୭୦ ଲିଟର ଚୋରା ମହୁଲି ମଦ ଜବତ,୨ ଜଣ ଗିରଫ

ବାରିପଦା/ଦିଲ୍ଲୀପ ମହାନ୍ତି - ଲକ ଡାଉନ ସମୟରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଚୋରା ମଦ ବେପାରୀମାନଙ୍କ ନିମନ୍ତେ ସୁନେପେ ସହାଗା ସଦୃଶ୍ୟ ହୋଇଛି । କିଛିଦିନ ମଧ୍ୟରେ କେତେକ ଚୋରା ମଦବେପାରୀକୁ ପୋଲିସ ଧରିବାରେ ସଫଳ ହୋଇଛି।ସେହିପରି ନିଜ ଘରେ ବିପୁଳ ପରିମାଣର ଚୋରା ମହୁଲି…

ପଂଚାୟତକୁ ଭୁତାଣୁ ଆତଙ୍କ ମୁକ୍ତ ରଖିବାକୁ ଅଂଟା ଭିଡିଛନ୍ତି କୋରୋନା ଯୋଦ୍ଧା ଯମୁନା 

ବେଲପଡା/ବନମାଳୀ ନାଏକ: ଧୁମାଭଟା-ସାରା ଭାରତ ବର୍ଷରେ କୋରୋନା ମହାମାରୀ ନିଜ କାୟା ବିସ୍ତାର କରିଚାଲିଛି ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇକି ମୁଖ୍ୟମନ୍ତ୍ରୀ  ତତ୍ ସହିତ ସରପଞ୍ଚମାନେ ମଧ୍ୟ ଏ କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ଦେଖାଯାଉଛି ଏବଂ ନିଜ ପଞ୍ଚାୟତ କୁ ୧ ନଂ କୋରୋନା ଫ୍ରୀ…

ସରକାରୀ ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟରେ

ଦୁଇ ଜଣ କର୍ମଚାରୀ ନିଲମ୍ବିତ, ୬ ଜଣଙ୍କ କର୍ମଚାରୀ ନାମରେ ଥାନାରେ ମାମଲା  ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୨୦୧୬-୧୭, ୧୭-୧୮ ଓ ୧୯-୨୦ ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କ ଭତ୍ତା ଟଙ୍କା   ବେଣୁଧର ମହାନ୍ତଙ୍କ…

ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ସମ୍ପନ୍ନ 

http://www.youtube.com/watch?v=7_rXeTXSGCw ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ  ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି l ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ…

ସଂଗରୋଧ ୱାର୍ଡ ବୁଲି ପ୍ରସ୍ତୁତି ଅନୁଧ୍ୟାନ କଲେ ବିଧାୟକ

ପାଟଣାଗଡ ରୁ ବିମଳ କୁମାର ବାଗ :କରୋନା ଭୟାଭୟତାକୁ ଦେଖି କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ପଡିଛି। ସଙ୍କଟର ସମୟରେ ଡାକ୍ତର, ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ଓ ସାଂସଦ, ବିଧାୟକମାନେ କରୋନା ମୁକାବିଲା ପାଇଁ ଅଣ୍ଟା…

ଦୁଇ କରୋନା ରୋଗୀ ସୁସ୍ଥ ହେଲେ 

ଆଜି ଆଉ ଦୁଇ କରୋନା ରୋଗୀ ସୁସ୍ଥ ହେଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି | ସୁସ୍ଥ ହୋଇଥିବା ଏହି ଦୁଇ ରୋଗୀ ଭୁବନେଶ୍ୱରର | ନିକଟରେ ହୋଇଥିବା ଟେଷ୍ଟରେ ସେମାନଙ୍କ କରୋନା  ନେଗେଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

କରୋନାରେ ସାମ୍ବାଦିକଙ୍କ ଦେହାନ୍ତ ହେଲେ ୧୫ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସ୍ୱାଗତ  ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ସାମ୍ବାଦିକମାନେ ନିରବଛିନ୍ନ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ…

ସୋହେଲାରେ ରକ୍ତଦାନ ଶିବିର : ୩୨ ୟୁନିଟ ରକ୍ତ ସଂଗ୍ରହ

 ସୋହେଲା :- ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଏବେ ସାରା ଦେଶରେ ଲକ ଡାଉନ ଚାଲିଛି । ଫଳରେ ଡାକ୍ତରଖାନାମାନଙ୍କରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ରକ୍ତର ଅଭାବ ଯୋଗୁଁ ଯେପରି କେହି ନ ମରନ୍ତି ସେଥିପାଇଁ ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଛି । ଏବେ କିଛି ଦିନ…

ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ଦାବି ପତ୍ର

 ସମ୍ବଲପୁରରୁ  ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁର ଜିଲ୍ଲାପାଳ ଙ୍କ ଉଦେଶ୍ଯରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ରରେ…

ଅବସରପ୍ରାପ୍ତ ଫରେଷ୍ଟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଏକ ମାସର ପେନସନ

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ- ମହାମାରି କରୋନା ପାଇଁ ସମଗ୍ର ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ଅବସର ପ୍ରାପ୍ତ ଫରେଷ୍ଟର ବୈଦ୍ୟନାଥ ମିଶ୍ର ତାଙ୍କର ଏକ ମାସର…