Sign in
Sign in
Recover your password.
A password will be e-mailed to you.
ନର୍ଦ୍ଦମା ମଧ୍ୟରେ ଯାଇଥିବା ସପ୍ଲାଏ ପାଣି ପାଇପ ସ୍ଥାନାନ୍ତରିତ ତଥା ପିଇବା ପାଣିର ସୁବ୍ୟବସ୍ଥା ପାଇଁ ବିଜେପି ପକ୍ଷରୁ…
ପଦ୍ମପୁର-ପଦ୍ମପୁର ଏନ.ଏ.ସି. ରେ ବସବାସ କରୁଥିବା ଆବାଳ ବୃଦ୍ଧ ବନିତା ତଥା ଜନ ସାଧାରଣଙ୍କ ବ୍ୟବହାର ସକାଶେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆ ଯାଇଥିବା ପାଣି ପାଇପ ଅନେକ ବର୍ଷ ହେଲା କୌଣସି ପ୍ରକାର ମରାମତି କରାଯାଇନାହିଁ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ ତଥା କର୍ମଚାରୀ ମାନଙ୍କ…
ହାତୀ ଆକ୍ରମଣରେ ଚାଲିଗଲା ଆଉ ଜଣଙ୍କ ଜୀବନ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ଥାନା ହିତସରା ଗ୍ରାମର ପ୍ରମିଳା ଦେହୁରୀ । ସେ ଆଜି…
ରାସନ୍ କାର୍ଡ ହିତାଧିକାରୀଙ୍କୁ ମିଳୁନି ଡାଲି!
ଟିଟିଲାଗଡ , ମୁରିବହାଲ୍ (ଗୌରବ ଦର୍ଜୀ):ଦେଶରେ ଲକ ଡାଉନ ସମୟରେ ଗରୀବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏପ୍ରିଲ , ମେ ଓ ଜୁନ ମାସ ପାଇଁ ଜିଲାର ସମସ୍ତ ରାସନ କାର୍ଡଧାରୀ ଗରିବ ପରିବାରଙ୍କୁ ୩କେଜି ଲେଖାଁଏ ହରଡ ଡାଲି ଦେବାକୁ ଘୋଷଣା କରିଥିଲେ।…
ବଜ୍ରପାତରେ ପ୍ରାଣ ହରାଇଲା ୧୨ ବର୍ଷର ଝିଅ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଂଜ ଜିଲ୍ଲା ଜାମୁଦା ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମରେ ଜନୈକ ନାବାଳିକା ଝିଅ ବଜ୍ରପାତରେ ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି ତେଣ୍ଡରା ଗ୍ରାମର ସ୍ବର୍ଗତ ଗୁଲିଆ ଶିର୍କାର ୧୩ ବର୍ଷୀୟା ଝିଅ ଶିବାନି ଶିର୍କା ଗତକାଲି ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ…
କରୋନା ଲଢେଇ : ୩୫ ଜଣ ଅଙ୍ଗନୱାଡି କର୍ମୀ, ଆଶା ଓ ଏଏନମଙ୍କୁ ସମ୍ବର୍ଦ୍ଧନା
ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗିବାହାଲ ଓ ବରତୁଣ୍ତା ଗ୍ରାମ ପଞ୍ଚାୟତ ର କରୋନା ଯୁଦ୍ଧା ଗ୍ରାମର ଝାଙ୍କର ସମେତ ୩୫ ଜଣ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଓ ଏ ଏନ୍ ଏମ୍ ମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧନା କରାଯିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।…
ଅନ୍ୟଠି ଗଡ଼ିଲା, ହେଲେ ଏଠି ଗଡ଼ିଲାନି : ନା ଆସିଲା ନା ଗଲା
ଆଜିଠୁଁ ରାଜ୍ୟରେ ଆରମ୍ଭ ହେଲା ଘରୋଇ ବସ୍ ପରିବହନ
ଜୁନ୍ ପହିଲାରୁ ଫେରିପାରେ ସ୍ବାଭାବିକ ଅବସ୍ଥା
ସମସ୍ତ ଯାତ୍ରୀବାହୀ ବସକୁ ବିଶୋଧନ କରାଯିବ
ବାରିପଦା(ଦିଲ୍ଲୀପ ମହାନ୍ତି ) : ଆଜିଠାରୁ ସମଗ୍ର ରାଜ୍ୟରେ ଘରୋଇ ବସ୍ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ମୟୂରଭଞ୍ଜ…
ମୟୂରଭଞ୍ଜ ସଙ୍ଗରୋଧ କେନ୍ଦ୍ରରୁ ଜଣେ କରୋନା ପଜିଟିଭ ଚିହ୍ନଟ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ୍ ଜୟପୁର ସଂଗରୋଧ କେନ୍ଦ୍ରରେ ଆଉ ଜଣେ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ। ତାମିଲନାଡୁରୁ ଫେରିଥିବା ୨୨ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ମାତ୍ର ସରକାରୀ ଭାବେ ଏହାକୁ ଘୋଷଣା କରାଯାଇନାହିଁ। ଘଟଣାସ୍ଥଳରେ…
ଅଧ୍ୟାପିକା ସୁବ୍ରତା ରାଣୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସମାରୋହ
ପଦ୍ମପୁର,(ଶାସକ ପ୍ରଶାସକ): ବିଜେପୁର ମାଟିର ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି । ତେଣୁ ଏଇ କର୍ମଭୂମି ଉନ୍ନତିରେ ଅଧ୍ୟାପିକା ଡକ୍ଟର ସୁବ୍ରତା ରାଣୀ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିତ କରି ଦେଇଥିଲେ । ଫଳ ସ୍ବରୂପ ଶିକ୍ଷା,ସମାଜସେବୀ, ନିର୍ଭୀକତା,ଆମାୟିକ ବ୍ଯବହାରରେ ସମସ୍ତଙ୍କର ପ୍ରିୟପାତ୍ର…
ରାଇସଲପଦର ଯୁବକ ସଙ୍ଘ ପକ୍ଷରୁ ଗାଇସିଲାଟର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ।
ପଦ୍ମପୁର- ବର୍ତ୍ତମାନ ସମୟରେ ମଣିଷ ଏକ ଅଦୄଶ୍ୟ ଶକ୍ତି ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ଓ ମଣିଷ ଲଢେଇରେ କରୋନାକୁ ଦମନ କରିବା ପାଇଁ ପୋଲିସ କର୍ମଚାରୀ,ହସପିଟାଲ କର୍ମଚାରୀ, ଆଶା,ଅଙ୍ଗନଓ୍ବାଡି କର୍ମୀ, ସଫେଇ କର୍ମଚାରୀ ମାନେ ଯୋଦ୍ଧା ସାଜିଛନ୍ତି ଏବଂ ନିଜ ଜୀବନକୁ ବାଜିରେ ଲଗାଇ ନିଜ…
ସାଇବର ଠକେଇ ସମ୍ପର୍କରେ ଗଜପତି ପୋଲିସ ପକ୍ଷରୁ ଜନଜାଗୃତି
http://www.youtube.com/watch?v=75jmH4qrSrs
ସାଇବର ଠକେଇ ଠାରୁ ଲୋକେ କିଭଳି ନିରାପଦ ରହିବେ ତାକୁ ନେଇ ଏ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ : ଏସପି ସାରା ଶର୍ମା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ…