Sign in
Sign in
Recover your password.
A password will be e-mailed to you.
ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଅବହେଳା: ପ୍ରତିବାଦ କଲା ବଲାଙ୍ଗୀର ମହିଳା ସଚେତନ ମଞ୍ଚ
ବଲାଙ୍ଗୀର : ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଦୀର୍ଘ ଦିନରୁ ଅବହେଳା ହୋଇ ଆସୁଛି। ଯାହାକୁ ନେଇ ଆଜି ବଲାଙ୍ଗୀର ମହିଳା ସଚେତନ ମଞ୍ଚ ଲିଖିତ ଅଭିଯୋଗ ଆଣିଛନ୍ତି। ଏବଂ ଭୀମଭୋଇ ମେଡ଼ିକାଲ କଲେଜର ସୁପ୍ରିଣ୍ଟଟେଣ୍ଡ ଶ୍ରୀ ମହେନ୍ଦ୍ର ନାଏକ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ…
ପଦାକୁ ବାହାରିଲେ ରାଜକୁମାର : ପ୍ରବାସୀଙ୍କୁ କରିବେ ଆତ୍ମନିର୍ଭର
ବଲାଙ୍ଗୀର/ ନିରୋଜ ମିଶ୍ର :କିଛି ଦିନ ହେବ ନିରବ ଥିଲେ | କରୋନା ସମୟରେ ଏତେ ହୋ ହାଲ୍ଲା ଭିତରେ କୁଆଡେ ନିରବ ହୋଇଯାଇଥିଲେ | ହେଲେ ଏବେ ବାହାରକୁ ବାହାରିଛନ୍ତି ପୂର୍ବତନ ସଂସଦ କଳିକେଶ ନାରାୟଣ ସିଂଦେଓ | ଆଉ ଉଠାଇଛନ୍ତି ପ୍ରବାସୀ ଶ ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରିବାର ବିଡ଼ା | ପ୍ରଥମ…
ତିବ୍ବତର ସ୍ୱାଧୀନତା ହିଁ ସମାଧାନର ଏକମାତ୍ର ବିକଳ୍ପ – ଭିଏଚପି
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏଥିରେ ଜଣେ କର୍ନେଲଙ୍କ ସମେତ 20 ଜଣ ଭାରତୀୟ ସେନା ମୃତ୍ୟବରଣ କରିଛନ୍ତି | ଚୀନର ଏଭଳି ଅନଧିକୃତ ପ୍ରବେଶ ଉଦ୍ୟମକୁ ନେଇ ସାରା ଦେଶବାସୀ ଚିନ୍ତିତ ଥିବା…
ବୁଗୁଡ଼ାରେ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା-ବୁଗୁଡା ପୌର ପରିଷଦ ଅନ୍ତର୍ଗତ ହରିଜନ ସାହି, ନୂଆ ସାହି ଓ ନେଳିଆ ବନ୍ଧ ସାହିରେ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସମୂହ କୋବିଡ଼ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।8 ନ ୱାର୍ଡ ଅନ୍ତର୍ଗତ 87 ଟି ଗୃହର…
ରାଜ୍ୟ ଗାନକୁ କୋଶଲ ସମନ୍ୱୟ ସମିତିର ବିରୋଧ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଲିକା ଦାହ
ପାଟଣାଗଡ (ବିମଲ କୁମାର ବାଗ) : ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡିଶା ସରକାର ରାଜ୍ୟଗାନର ମାନ୍ୟତା ପ୍ରଦାନ କରିବା ପରେ କୋଶଲ ରାଜ୍ୟ ସମନ୍ୱୟ ସମିତି ସମେତ ପଶ୍ଚିମ ଓଡିଶାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସେହି କ୍ରମରେ କୋଶଲ ଯୁବ ସମନ୍ୱୟ ସମିତି ପାଟଣାଗଡ ପକ୍ଷରୁ…
ଏସଏଜଜି ମହିଳାଙ୍କ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ପାଟଣାଗଡ (ବିମଲ କୁମାର ବାଗ): ବିଭିନ୍ନ ମାଇକୋ୍ରଫାଇନାସ କମ୍ପାନିରୁ ରୁଣ ନେଇଥିବା ଏସଏଚଜି ମହିଲା ମାନଙ୍କୁ କମ୍ପାନିର କର୍ମଚାରୀ ମାନେ କିସ୍ତି ପ୍ରଦାନ ଓ ରୁଣ ପରିଷୋଧ ପାଇଁ ଜୋର ଜବରଦସ୍ତ କରୁଥିବା ନେଇ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ବେଳପଡା ଓ ପାଟଣାଗଡ ବ୍ଲକର ଏସଏଚଜି ମହିଲା…
ଭାରତ ସୀମାରେ ସହିଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ବରଗଡ :- ଗତ କାଲି ଭାରତ ଚୀନ ସୀମାରେ ଥିବା ଗଲବାନ ଘାଟିରେ ସହିଦ ହେଇଥିବା ଭାରତୀୟ ସେନାର 20 ଜଣ ବିର ଯବାନ ମାନଙ୍କୁ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ସ୍ଥାନୀୟ ଗାନ୍ଧୀ ଛକ ରେ…
କେଡେ କାଢ଼ୁଆ ୱେସ୍କୋ , ଖୁନ୍ତାମାଲରେ ୮ ଦିନରେ ୮ ଘଣ୍ଟା ବି ରହୁନି ଲାଇନ
ଝାରସୁଗୁଡ଼ା :- ( ସୁବାଷ ସାହାରେ ) ଝାରସୁଗୁଡା ଜିଲ୍ଲା ଲଇକେରା ଗ୍ରୀଡ଼ ଅଞ୍ଚଳରେ ଦୀର୍ଘଦିନ ହେଲା ବିଦ୍ୟୁତର ଲୁଚକାଳି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ବିଶେଷକରି ଖୁନ୍ତାମାଲ ଗ୍ରାମର ବିଦ୍ୟୁତ ସେବା କଥା ନ କହିବା ଭଲ । ଖୁନ୍ତାମାଲ ଅଞ୍ଚଳରେ ପ୍ରତେକ ଦିନ ତାର ଛିଣ୍ଡୁଛି । ଗାଈ…
ମଣିଷ ପ୍ରେମୀ ମନ୍ତ୍ରୀ ସୁଶାନ୍ତଙ୍କୁ ଜନ୍ମଦିନରେ ଉପହାର : କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲା ବିଙ୍ଗ ହ୍ୟୁମାନ
ସୋହେଲା :- ସମସ୍ତେ ଜାଣିଛନ୍ତି ଯେ ମନ୍ତ୍ରୀ ସୁଶାନ୍ତ ସିଂ ଜଣେ ପରୋପକାରୀ ନେତା । ଲୋକଙ୍କ ସେବା ବା ଲୋକଙ୍କୁ ଉପକାର ପାଇଁ ଅବା ଅସହାୟ ଲୋକଙ୍କ ସହାୟତା ପାଇଁ ସବୁବେଳେ ଆଗୁସାର ମନ୍ତ୍ରୀ ସୁଶାନ୍ତ | ଅସୁବିଧା ରେ ପଡିଥିବା କୋଣସି ଲୋକଙ୍କୁ ମଧ୍ୟ ରାତ୍ରିରେ ବି ସାହାଯ୍ୟ କରିବାକୁ ବାହାରି…
ଫ୍ରେଜରପୁର ହତ୍ୟାକାଣ୍ଡ ର ଖୁଲାସା: ପ୍ରେମିକାର ହତ୍ୟା କରି ପ୍ରେମିକ ଜେଲରେ
ବରଗଡ :- ଗତ 11 ତାରିଖ ଦିନ ଫ୍ରେଜରପୁର ନିକଟସ୍ଥ ପଠାରି ଜଙ୍ଗଲରୁ ଏକ ଅଚିହ୍ନ ମହିଳାଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । ମୃତଦେହର ଅନେକ କ୍ଷତ ଚିହ୍ନ ରହିଥିଲା । ମୃତଦେହ ଉଦ୍ଧାର ପରେ ପାଇକମାଲ ଥାନାରେ ud କେଶ ନମ୍ବର 7/20 ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ମୃତଦେହର…