ଶ୍ରୀଜୀଉଙ୍କ ଗୁରୁ ପୁର୍ଣିମା ବା ବ୍ୟାସ ପୁର୍ଣିମା ବେଶ 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କରୋନା କଟକଣା ଭିତରେ ସବୁ କିଛି ଠପ | ଦେବାଳୟ ବି ଶ୍ରଦ୍ଧାଳୁ ଶୂନ୍ୟ | କେବଳ ସେବାୟତଙ୍କ ବିଧି ରକ୍ଷା ଭିତରେ ଚାଲିଛି ମନ୍ଦିର | ସେହିପରି ପାରଳାଖେମୁଣ୍ଡିର ଜଗନ୍ନାଥ ମନ୍ଦିରରେ ବି ଗୁରୁ ପୂଣିମା ବା ବ୍ୟାସ ପୂଣିମା ବିଧି ପାଳିତ ହୋଇଯାଇଛି |

Leave A Reply

Your email address will not be published.