Sign in
Sign in
Recover your password.
A password will be e-mailed to you.
କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ।
ଆଜି ମଧ୍ୟାହ୍ନ ରେ ଦକ୍ଷିଣପୁର ଗ୍ରାମ ଛକରେ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଜା ଫଳରେ ନିରୀହ ମହିଳାଙ୍କ ଜୀବନ ଚାଲି ଯାଇଛି । କିଛି ଯୁବକ ଆଜି ଏକ କାରରେ ଭବାନୀ ସାହୁ ଜଣେ ଯୁବକ କୁ ମାରିବା ପାଇଁ ଏକ କାର ଯୋଗେ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଭବାନୀ ଜୀବନ ବଞ୍ଚାଇବା କୁ ଦୌଡି ଥିବା ବେଳେ ବରୋଧି…
ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପୌରାଞ୍ଚଳ ଗୁଡିକ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାର୍ଗ ଦର୍ଶିକା
ଭୁବନେଶ୍ୱର : ୧୭।୦୩:ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ…
ନବରଙ୍ଗପୁର ରେଳପଥ ପ୍ରକଳ୍ପର ନୂଆ ଅଧ୍ୟାୟ ଆରମ୍ଭ
ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୧୭.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ତହସିଲଦାର ,ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ମାଲକାନଗିରିରୁ ପୁରୀ ଅଭିମୁଖେ ବାହାରିଲେ ୭୪ ତୀର୍ଥଯାତ୍ରୀ: ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି,୧୭/୩/୨୬:ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସୁଯୋଗ ଦେବା ପାଇଁ ଆଜି 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରୁ ଚୟନ ହୋଇଥିବା ୭୪ ଜଣ…
ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ
ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରି ବିମାନ ବନ୍ଦରରୁ ନିୟମିତ ଭାବେ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ ଏୟାର କମ୍ପାନୀର ଏକ ବୈଷୟିକ ଟିମ ମାଲକାନଗିରି ବିମାନ ବନ୍ଦର ଗସ୍ତ କରି ସ୍ଥିତି ଅନୁଧ୍ୟାନ…
ଚୈତ୍ର ମଙ୍ଗଳବାର ଅବସରରେ ବେଲଗୁଣ୍ଠାରେ ବିଭିନ୍ନ ଠାକୁରାଣୀଙ୍କୁ ପଣାପାଣି ପ୍ରଦାନ
ବେଲଗୁଣ୍ଠା, ୧୭/୦୩-(ଶିବରାମ ଚୌଧୁରୀ )-, ଆଜି ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ଦେବୀଙ୍କୁ ପରମ୍ପରା ମୁତାବକ ପଣାପାଣି ଅର୍ପଣ କରାଯାଇଛି I ଜଗନ୍ନାଥ ପାଟଣା ସାହି ପକ୍ଷରୁ ସଭାପତି ଡ଼ି. ଚନ୍ଦନ ବିନ୍ଧାଣିରା, ସଂପାଦକ ସଂଗ୍ରାମ ବିନ୍ଧାଣିରା, କୋଷାଧ୍ୟକ୍ଷ…
ଦୁଇ ଦିନିଆ ଆନ୍ତଃ ରାଜ୍ୟ କେରମ୍ ଟୁର୍ଣାମେଣ୍ଟ ଉଦଯାପିତ।
ନୀଳଗିରି,ତା ,୧୬/୦୩- ଗତ ୧୪ , ୧୫ ତାରିଖ ୨ ଦିନ ଧରି ଆନ୍ତ ରାଜ୍ୟ କୌଶିକ ରାୟ ସ୍ମୃତି କେରମ ଟୁର୍ଣ୍ଣାମେଣ୍ଟ ବାସନ୍ତୀ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ସୂଚନାରୁ ଜଣା ଯାଇଛି,ଉକ୍ତ ଟୁର୍ଣ୍ଣାମେଣ୍ଟକୁ ନୀଳଗିରିର ଏସ୍ ଡି ପି ଓ ପ୍ରମୋଦ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଫିଟା…
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ।
କେନ୍ଦ୍ରାପଡ଼ା :୧୭/୦୩ (ପ୍ରଫୁଲ୍ଲ କୁମାର ମଲ୍ଲ) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ୧୭ ମାର୍ଚ୍ଚ ୨୦୨୬ ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ…
ଭଞ୍ଜନଗରରେ ବିଶ୍ଵ ଖାଊଟି ଦିବସ ପାଳିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବିଶ୍ଵ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ଭଞ୍ଜନଗର ସ୍ଥିତ କାରଗିଲ୍ ଭବନ ଠାରେ ଗ୍ରାହକ ଦିବସ ପାଳନ କରିଥିଲେ। ଏଥିରେ ସଭାପତିତ୍ଵ କରିଥିଲେ ଏମ୍ କେ ସ୍ଵାଇଁ…
ଡିଜିଏମ୍ଏସ୍ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ବେଦାନ୍ତ ଆଲୁମିନିୟମ ଜାମଖାନି କୋଇଲା ଖଣିର ରେକର୍ଡ
ସର୍ବଶ୍ରେଷ୍ଠ ଖଣି, ଏମଡିଓ, ସୁରକ୍ଷା ପରିଚାଳନା ଏବଂ ଖଣି ଆଲୋକୀକରଣ ବର୍ଗର ସମସ୍ତ ପୁରସ୍କାର ହାସଲ
ଭୁବନେଶ୍ୱର୧୭/୦୩/୨୦୨୬ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମ୍ବଲପୁରରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ପୁରସ୍କାର ସମାରୋହରେ ନିଜର…