କରୋନା ପ୍ରତିକାର ପାଇଁ କ୍ଷେତରାଜପୁର ଅଞ୍ଚଳରେ ସଚେତନତା 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  କରୋନା ପ୍ରତିକାର ପାଇଁ ମଙ୍ଗଳବାର  କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ଏସଏଚଜି ମହିଳାଙ୍କୁ ନେଇ ସ୍ୱଚ୍ଛତା,ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ…

ଆମେ ଉଭୟ ଜୀବନ ଏବଂ ଜୀବିକା ପ୍ରତି ଗୁରୁତ୍ୱ ଦେବା ଉଚିତ : : ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନଲକ 1.0 ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ •ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ପରୀକ୍ଷା ଏବଂ ଚିହ୍ନଟ ସହିତ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ପ୍ରୋତ୍ସାହନ ଦେବା ଉଚିତ • ଆମେ ପ୍ରତ୍ୟେକ ଜୀବନ ବଂଚାଇବାକୁ ଚେଷ୍ଟା କରିଛୁ; ଦେଶରେ ଆରୋଗ୍ୟ ହାର…

ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା  ଅନ୍ତର୍ଗତ ବୃକ୍ଷରୋପଣ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ବାରା ଏମଜିନରେଗା  ଯୋଜନା ଅନ୍ତର୍ଗତ  ତାଲପାଲି ମିନିଷ୍ଟାଡିୟମ ପରିସରରେ ପାଚେରୀ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ମୃତ୍ୟୁ ଏମିତି ବି ଆସେ : ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ଯାଆ

 ବାରିପଦା (ଶାସକ ପ୍ରଶାସକ) : ମୃତ୍ୟୁ ବି ଏମିତି ଆସେ। ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଯାଆ। ଆଜି ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଘଟିଛି। ମୋରଡ଼ା ଥାନା ମାକୁନ୍ଦ ଗାଁର ସାଲେପା ହାଁସଦା ଓ ଯମୁନା ହାଁସଦା ସମ୍ପର୍କରେ ଦୁଇ ଯାଆ। ଆଜି ସକାଳେ ସେମାନେ…

ମୟୂରଭଞ୍ଜ : ଚିକିତ୍ସାଧୀନ ଥିବା ୭୮ କରୋନା ସଂକ୍ରମିତ ମଧ୍ୟରୁ ସୁସ୍ଥ ହୋଇ ଫେରିଲେ ୧୩

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ରାଜ୍ୟ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରୁ  ୬୫ ଜଣ କରୋନା ସଂକ୍ରମିତମାନେ କୋଭିଡ଼ ହସପିଟାଲରେ ଚିକିତ୍ସା ହେଉଥିଲେ । ଏମାନଙ୍କ ମଧ୍ୟରୁ…

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ନା ଆଉ କିଛି ?

ପାଟଣାଗଡ (ବିମଳ କୁମାର ବାଗ): ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି ଅଚଂଳର ବ୍ରହ୍ମପୁରା ନିକଟସ୍ଥ  ଭାନୁସାଗର ପୋଖରୀର ଅନିତ ଦୂରରେ ଥିବା ଏକ ବବୁଲ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।  ମୃତ ଯୁବକ ଜଣକ କାଦୋପଡାର ସୁନ୍ଦର୍ଯ୍ୟ ଦଲେଇ (୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।…

ହେବ ନାହିଁ ରଥଯାତ୍ରା ଓ ବାହୁଡା଼ ଯାତ୍ରା।

ଟିଟିଲାଗଡ଼ ( ଗୌରବ ଦର୍ଜି)- ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଟିଟିଲାଗଡ ରେ ପାଳିତ ହେଉଥିବା ଜଗତର ନାଥ ଜଗନ୍ନାଥଙ୍କ  ରଥଯାତ୍ରା କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା ଭାଇରସ କୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କତା ମୂଳକ ପନ୍ଥା ଅବଲମ୍ବନ କରି…

ଭଲ ଖବର :  ବିନା ସିମେଣ୍ଟରେ କଂକ୍ରିଟ୍‍ ରାସ୍ତା 

କିଟ୍‍ ଗବେଷଣାଗାରରେ ନୂଆ ଟେକ୍ନୋଲୋଜି : ନିର୍ମାଣ ହେଲା ସିମେଣ୍ଟ ବିହୀନ କଂକ୍ରିଟ୍‍ ରାସ୍ତା ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ…

ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ, /ଅନିମେଶ ପଟ୍ଟନାୟକ: ରଥ ନିର୍ମାଣ ଶେଷ ପ୍ରାୟ।  ରଥଯାତ୍ରାକୁ ୭ ଦିନ ବାକି ଥିବାବେଳେ ଏଯାବତ ରଥଯାତ୍ରାକୁ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର। ରଥଯାତ୍ରାକୁ ନେଇ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ରହିଛି। ଏପଟେ ମଙ୍ଗଳବାର ରଥ ପ୍ରତିଷ୍ଠା କରିବାକୁ ଶ୍ରୀମନ୍ଦିର…

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ମନ୍ତ୍ରଣାଳୟର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ • ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱ • ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ରହିବ ଗୁରୁତ୍ୱପୂର୍ଣ୍ଣ…