Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
୩୨ୟୁନିଟ୍ ରକ୍ତ ସଂଗ୍ରହ ; ତିନି ସାମ୍ବାଦିକ, ଦୁଇ କାଉନସିଲର୍ ଙ୍କ ସମେତ ୨୧ ଜଣଙ୍କ ପ୍ରଥମ ରକ୍ତଦାନ
ବେଲଗୁଣ୍ଠା, -୧୮/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହର ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି…
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କେନ୍ଦୁଝରର ୫ଟି ସ୍ଥାନରେ ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ।
କେନ୍ଦୁଝର,ତା୧୮/୩- କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାର ୫ଟି ପ୍ରମୁଖ କେନ୍ଦ୍ରରେ 'ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬' ସଫଳତାର ସହ ଆୟୋଜିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରେ ଲୁଚି ରହିଥିବା…
ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର କଲା…
ଖୋର୍ଦ୍ଧାରୁ ( ସେକ ଜାଫର ): ଖୋରଧା -୧୮/୩- କିଛି ଅସାମାଜିକ ତତ୍ତ୍ୱଙ୍କ ଏକ ପତ୍ର କୁ ତର୍ଜମା ନକରି ଖୋରଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଙ୍କ…
ବିଧାୟକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
- ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା - ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା- ନିର୍ମାଣ ହେବ ୫୦ କୋଠରି ବିଶିଷ୍ଟ କ୍ଲବ୍ ହାଉସ୍- ଜଳ ସଂରକ୍ଷଣ ଏବଂ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ପାଇଁ…
ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲା : ୨୮ ଦିନ ମଧ୍ୟରେ ତଦନ୍ତରୁ ଦଣ୍ଡାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା…
ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ₹୧,୦୦୦ ଜରିମାନାର ନିର୍ଦ୍ଦେଶ
ସମ୍ବଲପୁର: ଏକ ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲାରେ ଦ୍ରୁତ ବିଚାର କରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର SDJM ଅଦାଲତ ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତା ର…
ରାୟଗଡା :ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
ରାୟଗଡା : ରାୟଗଡା ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧)…
ଗୋରୁ ଚାଲାଣ କୁ ନେଇ ରାତି ଅଧରେ ତୁମୁଳ କାଣ୍ଡ,ଦୁଇ ଗୋଷ୍ଟି ମୁହାମୁହିଁ।
ଅସ୍ତରଙ୍ଗ: ମଙ୍ଗଳବାର ରାତ୍ରର ନିର୍ଜନ ପ୍ରହର ରେ ଗୋରୁ ଚାଲାଣ କୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ମାଡପିଟ ସହ ଗୋଟିଏ ଲେ ଲ୍ୟାଣ୍ଡ,ଚାରି ଚକିଆ ଓ ହୋଣ୍ଡା ଦୁଇ ଚକିଆ ଭଙ୍ଗାରୁଜା ହୋଇ ରାଜ ରାସ୍ତାରେ ପଡିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ସମସ୍ଥ ଙ୍କୁ ବିସ୍ମିତ କରି ଦେଇଛି ।ପ୍ରକାଶ ଯୋଗ୍ୟ ଯେ,…
ଏକା-ଦ ୱାନ ପ୍ରଦର୍ଶନୀ ଉଦ୍ଯାପିତ
ଭୁବନେଶ୍ୱର: କଳାକାର, ଐତିହାସିକ, ବିଦ୍ୱାନ ଓ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଭୁବନେଶ୍ୱରର ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ତିନି ଦିବସୀୟ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ଏକା-ଦ ୱାନ ଶେଷ ହୋଇଛି। କଳାକାର ଓ ସାମାଜିକ ଉଦ୍ୟୋଗୀ ଡଃ ବୀଣା ଉନ୍ନିକ୍ରିଷ୍ଣନଙ୍କ ଦ୍ୱାରା ଉପସ୍ଥାପିତ…
ସମ୍ ନର୍ସିଂ କଲେଜ -୨ ର ବାର୍ଷିକ ଉତ୍ସବ ‘ରେସିଲିଆ’ ଓ ବିଏସ୍ସି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଶପଥ ପାଠ ଉତ୍ସବ…
ଭୁବନେଶ୍ୱର, ମାର୍ଚ୍ଚ ୧୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରାର (୨୦୨୫-୨୯) ବିଏସ୍ସି ନର୍ସିଂ ପ୍ରଥମ ବ୍ୟାଚର ଶପଥ ପାଠ ଓ ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ରେସିଲିଆ’ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ…
କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ ଉଦଘାଟିତ: ପ୍ରଦର୍ଶିତ ହେଲା ସୁରଟର ଶ୍ରେଷ୍ଠ ବସ୍ତ୍ରଶିଳ୍ପ
କଟକ: କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ର ଉଦଘାଟିତ ହୋଇଯାଇଛି, ଯାହାକି ସୁରଟର ପ୍ରସିଦ୍ଧ ବସ୍ତ୍ର ଶିଳ୍ପର ଝଲକକୁ ଓଡ଼ିଶାରେ ପ୍ରଦର୍ଶିତ କରିଛି । ୱିସର୍ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଦର୍ଶନୀ ଫ୍ୟାଶନ ଶିଳ୍ପ ସହ ଜଡିତ ଲୋକ, ବ୍ୟବସାୟୀ ଏବଂ ଫ୍ୟାସନ୍ ପ୍ରେମୀମାନଙ୍କ ଦୃଷ୍ଟି…