ରେଢ଼ାଖୋଲ ରେ ଜଣେ କରୋନା ଆକ୍ରାନ୍ତ , ଅଞ୍ଚଳବାସୀ ଭୟଭୀତ

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଲୁହାପଙ୍କ କ୍ୱାରେଣ୍ଟାଇନ୍  ସେଣ୍ଟରରୁ ଜଣେ ୧୮ ବର୍ଷ ର ଯୁବକ କରୋନା ପଜିଟିଭ ବାହାରି ଥିବା ଜଣାପଡିଛି। ରେଢ଼ାଖୋଲ ଉପଖଣ୍ଡ ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ୍ ଗ୍ରାମର ବୋଲି ସୂଚନା ମିଳିଛି ।…

ସମ୍ବଲପୁର ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର ।

ସମ୍ବଲପୁର- (ରମାକାନ୍ତ  ବିଶ୍ବାଳ ) ସାମ୍ପ୍ରତିକ ସମୟରେ ସାରା ଭାରତ ବର୍ଷରେ  ମହାମାରୀ କରୋନା ପ୍ରକୋପ ରେ  ରକ୍ତ ର ଘୋର ଅଭାବ କୁ ପରିଲକ୍ଷିତ କରି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟ ଓଡିଶା ରେ ରକ୍ତ ଦାନ ଶିବିର ର ଆୟୋଜନ  କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଏହି…

ଜିଲ୍ଲାପାଲ କ୍ଷମତାର ପ୍ରୟୋଗ: ପଂଚାୟତରେ ସରପଂଚ କଲେ ସଟ ଡାଉନ 

 ପଦ୍ମପୁର-କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲ୍ଲାପାଳ କ୍ଷମତାକୁ କାର୍ଯ୍ୟରେ ଲାଗୁ କରିଛନ୍ତି  ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ମେଳଛାମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ  ସୁନିତା ବରିହା | ପଂଚାୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସରପଞ୍ଚକୁ…

ଶୂନ୍ୟ ଜୀବନହାନୀ ଆଭିମୁଖ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭିଡିଓ କନଫରେନ୍ସିଂରେ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକକାଳୀନ COVID-19 ପରିଚାଳନା ଓ ଅମ୍ଫାନ ଘୂର୍ଣ୍ଣିବଳୟକୁ ସାମ୍ନା କରିବାକୁ ପ୍ରସ୍ତୁତିରେ ଶୂନ୍ୟ ଜୀବନହାନୀ ଆଭିମୁଖ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ…

ବଡ଼ବିଲରେ ଜଣେ କରୋନା ପଜିଟିଭ ଚିହ୍ନଟ 

ବଡ଼ବିଲ (ଶାସକ ପ୍ରଶାସକ) :ଆଜି କେନ୍ଦୁଝର ଜିଲ୍ଲାରେ ଆଉ ୪ଜଣ କାରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଚିଛି। ଆଜି ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲ ପୋୖରାଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକ ଥିବାର ସୂଚନା ମିଳିଛି। ଗତ ୯ ତାରିଖରେ…

ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ : ବିଜେପି

 ସନ୍ଥ କବି ଭୀମ ଭୋଇ ହେଉଛନ୍ତି ଗର୍ବ ଓ ଗୌରବ ଏବଂ ମହିମା ଧର୍ମର ଶ୍ରେଷ୍ଠ ପ୍ରଚାରକ  ପୁସ୍ତକରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଲେଖାକୁ ଦଳ ପକ୍ଷରୁ ଘୋର ନିନ୍ଦା ଭୂବନେଶ୍ୱର / ସମ୍ବଲପୁର : ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକ କେଦାର ମିଶ୍ରଙ୍କ…

ଦେଶରେ ମୋଟ ଆକ୍ରାନ୍ତଙ୍କ ୯୦,୯୨୭ : ଓଡ଼ିଶାରେ ୮୦୮ 

ରାଜ୍ୟରେ କରୋନା ମୃତ୍ୟୁ ୫, ଦେଶରେ ୨୮୭୨  Bhubaneswar (SPB) : ଆଜି ସକାଳ ୮ ତା ଭିତରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୨୭ରେ ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୫୩,୯୪୬ ଥିବା  ବେଳେ ଏ ଯାବତ ୨୮୭୨ ମୃତ୍ୟୁବରଣ କଲେଣି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୮୭ ନୂଆ ପଜିଟିଭ…

ନୂଆ ୯୧ , ଦି ଜଣଙ୍କ ମୃତ୍ୟୁ : ସରପଂଚ ବି ପଜିଟିଭ ,ସମ୍ବଲପୁରରେ ପଶିଲା କରୋନା

Bhubaneswar(SPB): ରାଜ୍ୟରେ ଆଉ ନୂଆ ୯୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ସଂଖ୍ୟା ବଢିଛି ୮୦୮ କୁ |  ଦୁଇଜଣ ପ୍ରାଣ ହରାଇଛନ୍ତି | ମୃତକ ଦିଜଣ ଗଂଜାମ ଜିଲ୍ଲାର | ବୟସ ୩୮ ଓ ୪୫ ବର୍ଷ  |  ମୃତକଙ୍କ ସଂଖ୍ୟା ୫ରେ ପହଂଚିଛି |  ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଗଞ୍ଜାମରୁ ୧୫ ,…

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ପାଇଁ ମୁକାବିଲା ନିମିତ୍ତ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହୋବାକୁ ଥିବା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମିତ୍ତ…

ସୂଚନା ଦେଲେ ଜିଲ୍ଲାପାଳ : ଆଉ ଦୁଇ ପଜିଟିଭ 

ବଲାଙ୍ଗୀର/ ନିରୋଜ ମିଶ୍ର :  ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବଲାଙ୍ଗୀରର ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି…