ସମ୍ବଲପୁରରେ ଶୀତଳଷଷ୍ଠୀ : ଦେବ ଦମ୍ପତି ଙ୍କ ବିବାହ       

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ପାରମ୍ପରିକ ଶୀତଳଷଷ୍ଠୀ ରେ ରୀତିନୀତି ରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବ ଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରା ରେ କନ୍ୟାଘର କୁ ବାହାରି ନାହାନ୍ତି l ବିନା ନାଚ ଗୀତ, ବାଦ୍ୟ ରେ ମହାଦେବ ଙ୍କ…

କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

ଭୁବନେଶ୍ୱର,(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍ରରେ ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ…

କେଜିଏମଏନରେ ଅନ୍ତେବାସୀ ଶିଶୁଙ୍କୁ ମାଡ଼ ଘଟଣା : ଜଣେ  ଅଭିଯୁକ୍ତ ଗିରଫ 

ଅଧ୍ୟକ୍ଷଙ୍କ ହାସ୍ୟାସ୍ପଦ ବୟାନ " ଚୋର ଭାବି ରାତ୍ର ଜଗୁଆଳି ଦୁଇ ପିଲାଙ୍କୁ ମାଡ଼ ମାରିଛି"  ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରୁ ମାତ୍ର କିଛି ଦୂରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପତି ପଦକରେ ସମ୍ମାନିତ ସ୍ବର୍ଗତ ପାର୍ବତୀ ଗିରି ଅନାଥ…

ସବୁ ଦଳର ନେତାଙ୍କ ସହ ଆଲୋଚନା କଲେ ନବୀନ

ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗରେ ଲୋଡିଲେ ସମର୍ଥନ କରୋନାରେ ଆକ୍ରାନ୍ତ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ହେଲେ କଥାବାର୍ତ୍ତା    ଭୁବନେଶ୍ୱର (ଶାସକ ପ୍ରଶାସକ)   ମେ ୩୦ ତାରିଖ ଅପରାହ୍ନ ୫ ତା ୩୦ରେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗରେ…

 ଝାଂଜି ଖରାରେ ଛାଡିଦେଇଗଲା ଗାଡି : ପ୍ରବାସୀ ଶ୍ରମିକଙ୍କୁ ଗାଡିରେ ଆଣି  କ୍ଵାରେଣ୍ଟାଇନରେ ରଖିଲା ପ୍ରଶାସନ ।

ଝାଂଜି ଖରାରେ ଛାଡିଦେଇଗଲା ଗାଡି , ଚାଲି ଚାଲି ଆସୁଥିଲେ ଝାରବନ୍ଧ/ମନୋହର ଦାଶ: ଲକଡାଉନ ଯୋଗୁଁ ଦେଶ ବିଦେଶରେ କାମ ଧନ୍ଦା ଅନ୍ୱେଷଣ ରେ ଯାଇ ଫସି ରହି ଥିବା ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ରାଜ୍ୟ କୁ ସରକାରୀ କିମ୍ବା ବେସରକାରୀ ଭାବେ ଫେରିବାରେ ଲାଗିଛନ୍ତି । ତେଲେଙ୍ଗାନା ରୁ ୧୩ଜଣ…

ଅଜଣା ବ୍ୟକ୍ତି ର ମୃତ ଶବ ଠାବ 

 ସିନପାଲିରୁ ନିରାକାର ମେହେର :  ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ କାପ୍ସି ଗ୍ରାମ ରେଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | କାପ୍ସି ଗାଁ ଦେଇ ବିଜୁ ଏକ୍ସପ୍ରେସ କାମ ଚାଲୁଥିବା ବେଳେ ରାସ୍ତା ର ପାର୍ଶ୍ଵ ରେ ଅଜଣା ବ୍ୟକ୍ତି ର ମୃତ ଦେହ ପଡିରହିଥିବା ର ଦେଖିବାକୁ ମିଳିଛି !ଉକ୍ତ…

ମୋଟ  ଆକ୍ରାନ୍ତଙ୍କ ସଂଖ୍ୟାର ଅଧାରୁ ଅଧିକ ହେଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୬, ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୮୮୭ ରେ  ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଆଉ ୭୫ ଆକ୍ରାନ୍ତ ସୁସ୍ଥ ହେଲେ। ସୁସ୍ଥଙ୍କ ସଂଖ୍ୟା ୮୮୭ ରେ ପହଞ୍ଚିଲା। ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ୧୬୬୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…

ଆଗକୁ ଆମ ପାଇଁ ଆସିପାରେ ଆହୁରି କଠିନ ରାସ୍ତା : ମୁଖ୍ୟମନ୍ତ୍ରୀ 

ମେ ୩୦ ଅପରାହ୍ନ ୫ ତା ୩୦ରେ " ବନ୍ଦେ ଉତ୍କଳ ଜନନୀ"  http://www.youtube.com/watch?v=PvDv1JCPc24 ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଥରେ କହିଥିଲେ ତାଳି-ଥାଳି  ବାଡ଼େଇବାକୁ ....ବାଡେ଼ଇଲେ | ତାପରେ କହିଲେ କ୍ୟାଣ୍ଡେଲ ଟର୍ଚ…

ଅବସରପ୍ରାପ୍ତ ଶିକ୍ଷକଙ୍କ ମହାନତା :  ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ୨୫ ହଜାର ଟଙ୍କା

ଚମ୍ପୁଆ(ଶାସକ ପ୍ରଶାସକ): ମହାମାରୀ କରୋନାର ମୁକାବିଲା ପାଇଁ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ଜଣେ ଅବସରପ୍ରାପ୍ତ ଶିକ୍ଷକ ସହାୟତାର ହାତ ବଢାଇଛନ୍ତି । ନିଜର ସଂଚିତ ଅର୍ଥରୁ ୨୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି…