମନ୍ଦିରର ବରିଷ୍ଠ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଦାରୁ ଚିହ୍ନଟ କରିବା ପରେ…
କୋମଣ୍ଡ ଏବଂ ରଘୁନାଥ ଆଥଲେଟିକ, ଓଡ଼ଗାଁ ସେମିଫାଇନାଲକୁ ପ୍ରବେଶ
ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ :୨ୟ ଦିନ ମ୍ୟାଚ
ଓଡ଼ଗାଁ(srikanta mishra) : ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ଦିତୀୟ ଦିନ ଅପରାହ୍ନରେ ଗୋଟିଏ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ମ୍ୟାଚର ଗୋଟିଏ ଦଳ ଓାକ ଓଭରରେ…
ଅଦିନିଆ ବର୍ଷାରେ କୁଆପଥର ବୃଷ୍ଟି
ବୌଦ୍ଧ/ ଶାସକ ପ୍ରଶାସକ: ବୌଦ୍ଧ ଜିଲ୍ଲାରେ ଏବେ ପ୍ରବଳ ବର୍ଷା ସାଙ୍ଗକୁ କୂଅପଥର ବୃଷ୍ଟି ଦେଖିବାକୁ ମିଳିଛି। ବିଶେଷ କରି କଣ୍ଟାମାଳ ବ୍ଲକର ନୁର୍ପା ଗାଁରେ କୂଅପଥର ବୃଷ୍ଟି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିସିଛି। ଆଜି ସଂଧ୍ୟା 5 ଟାରୁ ବର୍ଷା ଆରମ୍ଭ ହୋଇଥିଲା। ପରେ ପରେ କୁଆପଥର ବୃଷ୍ଟି…