ବେଆଇନ ପଥର ଖାଦାନ ରୁ ପଥର ଖସି ଦୁଇଜଣ ମୃତ: ଅନ୍ୟ ଜଣେ ଆହାତ ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ:  ଆଜି ମାଲକାନାଗିରି ସହର ଉପକଣ୍ଠ ରେ ଥିବା ଏକ ପଥର ଖାଦାନ ରୁ ଖନନ ସମୟ ରେ ପଥର ଖସି ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ତାରିଣୀ ମନ୍ଦିର ପଛପଟେ ଥିବା ଏକ ବେଆଇନ ପଥର ଖାଦାନରେ ଶ୍ରମିକମାନେ ଟ୍ରାକ୍ଟରରେ…

କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ ପାଳିତ।

କେନ୍ଦୁଝର,ତା୧୫/୧- ବଡ଼ ଧୂମଧାମରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ ।ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଧାନବେଣୀ ମକର ଯାତ୍ରା ଅନ୍ଯତମ। ଏଠାରେ ବାବା ଧନେଶ୍ବର ମହାଦେବ ସ୍ଥଳଭାଗ ଠାରୁ ୯୭୦ ଫୁଟ ଉଚ୍ଚରେ ପୂଜାପାଇ…

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି।…

ଉଦ୍ଘାଟନ ହେଲା ମାଲକାନଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିଅର ରେଡକ୍ରସ ଶିବିର

ମାଲକାନଗିରି, ୧୫/୧/୨୦୨୬: କାଲିମେଲା ଉଚ୍ଚ ବିଦ୍ୟାଳୟରେ ମାଲକାନାଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିୟର ରେଡ କ୍ରସ (ଜେଆରସି) ଶିବିର ଅନୁଷ୍ଠିତ ହୋଇଯାଇଛି ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସମନ୍ୱୟ ଏବଂ ସାମାଜିକ ଦାଇତ୍ୱ ବୋଧ ସୃଷ୍ଟି କରିବା।…

ସରକାରୀ ନୋଡାଲ ବାଳିକା ବିଦ୍ୟାଳୟ ରେ ପି ଏମ ଶ୍ରୀ ଉତ୍ସବ ପାଳନ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି ।ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ ୨୦୩୬ କୁ ଆଖି ଆଗରେ ରଖି, ବିଭିନ୍ନ କାର୍ଯ୍ୟକଳାପ ଓ ପ୍ରଦର୍ଶନୀ…

୨୭ତମ ଐତିହାସିକ ଜଗତସିଂହପୁର ପୁସ୍ତକମେଳା ଉଦଘାଟିତ

  ଜଗତସିଂହପୁର,୧୫/୦୧.୨୦୨୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୨୭ତମ ଜଗତସିଂହପୁର ପୁସ୍ତକମେଳା -୨୦୨୬ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଭାଗିରଥି ଦାସଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ…

ପୁରୀରେ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ୭୭ତମ ଜନ୍ମଜୟନ୍ତୀ ଭକ୍ତିମୟ ପରିବେଶରେ ପାଳିତ

ପୁରୀ, ୧୫/୧ (ଅନିମେଶ ପଟ୍ଟନାୟକ) : ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଘବ ପରିବାର ଓଡ଼ିଶା ପକ୍ଷରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର, ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମ…

ଉଦ୍‌ଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

କେନ୍ଦୁଝର,ତା୧୫/୧- କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଆଜି ସୁଭଦ୍ରା ଶକ୍ତି ମେଳା ତଥା ସ୍ଵଦେଶୀ ମେଳା ଉଦଘାଟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପାଇଁ ନୂତନ ବଜାର ଓ ବЧବସାୟ ସୃଷ୍ଟି କରି ଅର୍ଥନୀତିକୁ ନୂତନ ଗତି ଦେବା ଲକ୍ଷ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ୩୦…

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବିତ, ରାଜନୀତିରେ ହଟଚମଟ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ବିଜୁ ଜନତା ଦଳରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିକୁ ଉତ୍ତେଜିତ କରିଛି। ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ  କରିବା ସହ ଏକ କଠୋର ଓ…

ହେରଫେର ଓଜନରେ ଧାନ କିଣା ଅଭିଯୋଗ

ରାଜଗାଙ୍ଗପୁର, ୧୪-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସ ଜରିଆରେ ଧାନକିଣା ଆରମ୍ଭ ହୋଇଛି। ଲ୍ୟାମ୍ପସର ୪ଟି କେନ୍ଦ୍ର ଅଲଣ୍ଡା, କୁନମୁରୁ, ଝଗରପୁର ଓ କୁଟୁନିଆଁରେ ଧାନକ୍ରୟ ହେଉଛି। ମାତ୍ର କ୍ରୟବେଳେ ବସ୍ତାର ଧାନକୁ କମ୍ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ଯଦି କୌଣସି ଚାଷୀଙ୍କର ୫୧ କ୍ରିଣ୍ଟାଲ ୫୦…