ଜନସାଧାରଣଙ୍କ ସେବାରେ ଯୁବ ସମାଜ ସେବୀ ଦିଲ୍ଲିପ କୁମାର ଦାଶ

0

ପଦ୍ମପୁର:- ବିଭିନ୍ନ ସ୍ତରରେ ଜନସାଧାରଣ ଙ୍କୁ  ସେବା କାର୍ଯ୍ୟ ଯୋଗେଇ ଆସୁଥିବା  ବରଗଡ ଜିଲ୍ଲା ପଦ୍ମପୁର ଅଂଚଳ ର ଦିଲ୍ଲିପ କୁମାର ଦାସ ଙ୍କ ତତ୍ୱାବଧାନ ରେ ବିଜେପୁର ସ୍ଥିତ ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀ ମାନଙ୍କୁ ଶୁଖିଲାଖାଦ୍ୟ ସାମଗ୍ରୀ ସହ ମାକ୍ସ ନିଜ ହସ୍ତ ରେ  ପରିଧାନ କରାଇବା ସାଙ୍ଗକୁ ମହାମାରୀ ରୂପରେ ଦ୍ରୁତଗତି ରେ ମାଡି ଚାଲିଥିବା କରୋନା ଠୁ ନିଜେନିଜ କୁ ସଚେତନ ହୋଇ ଦୂରେଇ ରହିବାକୁ ବୁଝାଇଥିଲୋ ସଦାବେଳେ ମାକ୍ସ ବ୍ୟବହାର ,ସାମାଜିକ ଦୂରତା ଅବଲମ୍ବନ ସହ ହାତ ମୁହଁ କୁ ବାରମ୍ବାର ଧୋଇବା କୁ ପରାମର୍ଶ ପ୍ରଦାନ କରିଥିଲେ | ଏପରିପେକ୍ଷୀ ରେ ଶ୍ରାବଣ ଭୋଇ,ଆନନ୍ଦ ମୁଆଣି,ପ୍ରଦୀପ ପଟେଲ,ଯଶୋବନ୍ତ ପ୍ରଧାନ,ଆଦିତ୍ୟ ପ୍ରଧାନ,ଦଶରଥ ପ୍ରଧାନ ପ୍ରମୁଖ ବଣ୍ଟନ କାର୍ଯରେ ନିୟୋଜିତ ହୋଇଥିଲୋ ଶେଷ ରେ ଏଭଳି ମହତ ପ୍ରୟାସ କୁ ଅନାଥା ବୃଦ୍ଧାଶ୍ରମ ର ମୁଖ୍ୟପରିଚାଳକ ଜଳଧର ପଟେଲ ପ୍ରଶଂସା କରିବା ସହ ତାଙ୍କ ସମସ୍ତ ସହଯୋଗୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

 

Leave A Reply

Your email address will not be published.