ଚମ୍ପୁଆରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ

ଚମ୍ପୁଆ,(ଶାସକ ପ୍ରଶାସକ) : ଚମ୍ପୁଆ ଏନ୍ଏସିରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିିଙ୍କ ଘର ଚମ୍ପୁଆ ଅଂଚଳରେ ହୋଇଥିବାବେଳେ ତାଙ୍କର ବୟସ ୧୭ ବର୍ଷ । ସେ କିଛିଦିନ ତଳେ ଉତ୍ତରପ୍ରଦେଶର ସାହାରନପୁରରୁ ଫେରିଥିଲେ । ସେଠାରେ ସେ ପାଠ ପଢୁଥିଲେ ବୋଲି ସୂଚନା ମିଳିଛି ।…

ହୋମ କ୍ଵରେଣ୍ଟାଇନରେ ଥିବାବେଳେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ବାରିପଦା (ଦିଲ୍ଲୀପ ମହାନ୍ତି )- ସଙ୍ଗରୋଧ କେନ୍ଦ୍ରରୁ ଫେରି ନିଜ ଘରେ ସଙ୍ଗରୋଧ ରହୁଥିବା ଜଣେ ଯୁବକଙ୍କ ଆଜି ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବେତନଟୀ ଥାନା ତାରାଶୋଳ ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୫୫)। ପରେଶ ଗୁଜରାଟ ରାଜ୍ୟ ଉଚ୍ଚିମଣ୍ତଳରେ କାମ କରୁଥିଲେ ଏବଂ ଗତ…

କରୋନା ସକ୍ରିୟ ଓ ସୁସ୍ଥଙ୍କ ମଧ୍ୟରେ କମୁଛି ବ୍ୟବଧାନ

 ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ ଭୁବନେଶ୍ୱର :  ଆଜି ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥବା ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ…

ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହ୍ରାସ ପାଇବ  ରୌଦ୍ର ତାପ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।  ଶୁକ୍ରବାର ଓ ଶନିବାର…

କାର୍ଯ୍ୟାଦେଶ ଦେବା ଲୋକ ଅନ୍ଧ ନା ଉଦ୍ଦେଶ୍ୟ ମନ୍ଦ !

 କୋଠ ଜମିରେ ମନରେଗା ଅର୍ଥରେ ଫାର୍ମ ପୋଖରୀ ଖୋଳା  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତରେ କୋଠ ଜାଗାରେ ପୋଖରୀ ଖୋଳାକୁ ନେଇ ମୋ ସରକାର, ୫ଟି ସଚିବ , ବିଡିଓ ଓଡ଼ଗାଁ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ…

ମରୁଭୂମିରେ ବର୍ଷା ପରି : ଟିକେ କଷ୍ଟଲି ହେଲା ସିନା,ଶୋଷିଲା ଥିଲେ ପିଇ ଗଲେ

 ଗୋଟାଏ ଦିନରେ  ୭୫୧.୨୨୯ ବଲକ୍ ଲିଟର ଲିକର ଓ ୯୫୦.୩୨୫ ବଲକ୍ ଲିଟର ବିୟର ବିକ୍ରି ମଦ ଉପରେ ଥିବା ଏମଆରପିଠାରୁ ବହୁ ଅଧିକ ମୂଲ୍ୟ ଆଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଗତ ମାର୍ଚ୍ଚ ୨୪ ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସରକାରୀ…

ଲକ ଡାଉନ ପରଠାରୁ ଗ୍ରାଉଣ୍ଡ ଜିରୋରେ, ଲୋକଙ୍କ ସାଙ୍ଗରେ ସବୁବେଳେ ସୁଖରେ ଦୁଃଖରେ

 କରୋନା ଲଢ଼େଇରେ ଲଢୁଆ ଉପଜିଲ୍ଲାପାଳ, ପ୍ରଶଂସା କରୁଛି ପୁରା ଉପଖଣ୍ଡ ବରଗଡ :- ଏମିତିରେ ବି ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇଥଲେ | ଲୋକଙ୍କ ପାଖରେ ସରକାରଙ୍କ ସୁବିଧା ସୁଯୋଗ କେମିତି ପହଂଚିବ ସେଥିପାଇଁ ସବୁବେଳେ ଯତ୍ନବାନ ରହିଆସୁଥିଲେ | ହେଲେ କୋରୋନା ଭୁତାଣୁ ଆସିଲା ଦିନଠୁ ତା ମୁକାବିଲା…

ଦୁତିକେଶ୍ୱର ମହାଦେବଙ୍କ ପୀଠରେ ଶିବ ବିବାହ ଉତ୍ସବ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ସନ୍ନିକଟ ଜାମୁପାଟଣାର ଶୁଳିଆ ପାଦଦେଶରେ ବିଜେ  ପ୍ରଭୁ ଶ୍ରୀଶ୍ରୀ ଦୁତିକେଶ୍ୱର ମହାଦେବଙ୍କ ପୀଠରେ ପ୍ରଥା ଓ ପରମ୍ପରାକୁ ରକ୍ଷାକରିବା ପାଇଁ ସାମାଜିକ ଦୁରତା ମଧ୍ୟରେ ଶିବ ବିବାହ ଉତ୍ସବ  ବିଧି ପାଳିତ ହୋଇଯାଇଛି । ଆଜିର ପବିତ୍ର…

 “ସ୍ନାନଯାତ୍ରା ପାଇଁ ରାତି ଗୋଟାଏରୁ ପହଣ୍ଡି” 

ସେବାୟତଙ୍କ ମତ ସମ୍ପର୍କରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ/ ଶାସକ ପ୍ରଶାସକ : ଚଳିତବର୍ଷ ସ୍ନାନଯାତ୍ରା ପାଇଁ  ରାତି ଗୋଟାଏରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । କରୋନା ପରିପ୍ରେକ୍ଷୀରେ ନୀତି ନିର୍ଘଣ୍ଟରେ ଏଭଳି ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…

ଦ୍ୱାରଶୁଣି ଘାଟିରେ କାର ଓ ଅଟୋ ଧକ୍କା

ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱାରଶୁଣି ଘାଟିରେ ସଡକ ଦୁର୍ଘଟଣା ଥମିବାର ନାମ ନେଉନି। ମୟୂରଭଞ୍ଜ ଜିଲ୍ଲାର ୪୯ ନଂ ଜାତୀୟ ରାଜପଥରେ ଅବସ୍ଥିତ ଦ୍ୱାରଶୁଣି ଘାଟିରେ ଘଟିଯାଇଛି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାରି ଗୁରୁତ୍ତର, ଚାରି ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ଏକ…