ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା : ଖୁସିଦିନ ନିଶ୍ଚୟ  ଫେରିବ ହେଲେ ବାସ କିଛି ଦିନ |

 http://www.youtube.com/watch?v=ZUt1hMSrdIc   କରୋନା ଯନ୍ତ୍ରଣାରେ ଛଟପଟ ହେଉଥିବା ଓଡିଶାବାସୀଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ନିଆରା ଉଦ୍ୟମ  ଭୁବନେଶ୍ୱର(ଶାସକ ପ୍ରଶାସକ) :  "ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା | ନିରବି ଯାଇଥିବା ସ୍ୱର ମୂର୍ଚ୍ଛନା ତୋଳିବ | "ମେଘ" ରାଗରେ…

ରାଜ୍ୟ ସମ୍ମାନ ସହ ପୁରୀରେ ସ୍ବର୍ଗତ ନାଟ୍ୟକାର ବିଜୟ ମିଶ୍ରଙ୍କ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସମ୍ମାନ ସହ ପୁରୀରେ ସ୍ବର୍ଗତ ନାଟ୍ୟକାର ବିଜୟ ମିଶ୍ରଙ୍କ ହେବ ଅନ୍ତିମ ସଂସ୍କାର | ଗତକାଲି ବିଶିଷ୍ଟ ନାଟ୍ୟକାର ତଥା ସାରସ୍ୱତ ସାଧକ ବିଜୟ ମିଶ୍ରଙ୍କ ଦେହାନ୍ତ ହୋଇଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ଓଡିଶା ନାଟ୍ୟ ଓ…

ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ

ଲୋକସେବା ଭବନ ଠାରେ ରାଜ୍ୟପାଳ ଦିଆଇଲେ ଶପଥ  ଭୁବନେଶ୍ୱର /ଶାସକ ପ୍ରଶାସକ : ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । କରୋନାକୁ ଦୃଷ୍ଟିରେ ରଖି  ଲୋକସେବା ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ  ରାଜ୍ୟପାଳ  ପ୍ରଫେସର ଗଣେଶୀଲାଲ୍ …

କୋରୋନା ଲଢେଇ : ନିରବ ଯୋଦ୍ଧା ଭଳି ଲଢେଇ ଜାରି ରଖିଛନ୍ତି ନଛି  

କରୋନା ଭଳି ତିରୋଟ ସମୟରେ ଲୋକଙ୍କୁ ବଢ଼ାଉଛନ୍ତି ସହାୟତାର ହାତ  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଉପନଗରପାଳ ଦାୟିତ୍ୱ ଭାର ସମ୍ଭାଳିଥିବା ବେଳେ ପୌରପରିଷଦର ପରିମଳ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପରେ ବର୍ତ୍ତମାନ ବିଶ୍ୱ ମହାମାରୀ କୋଭିଡ଼-୧୯ର ମୁକାବିଲା…

ବଜ୍ରାଘାଟରେ ନାବାଳକ ମୃତ : ମୃତକଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ ଓ ତହସିଲଦାର 

ବରଗଡ଼(ଶାସକ ପ୍ରଶାସକ) :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡିଆଢ଼ିପା ଗ୍ରାମର ଚୁଡାମଣି ମାଝୀ ଙ୍କର ନାବାଳକ ପୁଅ ନିର୍ମଳ ମାଝୀ ଆଜି ସକାଳୁ ପ୍ରାୟ 9ଟା 30 ମିନିଟ ସମୟରେ ବଜ୍ରାଘାତରେ ମୃତ୍ୟୁ ହେଇଯାଇଛି ।          ଚୁଡାମଣିଙ୍କର କହିବା ମୁତାବକ ନିର୍ମଳ…

ଲକଡାଉନ ସମୟରେ ସରପଞ୍ଚଙ୍କ ମାନବିକତା, ଅଲଗା ବ୍ଲକର ଅସହାୟଙ୍କୁ ବି କଲେ ଥଇଥାନ

ବରଗଡ଼ (ଶାସକ ପ୍ରଶାସକ) : ବିଗତ କିଛି ଦିନ ହେଲା ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କଲାପରେ ଅନେକ ଲୋକଙ୍କ ଟ୍ରଲର ଶିକାର ହେବାକୁ ପଡ଼ୁଛି |  ହେଲେ ଅନ୍ୟ ପକ୍ଷରେ  ବିପର୍ଯ୍ୟୟ ପରିଚାଳନା ହସ କରି କରୋନା  ଲଢେଇରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିତା ଓ କାର୍ଯ୍ୟ…

ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ : ଜିଲ୍ଲାପାଳ 

ଆଉ ନୂଆ ୩ କରୋନା ରୋଗୀ ବାହାରିବା ପରେ ପ୍ରଶାସନ ତତ୍ପର   ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ  ) :  ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା…

ନୂଆପଡା ପୁଲିସ ଓ ପ୍ରେସ ପକ୍ଷରୁ ମେଗା ରକ୍ତଦାନ ଶିବିର

ନୂଆପଡା/ ଅମିତ ପୁରୋହିତ: କୋରୋନା ମୁକାବିଲା କରିବା ପାଇଁ ସମାଜର ସବୁସ୍ତରରୁ ଉଦ୍ୟମ ଜାରି ରହିଛି । ଏପରି ଏକ ସଂକଟମୟ ପରିସ୍ଥିତିରେ ନୂଆପଡା ଜିଲାରେ ଯେପରି  ରକ୍ତର  ଅଭାବ ନରହେ ସେଥିପ୍ରତି ମଧ୍ୟ ଅନେକ  ଅନୁଷ୍ଠାନ   କାର୍ଯ୍ୟକରୁଛନ୍ତି । ସ୍ୱେଚ୍ଛାକୃତ ଭାବରେ ଆସୁଥିବା ରକ୍ତର ପରିମାଣ…

କୋରୋନା ମୁକାବିଲା,ନୂଆପଡା ଜିଲ୍ଲା ପାଇଁ ସାଜିବ କି ବୁମେରାଂ

ନୂଆପଡା,(ଅମିତ ପୁରୋହିତ) : କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମାବଳି ଅନୁଯାୟୀ ଦେଶକୁ  ରେଡ ଅରେଞ୍ଜ ଓ ଗ୍ରୀନ ଏପରି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେଉଁସ୍ଥାନ ମାନଙ୍କରେ ଜଣେ ବି କରୋନା ରୋଗୀ ଚିହ୍ନଟ…