ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର ଜୀବନବିନ୍ଦୁ, ୪୦ ୟୁନିଟ ସଂଗୃହିତ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):   ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଅପରାହ୍ନ ସମୟରେ  ଶାନ୍ତିନଗର ସ୍ଥିତ  କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତଦାନ…

ରାଜ୍ୟ ସରକାର ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ : ବୈଜୟନ୍ତ 

ରେଙ୍ଗାଲି ବିଧାନସଭା ଭର୍ଚୁଏଲ ରେଲିର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରେଙ୍ଗାଲି/ ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ…

ସହଯୋଗର ହାତ ବଢେଇଲା ଯାଦବ ବିକାଶ ପରିଷଦ

ସିନାପାଲ୍ଲୀ(ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ମାଲପଡା  ଗ୍ରାମର ସାବିତ୍ରୀ  ହଂସ ଦିର୍ଘ ୬ ମାସ ହେଲା ଝୁଣ୍ଟି ପଡି ନିଜର ଡାହାଣ ଗୋଡ ଭାଗିଂ ଘରେ ବସିଛନ୍ତି | ଯାହା କିଛି ନିଜ ଉପାର୍ଜିତ ଅର୍ଥରୁ ପ୍ରଥମେ ଖଡିଆଳ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…

ଶ୍ରୀମନ୍ଦିର ଖୋଲିଲେ ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରୁ…

ଓଡିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟରତ :ପୁନମ ମହାଜନ  ସଂଗଠନ, ସମ୍ପର୍କ, ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବା   ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆହ୍ୱାନ  ନୂଆ…

ଅସ୍ତିତ୍ୱ ହରାଇବାକୁ ବସିଛି ମୟୂରଭଞ୍ଜର ପ୍ରାଚୀନ ସଂଗ୍ରହାଳୟ

ମୟୂରଭଞ୍ଜ ଜିଲା ପ୍ରଶାସନର ପାରିବା ପଣିଆ :  ଅତୀତ ସ୍ମାରକୀ ସଂରକ୍ଷିତ ସଂଗ୍ରହାଳୟରେ ଝୁଲୁଛି ତାଲା  ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଇତିହାସରେ  ଭଞ୍ଜବଂଶ ଦୁଇ ଶାଖାରେ ବିଭକ୍ତ ହୋଇ ଉତ୍ତର ଓ ମଧ୍ୟ ଓଡ଼ିଶାରେ ନବମ-ଦଶମ ଶତାଦ୍ଧୀ ସମୟରେ ରାଜତ୍ୱ କରୁଥିବାର ଜଣାପଡେ଼ । ଉତ୍ତର…

ଶ୍ରମିକ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନରେ ପୂର୍ବତଟ ରେଳବାଇ ଅଂଚଳକୁ ଫେରିଲେଣି ତିନି ଲକ୍ଷ ରୁ ଅଧିକ ପ୍ରବାସୀ…

# ପୂର୍ବତଟ ରେଳପଥ  ୬୩୬ ରୁ ଅଧିକ ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି  # ପୂର୍ବତଟ ରେଳ ପଥ କୁ  ବିଭିନ୍ନ ରାଜ୍ୟ ରୁ ୨୫୦  ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସିଥିଲା, ସେଥିରୁ ଓଡିଶା ପାଇଁ  ୨୪୭ ଟି  ଓ ଆନ୍ଧ୍ର ପ୍ରଦେଶ ପାଇଁ ୩ ଟି  ଥିଲା  # ପୂର୍ବତଟ ପକ୍ଷରୁ ୧୪  ଟି ଶ୍ରମିକ…

ଓଏଏସ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ, ସାରା ସହରରେ ଶୋକାକୁଳ ପରିବେଶ।

ଟିଟିଲାଗଡର ଜଣେ ସ୍ୱନାମଧନ୍ୟ ଶିକ୍ଷକ ଶ୍ରୀ ଚିନ୍ତାମଣି ମହାପାତ୍ରଙ୍କ ବଡ଼ ପୁଅ ଅଭିଳାଷ ସ୍ୱରୂପ ମହାପାତ୍ର ଙ୍କ ଆଜି ସକାଳୁ ମୃତ୍ୟୁ ହୋଇଛି। ସେ ଗତ ବର୍ଷ ନିଜର ପରିଶ୍ରମ ଓ ଟ୍ୟାଲେଣ୍ଟ୍ ବଳରେ ସାରା ରାଜ୍ୟରେ ପ୍ରମୁଖ ସ୍ଥାନରେ ରହି ଆମ ବଲାଙ୍ଗୀର ଜିଲ୍ଲା ଓ ଟିଟିଲାଗଡ ସହର ତଥା ତାଙ୍କ ମାତା…

ରେଙ୍ଗାଲିରେ କରୋନା ଯୋଦ୍ଧାଙ୍କୁ ସଂମ୍ବର୍ଦ୍ଧିତ କଲା ଉତ୍କଳୀୟମ ଫାଉଣ୍ଡେସନ । 

http://www.youtube.com/watch?v=s4styyLbbjc ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲିରେ କରୋନା ଯୋଦ୍ଧାଙ୍କୁ ଆଜି ସଂମ୍ବର୍ଦ୍ଧିତ କରାଯାଇଛି l ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ଏବଂ ବୈଦ୍ଯୁତିକ ସାମ୍ବାଦିକ ସଂଘ ରେଙ୍ଗାଲି ମିଲିତ ଭାବରେ   କୋଭିଡି -୧୯ ମହାମାରି…

ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ  ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟରେ ପ୍ରକୃତି, ସଂସ୍କୃତି ଏବଂ ମାନବଧିକାର ନେଇ କାର୍ଯ୍ୟ କରୁଥିବା ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ  ପକ୍ଷରୁ କୋଭିଡା -୧୯ ମହାମାରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ଙ୍କ ପାଇଁ କାଯ୍ୟ କରୁଥିବା ଵ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବରେ…

କରୋନା :  ଆଜି ସୁସ୍ଥ ହେଲେ ୧୩୭ ଜଣ

ଭୁବନେଶ୍ୱର : ଆଜି ସକାଳେ ୨୬୪ ଜଣ ଆକ୍ରାନ୍ତ ହୋଇଥିବା ଓ ତିନି ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୩୭ ଜଣ | ଏମାନନଙ୍କୁ  ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୩ରେ ପହଞ୍ଚିଛି |  ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଂଜାମରୁ ୩୩ ଜଣ ଥିବା…