Sign in
Sign in
Recover your password.
A password will be e-mailed to you.
ରେଢାଖୋଲ ଉପଖଣ୍ଡ ରେ ଜନତା କର୍ଫ୍ୟୁର ପ୍ରଭାବ : ରାସ୍ତାଘାଟ ଶୂନଶାନ୍ ।
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଉପଖଣ୍ଡ ରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଜନତା କର୍ଫ୍ୟୁର ପ୍ରଭାବ ଅାଜି ଦେଖିବାକୁ ମିଳିଛି। ଏ ନେଇ ରେଢାଖୋଲ ଓ ନାକଟିଦେଉଳ ବ୍ଲକରେ ଦୋକାନ ବଜାର ବନ୍ଦ ରହିଛି। କେତୋଟି ଅତ୍ୟାବଶ୍ୟକ…
କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ
(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତର ବେଲାଦୁଲା ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ କରୋନା ଭାଇରସ ପାଇଁ ସଚେତନ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଙ୍କ…
ଜନତା କର୍ଫ୍ୟୁ : ଶଙ୍ଖ ଘଣ୍ଟି ଘଣ୍ଟା ଧ୍ବନିରେ କମ୍ପିଲା ପଦ୍ମପୁର ଉପଖଣ୍ଡ ଗାଁଠୁ ସହର
ପଦ୍ମପୁର(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଫ୍ୟୁ ଆହ୍ବାନକୁ ଚାରିଆଡ଼େ ସମର୍ଥନ ମିଳିଥିବା ଏହି କର୍ଫ୍ୟୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ୫ଟା ୫ମିନିରେ ଲୋକେ ସେମାନଙ୍କ ଘରୁ ବାହାରିକୁ ବାହାର ଘଣ୍ଟ ,ଘଣ୍ଟି ଶଙ୍ଖ, ତାଳି - ଥାଳି ଆଦି ବଜାଯାଇଥିଲେ ।…
ପାଳିଲେ ଜନତା କର୍ଫ୍ୟୁ , ତାଳି ମାରି କୃତଜ୍ଞତା ବି ଜଣାଇଲେ
http://www.youtube.com/watch?v=4MPviQCTgHM
Bhubaneswar (Shasak Prashasak) : ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରୁଛନ୍ତି ରାଜ୍ୟ ସରକାର | ନେଇଛନ୍ତି ସବୁ ପ୍ରକାର ପ୍ରତିଷେଧକ ପଦକ୍ଷେପ | ଘୋଷଣା କରିଛନ୍ତି ଲକ ଡାଉନ | ଆଉ ତା ନିଜ କର୍ତ୍ତବ୍ୟ ଅନୁପାଳନ ଭିତରେ ପାଳିଛନ୍ତି…
ମାର୍ଚ୍ଚ ୩୧ ଯାଏ ସବୁ ଯାତ୍ରୀବାହୀ ଟ୍ରେନ ବାତିଲ
ପାଟଣାଗଡ଼ (ଶାସକ ପ୍ରଶାସକ) ମାର୍ଚ୍ଚ ୩୧ ରାତି ୧୨ଟା ଯାଏ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍ ବାତିଲ ହୋଇଛି | କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବୋର୍ଡର ନେଇଛି ଏହି ନିଷ୍ପତ୍ତି | ସବୁ ଏକ୍ସପ୍ରେସ, ମେଲ୍, ପ୍ରିମିଅମ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍ ବାତିଲ ହୋଇଥିବା କୁହାଯାଇଛି…
ସରକାର ବର୍ଗୀକୃତ କଲେ ବିଭାଗ : କିଏ ଆସିବେ, କିଏ ନଆସିଲେ ଚାଲିବ
୨୫ ବିଭାଗ କର୍ମଚାରୀ ଅଫିସ ନଆସିଲେ ଚଲିବ, ହେଲେ ୫ ଟି ବିଭାଗ ଓ ଏସଆରସି-ଓସଡମା ପାଇଁ ବାଧ୍ୟତାମୂଳକ
ଭୁବନେଶ୍ୱର:ରାଜ୍ୟରେ କାରଣ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ରାଜ୍ୟର ୫ଟି ଜିଲ୍ଲା ଏବଂ ୮ଟି ସହରରେ ଲାଗୁ କାରାଯାଇଛି ଲକ୍ ଡାଉନ୍ । ୨୨ ତାରିଖରୁ…
ମହାମାରୀ କରୋନାର ମିଳିତ ମୁକାବିଲା ପାଇଁ ପାରଳାଖେମୁଣ୍ଡିବାସୀଙ୍କୁ ଆହ୍ୱାନ ଦେଲେ ପାରଳା ବିଧାୟକ ନାରାୟଣ ରାଓ…
http://www.youtube.com/watch?v=FUbOFwMdooE
ମୂଲ୍ୟବାନ କାଠ ସହ ମିନିଟ୍ରକ ଓ ବାଇକ ଜବତ, ୪ ଗିରଫ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ ମୂଲ୍ୟବାନ କାଠ ବୋଝେଇ ୪୦୭ ମିନିଟ୍ରକ, ଏକ ବାଇକ ଜବତ କରବା ସହ କାଠ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଓଏଜି ୬୧୭୭ ନମ୍ବର ୪୦୭ ମିନି ଟ୍ରକରେ ଶଗୁଆନ, ଶାଳ, ହଳନ୍ଦ, ଜାମ…
ବୁଗୁଡା ବ୍ଲକ ଓ ସହରରେ ଜନତା କର୍ଫ୍ୟୁ ପ୍ରତି ସ୍ୱତଃସ୍ଫୁର୍ତ୍ତ ସମର୍ଥନ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଇଥିବା ଆହ୍ୱାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସହଯୋଗ…
ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚତେନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା…