ଦୁଇ ଓଡ଼ିଆ ସହିଦଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା : ଘୋଷଣା କଲେ ୨୫ ଲକ୍ଷ ଟଂକା ଲେଖାଏ…

  ଭୁବନେଶ୍ୱର : ଲଦାଖର ଗୁଲୱାନି ଉପତ୍ୟକାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦେଶମାତୃକା ପାଇଁ  ସେମାନଙ୍କ ବଳିଦାନ ସର୍ବଶ୍ରେଷ୍ଠ ବୋଲି କହିବା ସହ ସାହାସୀକତାକୁ ଅତୁଳନୀୟ ବୋଲି ବର୍ଣନା କରିଛନ୍ତି…

କରୋନା ଲଢ଼େକୁ ଶାଣିତ ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନେଲେ ଦୁଇ ଗୁରୁତ୍ୱପୂର୍ଣ ନିଷ୍ପତ୍ତି 

 ଗ୍ରାମାଞ୍ଚଳରେ କୋଭିଡ କେୟାର ହୋମ : ସହର ଓ ଗାମାଞ୍ଚଳରେ ୱାର୍ଡ କମିଟି  ଭୁବନେଶ୍ୱର :   କରୋନା ବିରୋଧରେ ଲମ୍ବା ଲଢ଼େଇକୁ ଅଧିକ ଶାଣିତ ଓ ନିରାପଦ କରିବା ପାଇଁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଗୋଟିଏ ହେଲା କୋବିଦ କେୟାର ହୋମ…

କୋର୍ଟ ସହ ଜିଲ୍ଲାପାଳ ଓ  ଉପ ଜିଲ୍ଲାପାଳଙ୍କ ଅଫିସ୍ ସିଲ

ପୁରୀ: ୧୮ ନୁଆ କୋଭିଡ୍ କେସ, ସହରରେ ୨ ପଜିଟିଭ ପୁରୀ,(ଅନିମେଶ ପଟ୍ଟନାୟକ): ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଆଜି ୧୮ ନୂଆ ପଜିଟିଭ ପୁରୀରେ ଦେଖାଯାଇଛି । ସେଥିରେ ସହରର ଦୁଇଜଣ ଥିବା ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ…

ଆଜି ସୁସ୍ଥ ହେଲେ  ୭୩ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସୁସ୍ଥ ହୋଇଛନ୍ତି ୭୩ ଜଣ | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଂଚଛି ୩,୦୪୭ରେ | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧,୨୭୭ରେ | ଆଜି ସୁସ୍ଥଙ୍କ ମଧ୍ୟରେ  ବାଲେଶ୍ୱରର ୨, ଭଦ୍ରକ ୯, ବଲାଙ୍ଗିର ୧, କଟକ ୩, ଗଞ୍ଜାମ ୪, ଜଗତସିହଂପୁର ୨,  ଯାଜପୁର ୭,…

  ଗୁଇନ୍ଦା ସଂସ୍ଥା କରାଇଲା ତାଗିଦ : ଏହି ଆପ ବ୍ୟବହାର ନିରାପଦ ନୁହେଁ 

ନୂଆଦିଲ୍ଲୀ :   ଭାରତୀୟ ଗୁଇନ୍ଦା ସଂସ୍ଥା କେତେକ ମୋବାଇଲ ଆପ ବ୍ୟବହାର ନକରିବା ପାଇଁ ଭାରତ  ସରକାରଙ୍କୁ ଓ ଜନସାଧାରଣଙ୍କୁ ଅନୁରୋଧ କରିବାକୁ କହିଛନ୍ତି | କାରଣ ଏ ସବୁ ଆପଗୁଡିକ ଚାଇନା ସହିତ ସମ୍ପର୍କିତ ଆଉ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେ | ଏହି ଆପ ଗୁଡିକ ମାଧ୍ୟମରେ ଵିପୁ;ଲ…

 ଆଖି ବୁଜିଦେଲେ ବିଧାୟକ ମଦନ ମୋହନ  : ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ 

ବାଲେଶ୍ୱର : ବାଲେଶ୍ୱର ସଦର ବିଧାୟକ, ବିଜେପିର ବରିଷ୍ଠ ନେତା ତଥା ଟାଣୁଆ ତୃଣମୂଳ ସଂଗଠକ ଶ୍ରୀ ମଦନ ମୋହନ ଦତ୍ତ ଅକାଳ ଦେହାନ୍ତ ହୋଇଯାଇଛି | ତାଙ୍କ ବିୟୋଗରେ ବାଲେଶ୍ୱର ମାଟି ଜଣେ ଦରଦୀ ଓ ଲୋକପ୍ରିୟ ଜନନେତାଙ୍କୁ ହରାଇଲା l ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ବିଜେପି ସଂଗଠନରେ ବହୁ ପଦପଦବୀ…

ରାଜ୍ୟରେ ଆଜି ୧୭୫ ଜଣ କରୋନା ପଜିଟିଭ  

ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି ଗଜପତି ଜିଲ୍ଲାରୁ  ଭୁବନେଶ୍ୱର:  ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି୧୭୫ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସର୍ବସାଧାରଣ ଅଂଚଳରୁ | ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୪୩୩୮…

ସାଢେ ପାଞ୍ଚଲକ୍ଷ ଫେରିଲେଣି, ଆହୁରି ଫେରିବେ 

ଭୁବନେଶ୍ୱର : କରୋନା ଲକ ଡାଉନ ହଟିବା ପରେ ଏବେ ପ୍ରବାସରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ | ଦେଶର ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଗତକାଲି ୩,୬୩୫ ଜଣ ଓଡ଼ିଆ ଭାଇଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡିକରୁ ଓଡ଼ିଶାକୁ…

ରେକର୍ଡ ଭାଙ୍ଗିଲା କରୋନା :  ଦିନକରେ  ପ୍ରାଣ ହରାଇଲେ ୨୦୦୩ ଜଣ 

ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ |  ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା  ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ଏଥର ସାମୁହିକ ଯୋଗ ନୁହେଁ : “ଘରେ ଯୋଗ, ପରିବାର ସହିତ ଯୋଗ” 

 ଆନ୍ତର୍ଜାତିକ ଯୋଗ ଦିବସ 2020 ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ ନୂଆଦିଲ୍ଲୀ : କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି । ସେଦୃଷ୍ଟିରୁ ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ…