ବିଏମସି ଏରିଆରେ ୧୭୦, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୭୮ ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

0

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୭୦ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୯୨ ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୭୮ ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୮୯  ଜଣରେ ପହଁଚିଥିବା ବେଳେ ୩୪୩୫ ଜଣ ସୁସ୍ଥ ହେଲେଣି  | ୨୫  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୮୨୩  ଏଯାବତ ସକ୍ରିୟ ଅଛନ୍ତି | କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୭୮ ଜଣ ଲୋକାଲ କଣ୍ଟାକ୍ଟ, ଦେଖନ୍ତୁ |

Leave A Reply

Your email address will not be published.