Sign in
Sign in
Recover your password.
A password will be e-mailed to you.
କରୋନା ଯନ୍ତ୍ରଣା ସାଙ୍ଗକୁ ଦନ୍ତା ଅହନ୍ତା
ସମ୍ବଲପୁର- ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ଏବେ କରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଥିବା ବେଲେ ଲିକ ନାନାଦି ଭାବେ ହନ୍ତସନ୍ତ ହେଉଛନ୍ତି | ହେଲେ ତା ସାଙ୍ଗକୁ ଯନ୍ତ୍ରଣା ବଢ଼ାଇଛନ୍ତି ଏବେ ଦନ୍ତା ହାତୀ | ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ହାତୀ ଆତଙ୍କ କମିବାର…
କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ଷମ ହେଲା 110 ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ
ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ କୋଭିଡ ହସ୍ପିଟାଲ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା…
ରୋଗିଙ୍କ ପାଇଁ ଆଶା ବାଡ଼ି ପାଲଟିଛି “ଜୀବନ ବିନ୍ଦୁ ” : ରକ୍ତଦାନ କଲେ ଜଗତସିଂହପୁର ଵିଧାୟକ।
ଭୁବନେଶ୍ୱର/ ଶାସକ ପ୍ରଶାସକ : ‘କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କରୋନା ଭଳି ବିପତ୍ତି ପାଇଁ…
ସହୃଦୟ ବ୍ୟକ୍ତି ବିଭିନ୍ନ ଗ୍ରାମରେ ମାକ୍ସ ପିନ୍ଧାଇଲେ : ଯୁବ ବ୍ୟବସାୟୀ ମାସ୍କ ପାଇଁ ଦେଲେ ୨୦୦ ମିଟର କପଡା
ବରଗଡ଼- ପାଇକମାଳ ମଙ୍ଗଳ ଟିଭିଏସ ର ମାଲିକ ତଥା ଯୁବ ବ୍ୟବସାୟୀ ସୁମିତ କୁମାର ଅଗ୍ରୱାଲ ଙ୍କ ଉଦ୍ୟମରେ କରୋନା ର ମୁକାବିଲା ପାଇଁ ହାତ ତିଆରି ମାକ୍ସ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଏଥିପାଇଁ ପାଇକମାଳର ଜନେକ ଯୁବ ବ୍ୟବସାୟୀ ସୁନିଲ ଅଗ୍ରୱାଲ ମାକ୍ସ ପାଇଁ ୨୦୦ ମିଟର କପଡା…
ସିଆରପିଏଫ୍ ପକ୍ଷରୁ କରୋନା ସଚେତନତା ତଥା ସହାୟତା ଶିବିର
ପଦ୍ମପୁର - ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଜଗଦଳପୁର ନିକଟସ୍ଥ ଶୁକ୍ଲିପାହାଡ ଗ୍ରାମ ଠାରେ ସ୍ଥାନୀୟ ଇ ୧୮୯ ସିଆରପିଏଫ୍ ତରଫରୁ ସିଭିକ ଏକ୍ସନ ପ୍ରୋଗ୍ରାମ ହୋଇଯାଇଛି । ବର୍ତ୍ତମାନ ସାରା ବିଶ୍ବରେ କରୋନାର ଭୟାବହତା ଦେଖାଦେଇଛି । ଲକ୍ ଡାଉନ ଯୋଗୁଁ ଅସହାୟ ପରିବାର ଅତି ଦୟନୀୟ ସ୍ଥିତିରେ ଦିନ…
ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ଦେହାନ୍ତରେ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଶୋକ
ଭୁବନେଶ୍ୱର(ଶାସକ ପ୍ରଶାସକ)ପୂର୍ବତନ ସାଂସଦ , ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ସନାତନ ବିଶୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ | ଶ୍ରୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ…
19.86 କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ଦିଆଗଲା 9930 କୋଟି ଟଙ୍କା
• ଓଡିଶାର ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କୁ ମିଳିଲା ସହାୟତା
• ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ନବରଙ୍ଗପୁରର ମୁକ୍ତା ଜାନି ଓ ବାଲେଶ୍ଵରର ଲୁଡି ମୁର୍ମୁ
ଭୁବନେଶ୍ୱର/ ନୂଆଦିଲ୍ଲୀ (ଶାସକ ପ୍ରଶାସକ) ମହାମାରୀ କରୋନାର ମୁକାବିଲା ପାଇଁ ଚାଲିଛି ଲକ ଡାଉନର ସମୟ । ଗରିବ ନିରାଶ୍ରୟ…
କଟକ ଷ୍ଟେସନଠାରେ ପହଁଚିଲା ପୋଲିସଙ୍କ ପାଇଁ ଆବଶ୍ୟକ ନିଜସ୍ୱ ସୁରକ୍ଷା ସାମଗ୍ରୀ, ମାସ୍କ ଓ ଗ୍ଲୋବ
ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଭୁତାଣୁର ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ…
ଶ୍ରମିକ ମାନଙ୍କୁ 1500 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କଲେ ବିଧାୟକ ବିଜୟ ରଂଜନ
ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକର 11 ଗୋଟି ପଞ୍ଚାୟତ ବୁଲି ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କର ଦ୍ୱରା ପ୍ରଦାନ କରାଯାଇଥିବା ଭତ୍ତା ବଣ୍ଟନ କରିଛନ୍ତି । ବ୍ଲକର ପାଇକମାଲ, ମିଠାପାଲି, ବରତୁଣ୍ଡା, ଜାମସେଠ , ଛୀଂଦେଇକେଲା,…
ଆଉ ୪ କରୋନା ରୋଗୀ ଭୁବନେଶ୍ୱରରୁ (ଦେଖନ୍ତୁ ଟ୍ରାଭେଲ ହିଷ୍ଟ୍ରୀ ଓ ସତର୍କ ରୁହନ୍ତୁ )
ଭୁବନେଶ୍ୱର : ଆଉ ଚାରି କରୋନା ରୋଗୀ ଚିହ୍ନଟ | ରାଜଧାନୀରେ ଚିହ୍ନଟ ହେଲେ ଏହି ୪ ନୂଆ ରୋଗୀ | ସଂଖ୍ୟା ପହଁଚିଲା ୬୦ ରେ | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଚାରି ଜଣ ରୋଗୀଙ୍କ ତଥ୍ୟ ଅନୁଯାୟୀ ଜଣେ ରୋଗୀ ବମିଖାଲ ଲିଙ୍କ | ଜଣେ ଝାରପଡ଼ାରୁ | ଆଉ ଦୁଇଜଣ ବମିଖାଲ କଣ୍ଟନମେଣ୍ଟ ବେଳେ…