Sign in
Sign in
Recover your password.
A password will be e-mailed to you.
ବିଜେଡି ପକ୍ଷରୁ ସାମାଜିକ ସଚେତନତା
ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚେରୁଆପଡା ଠାରେ ବିଜୁ ଜନତା ଦଳ ତରଫ ରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଜେଡି ର ସମ୍ବଲପୁର ଜିଲ୍ଲା ପାଇଁ…
ଲଜ୍ଜ୍ଯା-ଲଇଡାରେ ଦିବ୍ୟାଙ୍ଗ ବାଳିକାଙ୍କୁ ଦୁଷ୍କର୍ମ
ସମ୍ବଲପୁର,ରେଙ୍ଗାଲି (ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦିନ ୯ଟା ସମୟ ରେ ରଙ୍ଗଟିକ୍ରା ରେ ଥିବା ଲାଇଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟେ ରହୁଥିବା ଏକ ହରିଜନ ପରିବାର ର…
ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ: କୋଭିଡ-୧୯ ପାଇଁ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନ ରେ । ଘରେ ରହିବା, ସାମାଜିକ ଦୂରତା, ସ୍ୱଚ୍ଛତା ହିଁ ଏହି କରୋନା ଭୁତାଣୁ ସଂକ୍ରମଣ କୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ…
ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ
ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟନାୟକ ଙ୍କ ଆହ୍ୱାନ କ୍ରମେ କ୍ରମେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ତତ୍ୱାବଧାନରେ ସୁନ୍ଦରଗଡ଼ ସଦର ବ୍ଲକ ସଭାପତି ତଥା ବ୍ଲକ…
ନୂଆପଡାରେ ବଢି ଚାଲିଛି କରୋନା ପଜିଟିଭ :ଆଜିକୁ ମିଶାଇ ୧୪ ଜଣ ପଜିଟିଭ
ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସମସ୍ତ ୫ ଟି ବ୍ଲକରେ ଆଜିକୁ ମିଶାଇ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଆଜି ଏକ ଆହୁତ ସମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ…
କୃଷି ମନ୍ତ୍ରୀଙ୍କ ତାଗିଦ : ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡ଼ିବା ମନା
http://www.youtube.com/watch?v=UdvnFGP6Mak
ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ
ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି
ଖିଲାପକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା…
ଦେବଗଡ଼ ଜ଼ିଲ୍ଲା କରୋନା ଆକ୍ରାନ୍ତ ଶିକ୍ଷକଙ୍କ ଜମନକିରା ଲିଙ୍କ :ଡାକ୍ତରଙ୍କ ସମେତ ସଙ୍ଗରୋଧରେ ୩୩ ଜଣ
ବ୍ୟବସାୟୀ ସଂଘର ସଟଡାଉନ ଦାବୀକୁ ପ୍ରଶାସନର ଅଣ ଦେଖା !
ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୀମାନ୍ତ ରେ ଅବସ୍ଥିତ ଦେବଗଡ଼ ଜିଲ୍ଲା ଅଧିନସ୍ଥ ତେଲେଇବଣି ବ୍ଲକ ର ସଡୋ ଗ୍ରାମରେ ସରକାର ଙ୍କ ନିର୍ଦେଶ କ୍ରମେ ଦେବଗଡ଼ ଜିଲ୍ଲା ପ୍ରଶାସନ ପରିଚାଳିତ କରୋନା…
କରୋନା ଜାଲରୁ ମୁକୁଳିଲେ ୭୯ ଜଣ |
ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ପୁଣି କରୋନା ଜାଲରୁ ମୁକୁଳିଲେ ୭୯ ଜଣ | | ଆଜି ସେମାନଙ୍କୁ ହସପିଟାଲରୁ ମୁକ୍ତି ମିଳିଛି | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ଭିତରେ ଗଞ୍ଜାମର ୧୧, ଯାଜପୁରର ୫ ଜଣ, ବାଲେଶ୍ୱରର ୧୭ ଜଣ, କଟକର ୪ଜଣ , ପୁରୀର ୭ ଜଣ, ଭଦ୍ରକର ୨୮ ଜଣ, କେନ୍ଦୁଝରର ୩ ଜଣ…
ପୁଣି ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ
http://www.youtube.com/watch?v=9Ik9Iimuojw
ସାମାଜିକ ଦୂରତ୍ୱ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର( ଶାସକ ପ୍ରଶାସକ) : ପୁଣି ଆରମ୍ଭ ହେବ କରୋନା ଲକ ଡାଉନ ଯୋଗୁ ଅଟକି ରହିଥିବା ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ…
ହୋଟେଲଗୁଡ଼ିକର ଷ୍ଟାର ରେଟିଙ୍ଗ ଓ ବର୍ଗୀକରଣ ଅବଧି ଜୁନ 30 ପର୍ଯ୍ୟନ୍ତ ବଢ଼ିଲା
ଟ୍ରାଭେଲ ଏଜେଣ୍ଟ, ଟୁର ଅପରେଟରମାନଙ୍କୁ ମଧ୍ୟ 6 ମାସ ପାଇଁ ମହଲତ
ନୂଆଦିଲ୍ଲୀ : ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ଶ୍ରେଣୀର ପର୍ଯ୍ୟଟକମାନଙ୍କ ରହିବା କ୍ଷମତାକୁ ବିଚାରକୁ ନେଇ ହୋଟେଲଗୁଡ଼ିକୁ ତାରକା ମାନ୍ୟତା ପ୍ରଦାନ କରିଥାଏ । ଏହି ପଦ୍ଧତି ଅନୁସାରେ ହୋଟେଲଗୁଡିକୁ ଏକ ତାରକାରୁ ତିନି…