Sign in
Sign in
Recover your password.
A password will be e-mailed to you.
ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ ଉଦଯାପିତ : ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ଚଂପିୟାନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ୪ ଦିନ ଧରି ଚାଲିଥିବା ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛିି । ଫାଇନାଲ ମ୍ୟାଚ ରଘୁନାଥ ଆଥଲେଟିକ ଆସୋସିଏସନ-ସନରାଇଜର୍ସ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଏବଂ ଦିତୀୟ ସେଟରେ…
ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ବିଶାଳ ମହିଳା ସମାବେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ମହିଳା ଦିବସ ଓ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା…
ଆଖି ବୁଜିଦେଲେ ବିଜୁ ସାରଥି
ବୌଦ୍ଧ/ ଶାସକ ପ୍ରଶାସକ : ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ବୋୖଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ 83 ବର୍ଷ ବୟସରେ ପରଲୋକ। ଅସୁସ୍ଥ ହୋଇ ଗତ କାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ 4.30ମିନିଟରେ ତାଙ୍କର ଦେହାନ୍ତ…
ଗୁଣୁପୁର ପୋଲିସକୁ ବଡ ସଫଳତା : ଧଇଲା ବେଟିଂ ରାକେଟ
ମାତିଛନ୍ତି ଅନଲାଇନ କ୍ରିକେଟ ବ୍ୟାଟିଂ ମାଫିଆ :ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ଟଙ୍କା କାରବାର
ଗୁଣୁପୁର / ଶାସକ ପ୍ରଶାସକ :ରାୟଗଡା ଜିଲ୍ଲା ଗୁଣପୁର ରେ ମାତିଛନ୍ତି ଅନଲାଇନ କ୍ରିକେଟ ବେଟିଂ ମାଫିଆ । ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଉଛନ୍ତି ଏହି ପେଶାଦାର ଅନଲାଇନ ଜୁଆଡ଼ି । ଖାଲି ରାୟଗଡା…
ନୃତ୍ୟ ଓ ଗୀତର ମହାପାର୍ବଣ:ଉଦଘାଟିତ ହେଲା “ଦେଶ୍ ଫାଲ୍” ଲୋକକଳା ମହୋତ୍ସବ
ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକର ଧର୍ମଶାଳାଠାରେ ପ୍ରଥମ "ଦେଶ୍ ଫାଲ୍ ଲୋକକଳା ମହୋତ୍ସବ -୨୦୨୦" ଉଦଘାଟିତ ହୋଇଯାଇଛି । ରାଜ୍ୟ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ…
ପ୍ରଶାସନ ଶୁଣୁନି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ଭଉଣୀ ।
"ବଢୁଛି କିଡ଼ନୀ ରୋଗ, ପିଇବା ପାଣି ସମସ୍ୟା ଉତ୍କଟ : ଦୟାକରି କାଢନ୍ତୁ ସମାଧାନର ବାଟ "
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ଓଡିଶା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉପାନ୍ତ ପାହାଡିଆ ଅଞ୍ଚଳରେ ରହିଥିବା ବହଳପଦର ପଞ୍ଚାୟତର ଅମରପାଲି ତଥା ଆଖପାଖ ଗ୍ରାମରେ…
ଲଭ ଇନ ଚେନ୍ନାଇ, ଧୋକା ଇନ ଓଡିଶା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ତାମିଲନାଡୁ ରାଜ୍ୟ ତିରୁପୁରୁ ଜିଲ୍ଲା କର୍ମଦାପେଟି ଥାନା ଅଂଚଳର ପିତୃ ମାତୃହରା ସ୍ୱାମୀ ପରିତ୍ୟକ୍ତା ରଶ୍ମିତାଦାସ/ପ୍ରଧାନ(୨୫) କର୍ମଦାପେଟିର ସଞ୍ଜିବ ସ୍ପିନିଙ୍ଗମିଲରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କୋମଣ୍ଡା ଗ୍ରାମର ରାଜକିଶୋର ପ୍ରଧାନ(୨୭)…
ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ତରପରୁ ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ, ବରସାହି, ସୁନାମୁହିଁ, ଭାଡିକିଳା ପାଣ୍ଡେରୀପଡା, ସୋଲପଟା, ଗୈାଡପୁଟୁ ଏବଂ ସରଧାପୁରୁ ୮ଟି ପଂଚାୟତରେ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।…
ସାମାଜିକ ବାଛବିଚାରରୁ ହୋଇଥିଲା ଧର୍ମାନ୍ତରୀକରଣ ନିଷ୍ପତ୍ତି
ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଭିଏଚପି ନେତୃବୃନ୍ଦ,ସମାଧାନ ପାଇଁ ପ୍ରତିଶୃତି
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଉଦେଶ୍ୟମୂଳକ ଭାବରେ ସାମାଜିକ ବାଛବିଚାରର ଶିକାର ହୋଇଥିବା ଯୋଗୁଁ ସାମୁହିକ ଭାବରେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ…
ମାଳତିବାଡି ଉ ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
ବୁଗୁଡା/(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ପୋଲସରା ବ୍ଲକ ଅନ୍ତର୍ଗତ ମାଳତିବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…