ରଥଯାତ୍ରାକୁ ମିଳିଲା ଅନୁମତି-ସୁପ୍ରିମକୋର୍ଟ,ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ:ସମୀର ମହାନ୍ତି

ଭୁବନେଶ୍ୱର,(ଶାସକ ପ୍ରଶାସକ):ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଛା ଥିଲାା କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ସାଢେ ୪ କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ…

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ : ପ୍ରଧାନମନ୍ତ୍ରୀ ଓ…

"ସାଢେ ୪ କୋଟି ଓଡିଆ ଲୋକଙ୍କ ବିଜୟ" ଭୁବନେଶ୍ୱର(ଶାସକ ପ୍ରଶାସକ)  – ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି…

ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩ କୋଭିଡ ସଂକ୍ରମିତ ଚିହ୍ନଟ। 

ଝାରସୁଗୁଡା (ସୁବାଷ ସାହାରେ)  ଝାରସୁଗୁଡ଼ା ଜିଲ୍ଲାରେ ପୁଣି ତିନୋଟି କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଆସିଛି। ଲକ୍ଷ୍ମୀଧର ଏହି ତିନିଜଣ ବାହାର ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ପ୍ରଥମ ଜଣକ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଯିଏ କି ଗତ ୧୨ ଜୁନରେ ମହାରାଷ୍ଟ୍ରର   ପୁନେରୁ ଆସିଥିଲେ…

କରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ। 

ଝାରସୁଗୁଡା (ସୁବାଷ ସାହାରେ)  ବର୍ତ୍ତମାନ ସମୟରେ କରୋନା ସଂକଟ ସାରା ବିଶ୍ବକୁ ଗ୍ରାସ କରିଛି। ଆମ ଓଡ଼ିଶାରେ ମଧ୍ୟ ୫୦୦୦ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ମାତ୍ର ଅନ୍ୟ ରାଜ୍ୟ ବା ଦେଶ ତୁଳନାରେ ଆମ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅନେକ କମ ଏବଂ ଆରୋଗ୍ୟ ଲାଭ କରୁଥିବା…

ସଂସଦ ଅମର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ଚାଷୀ ସଂଗଠନ ସମନ୍କୟ ସମିତି 

ପଦ୍ମପୁର-ଆଜି ଦିନ ଚାଷୀ ସଂଗଠନ ସମନ୍କୟ ସମିତି ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ସଂପାଦକ ଶ୍ରୀ କିଶୋର ଚନ୍ଦ୍ର ଦେବତାଙ୍କ ନେତୃତ୍ବରେ ଭୁବନେଶ୍ବର ଗ୍ରସ୍ତ କରିଥିଲେ  । ୨୦୧୮ ଓ ୨୦୨୭ ଫସଲ ବୀମା ସମସ୍ୟା ରେ ସାଂସଦ ଅମର ପଟ୍ଟନାୟକଙ୍କ ହସ୍ତକ୍ଷେପ ରେ YCF ଓ ACF ଉଠିଥିବାରୁ ତାଙ୍କୁ…

ପ୍ରାତଃ ୩ଟାରେ ମଙ୍ଗଳ ଆରତି, ୭ଟାରେ ପହଣ୍ଡି : ୧୨ ଟା ୩୦ ରଥ ଟଣା ଆରମ୍ଭ

ରଥଯାତ୍ରା: ଆସିଲା ସୁପ୍ରିମକୋର୍ଟର ଗାଇଡଲାଇନ ସମୀକ୍ଷା ପରେ ଚୁଡାନ୍ତ ହେଲା ମହାପ୍ରଭୁଙ୍କ ନୀତି କାନ୍ତି ପୁରୀ (ଅନିମେଶ ପଟ୍ଟନାୟକ): ସବୁ କଳ୍ପନାର ଅନ୍ତ ଘଟାଇ ରଥଯାତ୍ରା ହେବା ଖବର ସମଗ୍ର ଓଡିଆଙ୍କୁ ଖୁସି ଆଣିଦେଇଛି । ସତ୍ୟର ଜୟ ହୋଇଛି । ପରମ୍ପରା ବଜାୟ ରଖି  ରଥଯାତ୍ରା କରିବାକୁ…

ରଥରେ ରହିବେ ୧୦,  ରଥ ଟାଣିବେ ୫୦୦

http://www.youtube.com/watch?v=JJm23rMWSuY ପୁରୀ (ଅନିମେଶ ପଟ୍ଟନାୟକ) :  ରଥ ଟାଣିବା ବେଳେ ରଥରେ ସେବାୟତମାନେ ରୁହନ୍ତି | ହେଲେ ଏଥର ସେଠି ନେଇ କଟକଣା ଜାରି ହୋଇଛି | ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରଥରେ ମାତ୍ର ୧୦ଜଣ ସେବାୟତ ରହିବେ | ଆଉ ସମସ୍ତ ସେବାୟତ…

 ଜନ୍ମଦିନରେ ୧୫୦ ଗୋଟି ଆମ୍ବ ଗଛ ରୋପଣ କରି ଜନ୍ମଦିନ ପାଳନ କଲେ ରାନୁ ।

ପଦ୍ମପୁର-ବୄକ୍ଷ ରୋପଣ ଦ୍ବାରା ପରିବେଶ ସୁରକ୍ଷିତ  ରହିଥାଏ ଏବଂ ପରିବେଶର ସୌନ୍ଦର୍ଯ୍ୟ ବୄଦ୍ଧି କରିଥାଏ । ଲୋକମାନେ ସାଧାରଣତଃ କୌଣସି ଏକ ଦିନକୁ ସ୍ମରଣୀୟ କରିବା ପାଇଁ ସେହି ଦିନରେ ବୄକ୍ଷ ରୋପଣ କରି ସେହି ବୄକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତି  । ସେହିପରି ପାଇକମାଲ ବ୍ଳକ ପଳସଦା…

ବୁଧବାର ଦିନ ୨ଘଟିକା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ 

ଭୁବନେଶ୍ୱର : ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ ଘୋଷଣା  କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର  ରିଲିଫ କମିଶନର | ଏହି ସମୟରେ ପୁରୀକୁ ଯାତ୍ରୀବାହୀ ବାସ, ଟ୍ରେନ ବା ଅନ୍ୟ ଗାଡ଼ିଙ୍କ ଯାତାୟାତ ଉପରେ କଟକଣା | କେବଳ ଅତ୍ୟାବଶ୍ୟକ  ସେବା…