୬୦ ସାପ  ଛୁଆ ଓ ୪୦ ଅଣ୍ଡା ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୁଆଗାଁ ଗ୍ରାମରେ କିଛି ଛୋଟ ପିଲା ଖେଳୁଥିବା ବେଳେ ଗୋବର ଗଦା ଭିତରେ ଅଣ୍ଡାଗୁଡ଼ିକ ଦେଖିବାକୁ ପାଇଥିଲେ । ଏହି ସମସ୍ତ ଅଣ୍ଡା ସାପ ଦେଇଥିବାର ସନ୍ଦେହ  କରି ସାପ ଧରାଳି କୃଷ୍ଣ ଗୋଚ୍ଛାୟତକୁ ଖବର ଦେଇଥିଲେ…

ସବୁଜ ମୟୂରଭଞ୍ଜ ପକ୍ଷରୁ ଅକ୍ଷିମୁଠି ଅନୁକୂଳ

ବାରିପଦା(ଦିଲ୍ଲୀପ ମହାନ୍ତି )- ବୈଶାଖ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଆସୁଥିବା ବେଳେ ସରକାରୀସ୍ତରରେ ଔପଚାରିକ ଭାବେ କୃଷକ ଦିବସ ରୂପେ ପାଳନ କରାଯାଉଛି । ସେହିପରି କୃଷକମାନେ ଏହି ଦିବସର ଅମୃତ ବେଳାରେ ଅକ୍ଷିମୁଠି(ଅକ୍ଷୟମୁଠି) ଅନୁକୂଳ କରି କୃଷି…

ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ନବୀନ- ଉଦ୍ଧବ ଆଲୋଚନା 

http://www.youtube.com/watch?v=IPi1SOg-hJ8 ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ  ଆଲୋଚନା ଭୁବନେଶ୍ୱର(ଶାସକ ପ୍ରଶାସକ)ଗୁଜୁରାଟରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଆଜି ସକାଳେ ସେଠାକାର …

କୃଷି ମନ୍ତ୍ରୀ କଲେ ଅକ୍ଷିମୁଠି ଅନୁକୂଳ, ରାଜ୍ୟର କୃଷକଙ୍କୁ ଜଣାଇଲେ ଶୁଭେଚ୍ଛା 

 ଭୁବନେଶ୍ୱର( ଶାସକ ପ୍ରଶାସକ)  ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ମହା ଉଲ୍ଲାସ ଭିତରେ । ଏହି ତିଥି କୌଣସି ଅନୁକୂଳ ପାଇଁ ମହାର୍ଘ୍ୟ | ଏହି ତିଥିକୁ ଜଗନ୍ନାଥ ଚାହିଁ ରହିଥାନ୍ତି, ଚାଷୀ ଚାହିଁ ରହିଥାଏ | ଜଗନ୍ନାଥ ଚାହିଁ ରହିଥାନ୍ତି ଯେ ଅକ୍ଷୟତୃତୀୟା ଆସିଲେ ତାଙ୍କର ରଥ…

ପାଇକମାଲ ମାରବାଡ଼ି ଯୁବା ମଞ୍ଚ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ବରଗଡ/ ଶାସକ ପ୍ରଶାସକ  :- ସାରା ବିଶ୍ଵ ବର୍ତମାନ କୋରୋନା କବଳରେ । ଏହା ସହିତ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ତାପ । ସଧାରଣତଃ ପ୍ରତ୍ୟକ୍ଷ ଗ୍ରୀଷ୍ମଋତୁରେ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଥାଏ । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଦେଶ ଲକଡାଉନ ଅବସ୍ଥାରେ । ତେଣୁ ରକ୍ତର ଅଭାବ…

କେ-ୱାନ ଗ୍ରୁପ ପକ୍ଷରୁ ମାସ୍କ, ରାସନ ଓ ରନ୍ଧାଖାଦ୍ୟ ବିତରଣ

ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢେ଼ଇ କରୁଛି । କରୋନା ବିରୋଧରେ ହେଉଥିବା ଏହି ଲଢେ଼ଇରେ ସ୍ୱେଚ୍ଛାସେବୀମାନଙ୍କର ବି ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କରୋନା ପାଇଁ ଗରିବ ଓ ଅସହାୟଲୋକମାନେ ଏବେ ବହୁ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି । ସେମାନଙ୍କ ମୁହଁରେ ଟିକେ ହସ…

ଡିଜିଟାଲାଇଜେସନରେ ପାଲିତ ହେଲା ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠଙ୍କ ଜୟନ୍ତୀ

ପଦ୍ମପୁର-/ ଶାସକ ପ୍ରଶାସକ -ଗଣତାନ୍ତ୍ରିକ ଚେତନା, ସାମ୍ବିଧାନିକ ଚିନ୍ତାଧାରା, ସ୍ଵାଭିମାନୀ, ସତ୍ୟବାଦିତା ଆଦି ଥିଲା ଖଗେଶ୍ଵର ସାହିତ୍ୟର ଅନ୍ତର । ସାଧାରଣ ସ୍ତରକୁ ଆକ୍ରମିତ ପରାଧିନତା ବିରୁଦ୍ଧରେ ଶାଣିତ ସାହିତିକ ସ୍ୱର ଉତୋଳନ କରି ସେ କାଳଜୟୀ ସାହିତ୍ୟ ସୃଜନ କରିଯାଇଛନ୍ତି । ସାଂପ୍ରତିକ…

କରୋନା ଯୁଦ୍ଧ ଛାଡି ଯାଇପାରିଲେନି ବର : କନିଆଁ ଆସି ଥାନାରେ କଲେ ବିବାହ 

ବୀରମହାରାଜପୁର - ( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ନିଆର ବାହାଘର, ନଥିଲା ବରବେଶ, ନା ଥିଲେ ବରଯାତ୍ରୀ, ନା ଫୁଲବାଣ କି ନା ଜଲିଲା ରୋଶଣି ବିନା ଆଡମ୍ବରରେ ହେଲା ବାହାଘର । ଏପରି କି  ଉଭୟ ପରିବାର ସମସ୍ତ ଲୋକେ ମଧ୍ୟ  ଯୋଗ ଦେଇ ପାରିନଥିଲେ । ସରକାରଙ୍କ "କରୋନା" କଟକଣା ଯୋଗୁଁ…

ପାଇକମାଲ ବଣିକ ସଂଘର କର୍ମକର୍ତ୍ତାମାନଙ୍କ ସହ ତହସିଲଦାର -ବିଡ଼ିଓଙ୍କ ବୈଠକ : ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ 

ପାଇକମାଲ :- ଆଜିପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଏବଂ ବି. ଡ଼ି. ଓ ଶ୍ରୀ ସୁରେନ୍ଦ୍ର ମେହେର ତଥା ପାଇକମାଲ ବଣିକ ସଂଘର କର୍ମକର୍ତ୍ତାମାନଙ୍କର ଏକ ଆଲୋଚନା ପରେ ତଥା ସାଧାରଣ ଜନତା ଙ୍କର ସୁବିଧା ନିମନ୍ତେ  ଏହା ନିଶ୍ଚିତ କରଗଲା ଯେ ଏକ ଆସନ୍ତା କାଲିଠାରୁ, ଅଂଚଳର ଲୁହା ଦୋକାନ…

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ…

http://www.youtube.com/watch?v=JLMNyJKmI3M ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ ଦୁହିଁଙ୍କ ଭିତରେ  ହୋଇଛି ଆଲୋଚନା ଭୁବନେଶ୍ୱର(ଶାସକ ପ୍ରଶାସକ) ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ…