୭୧ତମ ବନ ମହୋତ୍ସବ ପାଳନ କଲେ ପାହାଡେସ୍ୱର ବିକାଶ ପରିଷଦ ।

0

ଝାରସୁଗୁଡା /ସୁବାଷ ସାହାରେ :  ଝାରସୁଗୁଡ଼ାରେ ଆଜି ସକାଳେ ସ୍ଥାନୀୟ ପାହାଡେଶ୍ୱର ବିକାଶ ପରିଷଦ ଏବଂ ପାହାଡ଼ି ମନ୍ଦିର ନିବାସୀଙ୍କୁ ବନ ବିଭାଗ ୭୧ ତମ ବନ ମହୋତ୍ସବ ଅବସରରେ ଚାରା ଗଛ ବଣ୍ଟନ କରିବାକୁ ଯାଇ ପିଜୁଳି, ଶାଗୁଆନ,କୃଷ୍ଣ ଚୁଡା, ଅଁଳା, ଅମୃତ ଭଣ୍ଡା, ଅଗସ୍ତି, ବଉଳ  ଆଦି ୩୭୦ ଟି ଗଛ ଚାରା ବଣ୍ଟନ କରାଯାଇଥିଲା ଏହି ସମୟରେ ସଂଗ୍ରାମ ମହାନ୍ତି, ତୁଷାର ପଟେଲ, ଲିଙ୍ଗରାଜ ମହାପାତ୍ର, ଗୋପାଳ ପଟେଲ, ଉମେଶ ବେହେରା, ବିଜୟ ଦାସ, ବିକ୍ରମ ସିଂ, ଆଲୋକ ପ୍ରଧାନ, ଶୈଳେନ୍ଦ୍ର ସାହୁ, ଦେବାନନ୍ଦ ବାରିକ,ଅଶୋକ ପୁରୁଆ, ସୁଭମ ରାଉତ ଇତ୍ୟାଦି ଉପସ୍ଥିତ ରହି  ଚାରା ଗଛ ବଣ୍ଟନ ଓ ଲାଗେଇବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.