ସବୁ ଶିବାଳୟରେ ୧୪୪, କାଉଡିଆଙ୍କୁ ବାରଣ 

0

ଝାରସୁଗୁଡା (ସୁବାଷ ସାହାରେ) କରୋନାର ଭୟାବହତା ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଉଡିଆ ଯାତ୍ରା ବା ଜଳ ଲାଗିକୁ ବାରଣ କରାଯାଇଥିବା ପରିପ୍ରେକ୍ଷୀରେ ଜିଲାର ସମସ୍ତ ଶିବାଳୟରେ ୧୪୪ ଧାରା ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଉପ ଜିଲ୍ଲାପାଳ ଶିବ ଟପ୍ପୋ | ସେହିପରି ପ୍ରଶାସନର ନିୟମ ଓ କଟକଣାକୁ ପାଳନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରଛନ୍ତି ଉପ ଜିଲ୍ଲାପାଳ |   

Leave A Reply

Your email address will not be published.