Sign in
Sign in
Recover your password.
A password will be e-mailed to you.
ନନ୍ଦିନୀ ନନ୍ଦନଙ୍କ “ଗୁଲ୍ଲୁ (ସତପଥୀ)-ଆରଏସ” କଥା : ହତାଶା ନା ସ୍ପଷ୍ଟବାଦିତା
ଭୁବନେଶ୍ୱର :ମତେ ଫାଶୀ ଦିଅ ବୋଲି ସମ୍ପାଦକୀୟ ଲେଖି ଏକଦା ବିଚାର ବ୍ୟବସ୍ଥା ଗାଲରେ ଶକ୍ତ ଚଟକଣୀ ଦେଇ ସାରା ଓଡିଶାକୁ ଦୋହଲାଇ ଦେଇଥିବା ତଥା ଚର୍ଚ୍ଚାରେ ଥିବା ନନ୍ଦିନୀ ନନ୍ଦନ, ପୂର୍ବତନ ସାଂସଦ ଖବର କାଗଜ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ "କୁକୁର ଟୁଇଟ" କୁ ଏବେ ରାଜନୈତିକ ଝଡ |…
ବିଲୁପ୍ତ ପ୍ରଜାତିର ଆହତ ଉଡନ୍ତା ମୂଷା ଉଦ୍ଧାର
ବନବିଭାଗ କୁ ହସ୍ତାନ୍ତର କଲେ ସଚେତନ ନାଗରିକ
ବରଗଡ(ଶାସକ ପ୍ରଶାସକ) :- ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ପାଇକମାଲ ନାଗରିକ କମିଟିର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ମଧୁସୂଦନ ପ୍ରଧାନ ପାଇକମାଲ ନୃସିଂହନାଥ ରାସ୍ତାର ବାଲକୋ ନିକଟ ରେ ଏକ ଗଛ ମୂଳରେ ଏକ ଜନ୍ତୁ ପଡିଥିବାର…
କଳମ୍ବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ସ୍ଥିତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ…
ସୋରୋଡ଼ରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ ସୋରୋଡ଼ ଗ୍ରାମରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ ତମ ଜୟନ୍ତୀ ପାଳନ କରାଯାଇଛି। ଉତ୍ସବ ମଣ୍ଡପରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ତୈଳଚିତ୍ର ରଖାଯାଇ ପୂଜାର୍ଚ୍ଚନା, ଭଜନ,ସଂକୀର୍ତ୍ତନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ରିତ୍ଵିକ…
ମହମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବି.ବ୍ରହ୍ମପୁର ଟିମ ଚମ୍ପିୟାନ, ଖରିଡା ରନର୍ସ ଅପ
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ମହାମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ରବିବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବି.ବ୍ରହ୍ମପୁର ଟିମ ଓ ଖରିଡା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ.ବ୍ରହ୍ମପୁର ଟିମ…
ମିଶନ ଶକ୍ତି ଓ ଇଣ୍ଡିଆନ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ମେଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ମିଶନ ଶକ୍ତି ସହଯୋଗରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ଏକ ଋଣ ମଞ୍ଜୁର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
“କେନ୍ଦ୍ର ବିଜେପି ମିଛ କହୁଛି ନା ରାଜ୍ୟ ବିଜେପି ? ”
ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ): ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ…
ମାଲ୍ ବୋଝେଇ ଗାଡ଼ିରୁ ଜିନିଷପତ୍ର ଅନଲୋଡିଂକୁ ନେଇ ଗଣ୍ଡଗୋଳ
ବଲାଙ୍ଗୀର/ ନିରୋଜ ମିଶ୍ର : ଏକ ମାଲ୍ ବୋଝେଇ ଗାଡ଼ିରୁ ଜିନିଷପତ୍ର ଅନଲୋଡିଂ ବେଳେ ଜିଲ୍ଲା ବଣିକ ସଂଘ ଓ ହେମାଲ ସଂଘ ଗତକାଲି ମୁହାଁମୁହିଁ ହୋଇଥିଲେ । ଏ ନେଇ ବଣିକ ସଂଘ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ପୋଲିସ ପିସିଆର ଗାଡ଼ି ବିଳମ୍ବରେ ପହଞ୍ଚିବା ଓ ଟାଉନଥାନା ଅଧିକାରୀ ବଣିକ…
ଭକ୍ତଙ୍କ ମୁହଁରେ ସ୍ୱାୟତ୍ତତାର ସ୍ୱର : : ଦେଲେ ଚେତାବନୀ
କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳ ଗଠନ କରାଯାଉ
ନହେଲେ ନ୍ୟାଯ୍ୟ ଦାବି ପାଇଁ ହେବ ଦୁର୍ବାର ଆନ୍ଦୋଳନ
କଳାହାଣ୍ଡି/ଜୁନାଗଡ଼(ଆଦିତ୍ୟ ମହାନ୍ତି) : କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଅଞ୍ଚଳ ଗଠନ ଦାବୀରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ସମ୍ବିଲନୀ କଳାହାଣ୍ଡି ଜିଲ୍ଲା…
ବର୍ ହା ମାଂସ ଜବତ, ୨ ଶିକାରୀ ଗିରଫ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ସିନାପାଲି -ସାରସଦାଦର ରାସ୍ତାରୁ ବନ ବିଭାଗର ପାଟ୍ରୋଲଂ ଟିମ ଦଳ ବାର୍ ହା ମାଂସ ଚାଲାଣ କରୁଥିବା ବେଲ ଦୁଇ ଜଣ ଶିକାରୀ ଙ୍କୁ ଗିରଫ କରିଛନ୍ତି ।…