ବ୍ଲକ ପ୍ରଶାସନ ଆଗରେ ଟଣା ଓଟରା :  ଷ୍ଟେଟମେଣ୍ଟ କପି ଫାଡ଼ିଲେ ସେଲସମ୍ୟାନ ନିରଞ୍ଜନ ସାହୁ 

 http://www.youtube.com/watch?v=KZKxYtv1UnU ବଲାଙ୍ଗୀର /ନିରୋଜ ମିଶ୍ର : ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ରେ ପିଡ଼ିଏସ ଚାଉଳ ବଣ୍ଟନରେ ମହାଦୁର୍ନିତ୍ତି ହୋଇଥିବା ଗତ ୨୫ତାରିଖ ରେ ମହିମୁଣ୍ଡା ସମୂହ ଗ୍ରାମବାସୀଙ୍କ ଅଭିଯୋଗ ପରେ ଗ୍ରାମର ସରପଞ୍ଚ…

 ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ : କୋଭିଡ  ଚିକିତ୍ସା ଭିତରେ ଅଣ-କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ନହେଉ 

ନୂଆଦିଲ୍ଲୀ (ଏସପିବି) :  ଅଣ-କୋଭିଡ ଜରୁରି ଚିକିତ୍ସାକୁ ଅବହେଳା ନକରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଡାଏଲିସିସ, କର୍କଟ ଚିକିତ୍ସା, ମଧୁମେହ, ଗର୍ଭବତୀ ମହିଳା ଏବଂ ହୃଦରୋଗୀମାନଙ୍କୁ ଯଥେଷ୍ଟ ଚିକିତ୍ସା ଯୋଗାଇ ଦେବା ନିମନ୍ତେ…

କୋଭିଡ-19 ଓ ଲକଡାଉନକୁ ଦୃଷ୍ଟିରେ ରଖି  ୟୁଜିସି ଜାରି କଲା ଗାଇଡଲାଇନ  

କେବେ କେମିତି ରହିବ ଆଗାମୀ ଶିକ୍ଷାବର୍ଷ ଓ ପରୀକ୍ଷା ସ୍ୱରୂପ  ନୂଆଦିଲ୍ଲୀ (ଏସପିବି) କୋଭିଡ-19 ମହାମାରୀ ଓ ଏଥିଯୋଗୁ ଜାରି ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ଶିକ୍ଷାଗତ କ୍ଷତିକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ…

ଗଜପତି ବାସୀଙ୍କୁ ଜିଲ୍ଲାପାଳ କଲେ ଅନୁରୋଧ : ସମ୍ଭାବ୍ୟ ଆହ୍ବାନ ମୁକାବିଲା ପାଇଁ ଲୋଡ଼ିଲେ ସହଯୋଗ 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲାପାଳ ଅନୁପମ ଶାହା ଜିଲ୍ଲାବାସୀଙ୍କ ଲୋଡିଲେ ସହଯୋଗ । ପ୍ରଶାସନ ଲୋକଙ୍କୁ କରୋନା ଠାରୁ ଦୂରେଇ ରଖିବାକୁ ଉଦ୍ୟମ ଜାରି ରଖିଛି । ହେଲେ ଜିଲାରେ ଥିବା 70 କିମିରୁ ଉର୍ଧ୍ବ ଛିଦ୍ର ଯୁକ୍ତ ଆନ୍ତଃରାଜ୍ୟ ସୀମାରେଖା ଜିଲ୍ଲା ପାଇଁ କିଛିଟା…

ଆଶଙ୍କାରେ ଗାଁ ଲୋକେ : ବାହାରୁ ଲୋକ ଫେରିବା ପରେ କଣ ହେବ ତାକୁ ନେଇ ଚିନ୍ତା 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  କରୋନାର ଭୟାବହତା ବର୍ତମାନ ସୁଦ୍ଧା  ଗାଁକୁ ଛୁଇଁପାରିନି । ଏବେ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସାଧାରଣତଃ ସହରାଂଚଳରେ ସୀମାବଦ୍ଧ ରହିଛି । ମାତ୍ର ସରଙ୍କାରଙ୍କ ନିଷ୍ପତି ଅନୁସାରେ ବାହାର ରାଜ୍ୟରେ ବିଭିନ୍ନ କାର୍ଯ୍ୟରେ ଯାଇ ଫସି ରହିଥିବା କର୍ମଜୀବି  ମାନଙ୍କୁ…

ସାଇକେଲ ପେଲି ୯ ଦିନ ପରେ ଗାଁରେ ପହଁଚିଲେ ୨ମନ୍ଦିର ମିସ୍ତ୍ରୀ

୧୨୦୦ କିମି. ସୁଦୁର ବିହାରରୁ ଆସି ପହଁଚିଲେ ଓଡ଼ଗାଁରେ ରହିଲେ ସଙ୍ଗ ରୋଧରେ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ରୋଜଗାର ପାଇଁ ଓଡ଼ଗାଁରୁ ବିହାର ରାଜ୍ୟ ପୁରଲିଆ  ଜିଲ୍ଲା ବନମଥି ଯାଇଥିବା ୨ମନ୍ଦିର ମିସ୍ତ୍ରୀ ସାଇକେଲ ଯୋଗେ ଆଜି ଗାଁକୁ ଫେରିଛନ୍ତି । ସାରା ଦେଶରେ ଲକଡାଉନ ଘୋଷଣା ପରେ ସେମାନେ…

ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ରବିଧାନ ସଂଗ୍ରହ କାର୍ଯ୍ୟ

 ଧାନ ସଂଗ୍ରହରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ  ଭୁବନେଶ୍ୱର(ଶାସକ ପ୍ରଶାସକ ):  ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛିା କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯) ପରିସ୍ଥିତିରେ ସାମାଜିକ ଦୂରତ୍ୱ…

ବାରିପଦା ସହରରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି , ୩୪ ହଜାର ୨ଶହ ଟଙ୍କା ଫାଇନ କଟା ଗଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ପୁଲିସ ପକ୍ଷରୁ  ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ଏବଂ ଏହି ସମୟରେ ନିୟମ ଭଙ୍ଗକାରୀମାନଙ୍କ ନିକଟରୁ ମୋଟ ୩୪ ହଜାର ୨ ଶହ ଟଙ୍କା ଫାଇନ କଟାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି…

ନୂତନ ତିନି  ଜିଲ୍ଲାରେ କରୋନା ପଜିଟିଭ  ବାହାରିଲା ପରେ ଚେତିଲା ମୟୂରଭଞ୍ଜ ଜିଲ୍ଲାପ୍ରଶାସନ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଜିଲ୍ଲାରେ କରୋନା ପଜିଟିଭ ବାହାରି ନ ଥିବା କାରଣରୁ  ଗ୍ରୀନ ଜୋନରେ ରହିଛି ଏବଂ ଲକ୍ ଡ଼ାଉନ ନିମନ୍ତେ ଜାରି କରାଯାଇଥିବା ମାଗଦର୍ଶୀକାରେ କୋହଳ କରାଯାଇଛି । କିନ୍ତୁ, ଲକ୍…

ଉପଜିଲ୍ଲାପାଳ ଧରିଲେ ୧୦ କେଜି ଗଞ୍ଜେଇ, ବାଣ୍ଟିଲେ ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ

 ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୁଆନ ବୁଧବାର ସନ୍ଧ୍ୟାରେ ପଦ୍ମପୁର ନିକଟସ୍ଥ ବରୀକେଲ ଗ୍ରାମରେ ଲକଡାଉନ ଅବସ୍ଥା ତଦାରଖ କରୁଥିବା ସମୟରେ ଏକ ବାଇକ କୁ ଅଟକାଇ ମାକ୍ସ ଯାଞ୍ଚ କରୁଥିବା ସମୟରେ ବାଇକ ଚାଳକ ଓ ବାଇକରେ ବସିଥିବା ଅନ୍ୟ ଜଣେ ଲୋକର ଅବସ୍ଥା ଦେଖି ଉପଜିଲ୍ଲାପାଳଙ୍କୁ ସନ୍ଦେହ…