” ସବୁରି ଉପରେ ମହାପ୍ରଭୁଙ୍କ ଇଛା , ତାଙ୍କର ଇଛା ପାଳନ କରିବାକୁ ପ୍ରସ୍ତୁତ”

http://www.youtube.com/watch?v=Dg6a1WONTBw ସୁପ୍ରିମକୋର୍ଟ ଓ କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର(ମାନସୀ ମିଶ୍ର)  : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ଯୋଗୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି…

ରଥଯାତ୍ରା ତଦାରଖ ପାଇଁ ୩ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ

ଭୁବନେଶ୍ୱର:ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି  ରଥଯାତ୍ରାକୁ ସୁରୁୁଖୁରୁରେ ସାରିବା ପାଇଁ  ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଯଦିଓ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରଥ ଯାତ୍ରାପାଇଁ ବହୁ ପୂର୍ବରୁ  ପ୍ରସ୍ତୁତି…

ଅପେକ୍ଷାର ଅନ୍ତ, ରଥାରୁଢ଼ ହେବେ କାଳିଆ ସାଆନ୍ତ : ପ୍ରଶାସନ ପ୍ରସ୍ତୁତ 

ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ କହି " ଜୟ ଜଗନ୍ନାଥ"  ମୁଖ୍ୟମନ୍ତ୍ରୀ ନେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ : ଡ଼ କୁମାର   ପ୍ରସ୍ତୁତି ଚୂଡାନ୍ତ କରିବାକୁ ପ୍ରଶାସନର ଜାରି ରହିଛି ତତ୍ପରତା…

ମିଳିଲା ଅନୁମତି, ବଡ ଦାଣ୍ଡରେ ଗଡ଼ିବ ତିନି ରଥ

Bhubaneswar(shasak Prashasak) : ରହିଲା ଭକ୍ତଙ୍କ ମାନ | ସଫଳ ହେଲା ରାଜ୍ୟ ଓ  କେନ୍ଦ୍ର ସରକାରଙ୍କ ଉଦ୍ୟମ | ନ୍ୟାୟ  ପାଇଲେ ପୁରୀରେ ରଥଯାତ୍ରା କରିବା ପାଇଁ ଆବେଦନ କରିଥିବା ଆବେଦନକାରୀ | ବଡ ଦାଣ୍ଡରେ ଗଡ଼ିବା ତିନି ରଥ | କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ମାନ୍ୟବର…

କରୋନା : ଆଜି ଚିହ୍ନଟ ଯେତିକି ସୁସ୍ଥ ସେତିକି 

ରାଜ୍ୟରେ କରୋନା ମୁକ୍ତ  ହେଲେ ୧୪୩ ଜଣ  ଭୁବନେଶ୍ୱର : ଆଜି ରାଜ୍ୟରେ ୧୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି କରୋନା ମୁକ୍ତ ହୋଇଛନ୍ତି ୧୪୩ ଜଣ | ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୮୬୩ରେ ପହଂଚିଛି |  ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଂଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ…

ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗୋପାଳକୃଷ୍ଣ ସ୍ମୃତି କଳା  ପରିଷଦ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୭ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ କାରଣ ସାହି ସ୍ଥିତ କବି ଗୋପାଳକୃଷ୍ଣ କୁଟୀର ପରିସରରେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧକ୍ଷତାରେ ନିଡାମ୍ବର ସହକାରେ ଆଜି…

ଝାରସୁଗୁଡ଼ା ଜିଲ୍ଲାର ଚାରୋଟି ଅଞ୍ଚଳ କଣ୍ଟେନମେନ୍ଟ ଜୋନ ଘୋଷିତ।।

ଝାରସୁଗୁଡା /ସୁବାଷ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବ୍ରଜରାଜନଗର ପୌରାଞ୍ଚଳର ଦୁଇଟି ଓ ଝାରସୁଗୁଡ଼ା ପୌରାଞ୍ଚଳରେ ଦୁଇଟି ସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ, ସ୍ବାସ୍ଥ୍ୟ ପରୀକ୍ଷଣ, ସାନିଟାଇଜେସନ ଭଳି କିଛି ଜରୁରୀକାଳୀନ ସେବା…

ଆସିବ ସୁଫଳ , ସ୍ଥିତି ଜଳଜଳ !

ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି, ବଡଦାଣ୍ଡରୁ ହଟିଲା ଉଠାଦୋକାନ ପୁରୀ(ଅନିମେଶ ପଟ୍ଟନାୟକ) : ଭକ୍ତଙ୍କ ଚାପ ଆଉ କାଳିଆ ଠାକୁରଙ୍କ ଲୀଳା ଯୋଗୁ ରଥ ଯାତ୍ରା ବିଧି ପାଳନ ହେବା ପାଇଁ ସୁଫଳ ଆସିବା ଜଳଜଳ ଦେଖାଯାଉଥିବା ବେଳେ ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି। ଏହାସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ…

ଡିଜିପିଙ୍କ ସହ ମୁଖ୍ୟ ସଚିବଙ୍କ ପୁରୀ ଗସ୍ତ

କରିବେ ରଥଯାତ୍ରା ପାଇଁ ଆୟୋଜନ ସ୍ଥିତିର ସମୀକ୍ଷା  ଭୁବନେଶ୍ୱର :  ରଥ ଯାତ୍ରା ବିଧି ଆୟୋଜନ ପାଇଁ ଆଶା ଧୀରେ ଧୀରେ ଉଜ୍ଜ୍ୱଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ | ତାଙ୍କ ସହିତ ପୋଲିସ…

ଗଜପତିଙ୍କ ସହ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ କଥାହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ 

ସୋଲିସିଟର ଜେନେରାଲ ରଥଯାତ୍ରାର ନୀତିକ୍ରାନ୍ତିକୁ ଚାଲୁ ରଖିବା ପାଇଁ ଅଦାଲତରେ କଲେ ନିବେଦନ  ଭୁବନେଶ୍ୱର  : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ…