Sign in
Sign in
Recover your password.
A password will be e-mailed to you.
ବୁଗୁଡା : ମୋଟ ପଞ୍ଜୀକୃତ ୧୧୨୯, ଏଥିରେ ଅଛନ୍ତି ୫ ବିଦେଶୀ ଫେରନ୍ତା
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ ଓ ବୁଗୁଡା ଏନଏସିରେ ବାହାର ରାଜ୍ୟରୁ ଆସିଥିବା ୧୧୨୪ ଜଣ ବ୍ୟକ୍ତି ଓ ବାହାର ଦେଶରୁ ଆସିଥିବା ୫ ଜଣ ବ୍ୟକ୍ତି, ଏହିପରି ମୋଟ ୧୧୨୯ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି। ବୁଗୁଡା…
ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ଅରୁଣ ଦେଲେ ତିନିମାସର ଦରମା
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର…
ଡାକ୍ତର-ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ : କହିଲେ ରାଜ୍ୟବାସୀ ଓ ଦେଶ ଆପଣମାନଙ୍କ ସାଥିରେ
http://www.youtube.com/watch?v=I4qci985Gfc
ଭୁବନେଶ୍ୱର( ଶାସକ ପ୍ରଶାସକ) : ନିଜ ପରିବାରକୁ ପଛରେ ପକାଇ କରୋନାକୁ ପ୍ରତିହତ କରିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବା ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ | ସେମାନଙ୍କ ସେବାକୁ ଅତୁଳନୀୟ ବୋଲି…
ଗାଲୁଆଙ୍କୁ ସାବାଡ କରିବାକୁ ଜିଲାପାଳ ଧଇଲେ ଠେଙ୍ଗା
http://www.youtube.com/watch?v=QJmGl8oKQuU
ଭୁବନେଶ୍ୱର(ଶାସକ ପ୍ରଶାସକ) : କଥାରେ ଅଛି ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ । କରୋନା ନେଇ କୋଉ ସ୍ଥିତିରେ ପହଞ୍ଚାଇଲାଣି । କେତେଲୋକ ମଲେଣି । ୧୯୬ ଦେଶରେ ଆତଙ୍କ ସୃଷ୍ଟି କଲାଣି ! ଆଗକୁ ବିକଟ ପରିସ୍ଥ୍ତି ଆସିବାର ଆଶଙ୍କା…
କରୋନା ପିଡୀତଙ୍କ ପାଇଁ ବବି ଖୋଲିଦେଲେ ହାତ
କରୋନା ମୁକାବିଲା ପାଇଁ ଗୋଟିଏ ବର୍ଷର ହାତ ପାଣ୍ଠି ଖର୍ଚ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଦେଲେ ସ୍ଵ-ଅଧିକାର
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମହା ସଂଗ୍ରାମରେ ସାମିଲ ହୋଇ ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର…
ସିଏମଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର…
କରୋନା ଜନିତ ଆତଙ୍କ ଓ ଜଟିଳତା ସତ୍ତ୍ୱେ ସାହାଯ୍ୟ ପାଇଁ ଆଗେଇ ଆସିଲା ଓଡିଶା-ମୋ ପରିବାର
http://www.youtube.com/watch?v=5DHUy3l1VPM
ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାରୁ ଘରକୁ ନିରାପଦରେ ଫେରିଲେ ୭୦ ଜଣ ଶ୍ରମିକ
ଭୁବନେଶ୍ୱର(ଶାସକ ପ୍ରଶାସକ) ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ ୭୦ ଜଣ…
ମଧ୍ୟରାତ୍ରିରୁ ଲାଗୁ ହେଲା “ଲକ୍ ଡାଉନ୍”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରାଯିବା ଏବଂ ଏଥିପ୍ରତି ସତର୍କତାର ସହ ଜିଲ୍ଲାବାସୀଙ୍କୁ ଅଧିକ ସୁରକ୍ଷିତ ରଖିବା ଏବଂ କରୋନା ଭୁତାଣୁ ସଂକ୍ରମିତ ନ ହେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାବ୍ୟାପି ଆଜିରାତ୍ରିରୁ…

ବୁଗୁଡା : ମଙ୍ଗଳବାର ଅପରାହ୍ନ ୨ ଘଣ୍ଟା ସୁଦ୍ଧା ଅନ୍ୟ ରାଜ୍ୟରୁ ଆସିଥିବା ୩୬୬ ଜଣ ପଞ୍ଜୀକୃତ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଅନ୍ୟ ରାଜ୍ୟରୁ ବୁଗୁଡା ବ୍ଲକକୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ସୋମବାର ଦିନ ୨୯୬ ଜଣ ପଞ୍ଜୀକୃତ କରିଥିବା ବେଳେ ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ଆଉ ୭୦ଜଣ ପଞ୍ଜୀକୃତ ହୋଇ ମୋଟ ୩୬୬ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ପଞ୍ଜୀକୃତ ବ୍ୟକ୍ତିଙ୍କ ଠାରେ…