କନ୍ଧମାଳ ସାଂସଦଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ

ବୁଲି ଦେଖିଲେ କୋଭିଡ୍‍ ହସ୍‍ପିଟାଲ୍‍ ଏବଂ କ୍ୱାରେଣ୍ଟାଇନ୍‍ ସେଣ୍ଟର  ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଯୋଗଦେଲେ  ଫୁଲବାଣୀ(ଗଗନ କୁମାର ପ୍ରଧାନ) : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପରିଦର୍ଶନ କରିଛନ୍ତି । ଏହି…

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଏକ ହୋଇ ସାମିଲ ହେବାକୁ ବିଜେପି ସଭାପତିଙ୍କ ଆହ୍ବାନ 

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ ଭୂବନେଶ୍ୱର,(ଶାସକ ପ୍ରଶାସକ) : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ…

୨୮ ମେ’ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୩୭୩୬  “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ। 

ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 50 ଲକ୍ଷ ପ୍ରବାସୀ ଯାତ୍ରୀଙ୍କୁ 85 ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ 1.25 କୋଟି ପାଣି ବୋତଲ ବାଣ୍ଟିଛି ଭାରତୀୟ ରେଳ ନୂଆଦିଲ୍ଲୀ (ଏସପିବି) ଭାରତୀୟ ରେଳ ମେ’ ୦୧, ୨୦୨୦ରୁ ଆଜିସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ…

 ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବିପତ୍ର 

ବଲାଙ୍ଗୀର/ ନିରୋଜ ମିଶ୍ର :: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଜିଲା ସଭାପତି ଓ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ…

ବେଆଇନ ଭାବେ କଫ ସିରଫ ବିକ୍ରି ଅଭିଯୋଗ : ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ ନିରୋଜ ମିଶ୍ର :  ବେଆଇନ ଭାବେ କଫ ସିରଫ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଇଁନ୍ତଲା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବଲାଙ୍ଗିର ସୁଦପଡା ସହରର ଅଭିଷେକ ଦୋରା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୯୭ଟି ଠିପି…

 ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ ଭୂସ୍ବର୍ଗ 

କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ  http://www.youtube.com/watch?v=iTe0TykKY4E  କଟକ (ପି .ମହାନ୍ତି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କିଶୋରନଗର ତହସିଲ ଅନ୍ତର୍ଗତ ସୁକପାଇକା ନଦୀପଠା ଦିର୍ଘ ଦିନ ଧରି ଇଟାଭାଟି ମାଫିଆଙ୍କ କବଜାରେ ରହିଛି | ତୁରନ୍ତ…

ହୀରାକୁଦଠାରେ ବିଜୁ ଜନତା ଦଳ ତରଫରୁ କରୋନା ସଚେତନତା, ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ  ଲରପଙ୍କ ନିକଟସ୍ଥ ଭଙ୍ଗାମୁଣ୍ଡା ଠାରେ ଆଜି ବିଜୁ ଜନତା ଦଳ ତରଫ ରୁ କରୋନା ସଚେତନତା,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ସାମଗ୍ରୀ  ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  I  ଏହି…

 ସାବଧାନ : ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଛୁଁଇଲା କରୋନା 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ ଉଭୟ ପୁରୁଷ ଏବଂ ବୟସ ୨୨ ଏବଂ ୨୬ ଏବଂ ସେମାନେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଧନକଡଡା ବ୍ଲକ କରଡୋଲା ଏବଂ ବସନ୍ତପୁର ପଂଚାୟତର  ବୋଲି ଜଣାପଡିଛି l ୨୨ ବର୍ଷ ଯୁବକ ଜଣକ…

ରେଙ୍ଗାଲିରେ ଅନ ଲାଇନ ମଦ ବିକ୍ରି ଆରମ୍ଭ

ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ଅବକାରୀ ବିଭାଗର ସତର୍କ ଦୃଷ୍ଟି । ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ):   କରୋନା ମହାମାରି ପାଇଁ ଆଜିକୁ ପ୍ରାୟ ଦୁଇ ମାସ ହେବ ସଂପୂର୍ଣ୍ଣ ବନ୍ଦ ଥିବା ବିଦେଶୀ ମଦ ଦୋକାନ ଆଜି ଠାରୁ ଅନ ଲାଇନରେ ମଦ ବିକ୍ରି ଆରମ୍ଭ କରିଛି।ଦୋକାନ ସାମନାରେ…

ପରଲୋକର ବରିଷ୍ଠ ଗାନ୍ଧୀବାଦୀ ନେତା ଘାଶିରାମ ମହନ୍ତ

ସମ୍ବଲପୁର/ରେଙ୍ଗାଲି(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗଣେଶନଗର ନିବାସୀ ବରିଷ୍ଠ ଗାନ୍ଧୀ ବାଦୀ ନେତା ଘାଶିରାମ ମହନ୍ତଙ୍କ ୭୪ ବୟସରେ ବୁଧବାର ରାତ୍ରି ୧୧ଟା ସମୟରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ…